ଖୁସି ମା ଙ୍କ ଜନ୍ମଦିନ କେମିତି ପାଳିଲେ ରୂପା ( Rupa ) ହଠାତ ଏମିତି କଣ ହେଲା… ମାତ୍ର 4 ଘଣ୍ଟାରେ 574k ରୁ ଅଧିକ ଲୋକ ଦେଖି ସାରିଲେଣି.

ଆପଣ ମାନେ ତ ଜାଣିଛନ୍ତି ମନୋରଂଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ରୂପା ଏବଂ ପିଣ୍ଟୁ ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି ଯାହାକି ସେମାନେ ଏବେ ଏକ ସେଲିବ୍ରିଟି ଯୋଡି | ଆପଣ ତ ଜାଣିଛନ୍ତି ସେଲିବ୍ରିଟି ମାନେ କିପରି ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଙ୍କୁ ଆକର୍ଷିତ କରିଥାନ୍ତି |

ଏହି ଯୋଡ଼ି ସବୁବେଳେ ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି | ତେବେ ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ ଯାହାକୁ ଲୋକେ ସେମାନଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଙ୍କୁ ଅନୁସରଣ ବି କରନ୍ତି | ଏହି ସୁନ୍ଦର୍ ଯୋଡି ପାଇଁ ଏବେ ଅନେକ ଦର୍ଶକ ପାଗଳପ୍ରାୟ ଅଟନ୍ତି | ସେମାନେ ସେମାନଙ୍କ ଡାନ୍ସ ଏବଂ ଭଲପାଇବା ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି | ଅନେକ ସମୟରେ ସେମାନେ ତାଙ୍କର ଡାନ୍ସ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି |

 

ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି | କାରଣ ଏହି ଯୋଡ଼ି ଦେଖିବାକୁ ଯେମିତି ସୁନ୍ଦର୍ ତାଙ୍କର ବ୍ଯବହାର ମଧ୍ଯ ସେମିତି ସୁନ୍ଦର୍ | ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ |

 


ତେବେ ଆଜି ହେଉଛି ଖୁସି ମା ଙ୍କର ଜନ୍ମଦିନ ଯାହାକୁ ନେଇ ପିଣ୍ଟୁ ଖୁସି ମା ଙ୍କ ଜନ୍ମଦିନ କିପରି ପାଳନ କଲେ ତାହା ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି | ଖୁସି ମା ଙ୍କ ଜନ୍ମଦିନ ପୁରା ପରିବାର ର ମାହଲ ଯେମିତି ହସଖୁସି ଭରି ଯାଇଛି ଆଉ ସମସ୍ତେ ଖୁସି ମା ଙ୍କ ଜନ୍ମଦିନ ସାଜସଜ୍ଜା ରେ ଲାଗି ପଡିଛନ୍ତି |

 

ପ୍ରଥମେ ପିଣ୍ଟୁ ନିଜ ଝିଅ ର ଜନ୍ମଦିନ ପାଇଁ ସକାଳେ ଉଠି ସଫିଂ ଯାଇଛନ୍ତି | ତେବେ ପିଣ୍ଟୁ ଖୁସି ମା ଙ୍କ ଜନ୍ମଦିନ ପାଇଁ ଏକ ସୁନ୍ଦର କେକ ସହିତ ତାଙ୍କ ପାଇଁ ସୁନ୍ଦର ଡ୍ରେସ ମଧ୍ୟ ଆଣିଛନ୍ତି | ଏହାପରେ ପରିବାର ରେ ରେ ଯେମିତି ହସଖୁସି ଆରମ୍ଭ ହୋଇ ଯାଇଛି | ତେବେ ଶେଷରେ ଖୁସି ମା ଙ୍କର ଗେଟଅପ ସବୁଠାରୁ ନିଆଁରା ଥିଲା ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ | ସେ ଏକ ଶାଢ଼ୀ ପିନ୍ଧି କେକ କାଟୁ ଥିବାର ନଜର ରେ ଆସିଛନ୍ତି ଯାହାକି ସୋସିଆଲ ମିଡ଼ିଆ ରେ ବେସ ଭଲ ପାଇବା ହାସଲ କରିଛି |

Leave A Reply

Your email address will not be published.