ଶୁଆଇ ଦଉନି ମତେ ରାତିସାରା। Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଯାତ୍ରା ବିଗ୍ ସିନ୍….

ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ସମୟରେ ଯାତ୍ରା ର ଭିଡ଼ିଓ ଗୁଡିକ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ । ତେବେ ଯାତ୍ରା ଗୋଟିଏ ଏମିତି ଜିନିଷ ଯେଉଁଥିରେ କଳାକାର ମାନେ ଲୋକ ମାନଙ୍କ ସାମ୍ନା ରେ ରହି ଅଭିନୟ କରିବାକୁ ଲାଗିଥାନ୍ତି । ଆଉ ତାଙ୍କର ସେହି ଅଭିନୟ ରେ ଦର୍ଶକ ମାନଙ୍କର ହୃଦୟ ଆଉ ମନକୁ ମଧ୍ୟ କିଣିବାର ପ୍ରୟାସ କରିଥାନ୍ତି ବୋଲି କୁହାଯାଉଛି । ତେବେ ସେହି ଭଳି ବର୍ତ୍ତମାନ ଏକ ଯାତ୍ରା ର କିଛି କମେଡି ପାର୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆଉ ଯାହା ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରେଇଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା ।

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଯାତ୍ରା ଇଣ୍ଡୋଷ୍ଟ୍ରି କେତେ ଉପରକୁ ଯିବାକୁ ଲାଗିଲାନି ।ଫିଲ୍ମ କୁ ପଛରେ ପକାଇ ଲୋକ ମାନେ ଅଧିକ ପସନ୍ଦ କରୁଛନ୍ତି ଯାତ୍ରା ର ଝଲକ ଦେଖିବା ପାଇଁ । ଆଉ ଯାହା କୁହାଯାଉଛି କି ଯାତ୍ରା ହେଉଛି ଏମିତି ଗୋଟିଏ ଅଭିନୟ ର ପ୍ଲାଟଫର୍ମ ଯେଉଁଥିରେ କଳାକାର ମାନେ ଷ୍ଟେଜ ଉପରେ ସମସ୍ତ ଦର୍ଶକ ଙ୍କ ସାମ୍ନା ରେ ଅଭିନୟ କରିବାକୁ ଲାଗିଥାନ୍ତି ।ଆଉ ତାଙ୍କର ମନ ମୁଗ୍ଧକର ଅଭିନୟ କୁ ଦେଖି ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତ ମୁଗ୍ଧ ହୋଇ ଯାଇଥାନ୍ତିବୋଲି କୁହାଯାଉଛି ।ଆଉ ବର୍ତ୍ତମାନ ସେହି ଭଳି ଏକ ଦମଦାର ଯାତ୍ରା ର ପାର୍ଟ ଦେଖିବାକୁ ମିଳିଛି ।


ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ମଧ୍ୟ ଯାତ୍ରା ର ଗୋଟିଏ ପାର୍ଟ । ଆଉ ଯାହା ଜଣା ପଡିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ହେଉଛି ବିଶ୍ୱ ଦରବାର ଯାତ୍ରାର କମେଡି ସିନ, ଯାହାକି ବ୍ୟକ୍ତି ଦେଖିଲେ ବହୁତ ଖୁସି ହେବା ସହିତ ଏହାର ମଜା ମଧ୍ୟ ନେଇଥାଏ ।ଯାତ୍ରା ଷ୍ଟେଜରେ କମେଡିଆନ ମନେ ଷ୍ଟେଜ ଉପରେ ଅତି ସୁନ୍ଦର ଭାବରେ ପରିବେଷଣ ଦେବାର ଦେଖିବାକୁ ମିଳିଛି, ସ୍ୱାମୀ ସ୍ତ୍ରୀ ଉଭୟଙ୍କ ଭିତରେ ଅନ୍ୟ ଜଣେ ପଶି ତିନି ଜଣ କୌତୁହ ପୂର୍ଣ୍ଣ କଥା ହେବାର ଦେଖିବାକୁ ମିଳିଛି ।ଏମାନେ ବିଶ୍ୱ ଦରବାର ଷ୍ଟେଜ ଉପରେ ଅତି ସୁନ୍ଦର ଭାବରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛି ।

ଏହି ସିନରେ ଦୁଇ ଜଣ କମେଡିଆନ ମାନଙ୍କ ମଧ୍ୟରେ ଏକ ସୁନ୍ଦର ରୋମାଣ୍ଟିକ ଗୀତ ହେବାର ଦେଖିବାକୁ ମିଳିଛି ଯଉଁଥିରେ ଏମାନେ ଅତି ସୁନ୍ଦର ଅଭିନୟ ମଧ୍ୟ କରିଛନ୍ତି ।ଏହି କମେଡି ସିନରେ କମେଡିଆନ ମାନଙ୍କ ମଧ୍ୟରେ ହାଏରେ ହାଏରେ ତ ଚେହେରା ଶୁଆଇ ଦଉନି ରାତିସାରା ଏହି ସୁନ୍ଦର ଗୀତ ହେବାର ଦେଖିବାକୁ ମିଳିଛି ।ଆପଣ ମଧ୍ୟ୍ୟ ଏହି ସୁନ୍ଦର ଅଭିନୟ ଦେଖିଲେ ବହୁତ ଖୁସି ହେବା ସହିତ ଏହାର ମଜା ମଧ୍ୟ ନେବେ, ବିଶ୍ୱ ଦରବାର ଯାତ୍ରାର ଏହି କମେଡି ସିନ ବର୍ତମାନ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାର ଦେଖୁବାକୁ ମିଳିଛି ।

Leave A Reply

Your email address will not be published.