jotisha shastra – ନୂଆ ବର୍ଷରେ ହେବ ନୂଆଯୋଗ,ମାତା ଲକ୍ଷ୍ମୀଙ୍କ କୃପାରୁ ଟଙ୍କାର ଗଦିରେ ଶୋଇବେ ଏହି 5ଟି ରାଶିର ବ୍ୟକ୍ତି….ଜାଣନ୍ତୁ କେଉଁ ରାଶି ମାନେ ?

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେତେ ବେଳେ ଗ୍ରହ ନକ୍ଷତ୍ର ଙ୍କ ଚଳଣି ରେ ପରିବର୍ତ୍ତନ ହୋଇ ଥାଏ ସେତେ ବେଳେ ରାଶି ଙ୍କ ଭାଗ୍ୟ ରେ ମଧ୍ୟ ଅନେକ ପରିବର୍ତ୍ତନ ଆସି ଥାଏ | କିଛି ରାଶି ଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ତ ଆଉ କିଛି ରାଶି ଙ୍କ ଉପରେ ଏହାର ଭଲ ପ୍ରଭାବ ପଡିଥାଏ | ତେବେ 2023 ନୂଆବର୍ଷ ରେ କେତୋଟି ରାଶିଙ୍କ ଉପରେ ଭଲ ପ୍ରଭାବ ପଡ଼ିବାକୁ ଯାଉଛି, ଆସନ୍ତୁ ଏହି ରାଶି ଗୁଡ଼ିକ କଣ ସେହି ସମ୍ପର୍କ ରେ ଆଲୋଚନା କରିବା |

1. କୁମ୍ଭ ରାଶି :- ସବୁଠାରୁ ଭାଗ୍ୟଶାଳୀ କୁମ୍ଭ ରାଶିର ଲୋକ ମାନେ ହୋଇ ଥାଆନ୍ତି, ଗ୍ରହ ମାନଙ୍କ ଚଳଣି ରେ ହେଉଥିବା ମହା ପରିବର୍ତ୍ତନ କାରଣ ରୁ କୁମ୍ଭ ରାଶି ର ଲୋକ ମାନଙ୍କୁ ଆଗାମୀ ଭବିଷ୍ୟତ ରେ ବ୍ୟାପାର ବାଣିଜ୍ୟ ରେ ଲାଭ ହେବା ସହିତ ଧନ ପ୍ରାପ୍ତି ର ନୂଆ ନୂଆ ଉପାୟ ମଧ୍ୟ ଉତ୍ପନ ହେବ | ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣଙ୍କର ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଶୁଭ ହେବ | ଆଗାମୀ ସମୟରେ ଆପଣଙ୍କୁ ଆପଣଙ୍କ କର୍ମର ଉଚିତ ଫଳ ମିଳିବ | ଯଦି ଆମେ ସିଧାସିଧା କହିବା ତେବେ ମେଷ ରାଶିର ଲୋକ ମାନଙ୍କ ଭାଗ୍ୟ ଏବେ ଖୋଲିବାକୁ ଯାଉଛି |

 

2. ମକର ରାଶି :- ଆପଣ ଙ୍କୁ କହି ରଖୁଛୁ ଯେ ଏହି ରାଶିର ଆଗାମୀ ଭବିଷ୍ୟତ ବହୁତ ଭାଗ୍ୟଶାଳୀ ରହିବ, ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣ ଙ୍କୁ କୌଣସି ଉପହାର କିମ୍ବା ଖାସ ଜିନିଷ ର ପ୍ରାପ୍ତି ହେବ | ଏହା ସହିତ ଯେଉଁ ଲୋକ ମାନେ ଚାକିରୀ କରୁଛନ୍ତି ସେମାନଙ୍କର ମଧ୍ୟ ପଦନ୍ନତି ହେବାର ଯୋଗ ବନୁଅଛି | ନୂଆ ବ୍ୟାପାର ବାଣିଜ୍ୟ ପାଇଁ ମଧ୍ୟ ଏହି ସମୟ ବହୁତ ଅନୁକୂଳ ଅଟେ |

3. ସିଂହ ରାଶି :- ଏମାନେ ନିଜ ଜୀବନ ସାଥିଙ୍କ ସହିତ ବହୁତ ଉତ୍ତମ ସମୟ ବିତାଇବେ ଏବଂ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ | ଆପଣ ଲୋକ ମାନଙ୍କ ପାଇଁ ଆଦର୍ଶ ବନି ପାରନ୍ତି ଏବଂ ଏହା ସହିତ ଆସନ୍ତା ଦିନ ମାନଙ୍କରେ ଆପଣଙ୍କୁ ଅଚାନକ ଧନ ମଧ୍ୟ ପ୍ରାପ୍ତି ହୋଇ ପାରେ | ଆପଣ ଚେଷ୍ଟା ଯଦି କରିବେ ତେବେ ଆପଣଙ୍କୁ ସବୁ ପ୍ରକାର କାର୍ଯ୍ୟରୁ ଲାଭ ମିଳିବ, ତାହା ସହିତ ବୈବାହିକ ଜୀବନ ମଧ୍ୟ ଆପଣଙ୍କର ଭଲ ରହିବ |

 

4. ମେଷ ରାଶି :- 2023 ଆପଣଙ୍କ ପାଇଁ ବହୁତ ଶୁଭ ରହିବ କାରଣ ଆପଣ ମାନଙ୍କୁ ଧନ ଦୌଲତ ପ୍ରାପ୍ତି ହେବ, କେତେ ପ୍ରକାରର ସଫଳତା ମଧ୍ୟ ଆପଣଙ୍କୁ ମିଳିବ | ଆପଣ ଚେଷ୍ଟା ଯଦି କରିବେ ତେବେ ଆପଣଙ୍କୁ ସବୁ ପ୍ରକାର କାର୍ଯ୍ୟରୁ ଲାଭ ମିଳିବ, ତାହା ସହିତ ବୈବାହିକ ଜୀବନ ମଧ୍ୟ ଆପଣଙ୍କର ଭଲ ରହିବ |

5. କନ୍ୟା ରାଶି :- ଏହି ରାଶିର ଲୋକଙ୍କୁ ଖର୍ଚ୍ଚ ରେ କମି ଦେଖିବା ପାଇଁ ମିଳିବ, ଏହା ସହିତ ଆପଣଙ୍କ ସଫଳତା ରେ ଏକ ନୂଆ ରାସ୍ତା ଖୋଲିବ | ଏହି 2023 ମସିହା ଆପଣଙ୍କ ପାଇଁ ବହୁତ ଲକି ରହିବ | ଆପଣଙ୍କର ଧନ ସହିତ ଜଡ଼ିତ ସମସ୍ୟା ଦୂରୀଭୂତ ହେବ, ଜମି ସମ୍ବନ୍ଧିତ ସମସ୍ୟା ମଧ୍ୟ ଦୂର ହୋଇ ଯିବ |

6. ତୁଳା ରାଶି :- 2023 ମସିହା ଟି ଆପଣଙ୍କ ପାଇଁ ବେସ ଖୁସିରେ କଟିବା ପାଇଁ ଯାଉଛି ଯାହାକି ଆପଣ ମାନ ସମ୍ମାନ ର ଅଧିକାରୀ ହେବେ | ତାହା ସହିତ କିଛି ନୂଆ ମାର୍ଗ ମଧ୍ୟ ଆପଣଙ୍କୁ ମିଳିବ ଏବଂ ଚାକିରୀରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ନୂଆ ଚାକିରୀ ମଧ୍ୟ ଆପଣଙ୍କୁ ମିଳି ପାରେ |

Leave A Reply

Your email address will not be published.