Viral video – ମୃତ୍ୟୁ ପୂର୍ବର ଡାକ୍ତର ରାଣୀ ଙ୍କର ଶେଷ ବୋବାଲ୍ ନାଚ, ନାଚ ଦେଖିଲେ ଫାଟିଯିବ ଛାତି…

ଡାକ୍ତରାଣୀ ଙ୍କ ମୃତ୍ୟୁ ସତ ସରକାରୀ ବାସ ଭଵନ ରୁ ଡାକ୍ତରାଣୀ ଙ୍କ ମୃତ ଦେହ ମିଳିବା ସତ, ବ୍ୟବଚ୍ଛେଦ ରିପୋର୍ଟ କୁ ଅପେକ୍ଷା କରିବା ମଧ୍ୟ ସତ | ଆଉ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣା ପଡ଼ିବ କି ଏହା ହତ୍ୟା ନା ଡାକ୍ତରାଣୀ ନିଜ ଜୀବନ ହାରିଛନ୍ତି | କିନ୍ତୁ ଏହି ସବୁ ସତ୍ୟ ଭିତରେ ଆଉ ଗୋଟିଏ ଦୃଶ୍ୟ ଏବେ ସାମ୍ନା କୁ ଆସୁଛି ଯାହାକୁ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଫାଟି ଯିବ |

ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକି ଡାକ୍ତରାଣୀ ଶୁଭଶ୍ରୀ ଙ୍କ ମୃତ୍ୟୁ ର କେତେ ଟା ସମୟ ପୂର୍ବରୁ ଭିଡ଼ିଓ ଏହା | ଯାହା ସମସ୍ତ ଙ୍କୁ ଭାବୁକ କରି ଦେଉଛି ଆଉ ସମସ୍ତ ଙ୍କ ଆଖିରେ ଲୁହ ନେଇ ଆସୁଛି | ମୃତ୍ୟୁ ପୂର୍ବରୁ କେତେ ଖୁସି ରେ ଡାକ୍ତରାଣୀ ନାଚୁଛନ୍ତି ତାହା ଏଠାରେ ଦେଖିବା ପାଇଁ ମିଳିଛି | ଗୀତ ର ତାଳେ ତାଳେ ପାଦ ରେ ପାଦ ଛନ୍ଦି ଡାକ୍ତରାଣୀ ଜଣଙ୍କ ଅଣ୍ଟା ରେ ଠୁମକା ଦେଉଛନ୍ତି |

 

ସବୁବେଳେ ରୋଗୀ, ପ୍ରେସକ୍ୟୁପ୍ସନ ଆଉ ଔଷଧ ସହ ବଞ୍ଚୁ ଥିବା ମଣିଷ ଯେ ଟିକେ ଫୁରସତ ପାଇଲେ ନିଜ ଜୀବନକୁ କିପରି ଉପଭୋଗ କରେ ତାହା ଏଠାରେ ସ୍ପଷ୍ଟ ବାରି ହେଉଛି | ସବୁଆଡେ ଜିରୋ ନାଇଟ ର ସେଲିବ୍ରେସନ ଥିଲା ରାତି ପାହି ଥିଲେ ନୂଆ ବର୍ଷ ଆଉ ତା ପୂର୍ବରୁ ସବୁକିଛି ସରି ଯାଇଥିଲା |

ଜିରୋ ନାଇଟ ସେଲିବ୍ରେସନ ହୋଇ ଥିଲା ଆଉ ସାଙ୍ଗ ସାଥି ଙ୍କ ସହିତ ମିଶି ମଜାମସ୍ତି ଆଉ ଖାଇବା ପିଇବା ବି ହୋଇ ଥିଲା କିନ୍ତୁ କିଏ ଜାଣି ଥିଲା ସେହି ରାତି ଟା ହିଁ ଶେଷ ରାତି ହୋଇ ଯିବ | ଯଦି ହୁଏତ ଡାକ୍ତର ଶୁଭଶ୍ରୀ କର ଜାଣି ଥାଆନ୍ତେ ଏହି ରାତିଟା ମୋର ଶେଷ ରାତି ହୁଏତ ସେ ଏତେ ମଜା ମସ୍ତି କରି ପାରି ନଥାନ୍ତେ |

ଏମିତି ଏକ ଦୃଶ୍ୟ ସାମ୍ନା କୁ ଆସିବା ପରେ ଆଖିରୁ ଲୁହ ଗଡ଼ି ଆସୁଛି, ଏତେ କମ ବର୍ଷରୁ ଜୀବନ ବି ଯାଇ ପାରେ ଆଉ ସବୁଠାରୁ ବଡ଼ କଥା ହେଉଛି କାହିଁକି ଜୀବନ ଚାଲି ଗଲା ଯାହାର ଖିଅ ଏବେ ପୋଲିସ ଖୋଜୁଛି | ମହିଳା ଡାକ୍ତର ଙ୍କର ମୃତ୍ୟୁ କୁ ନେଇ ଏବେ ଅନେକ ଆଡେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି, କେମିତି ଓ କେଉଁ ପରିସ୍ଥିତି ରେ ଡାକ୍ତର ଶୁଭଶ୍ରୀ ଙ୍କର ମୃତ୍ୟୁ ହେଲା, ଏହି ରହସ୍ୟ ଜନକ ମୃତ୍ୟୁ ପଛରେ କାରଣ କଣ ହୋଇ ପାରେ | ଶୁଭଶ୍ରୀ କରଙ୍କ ମୃତ୍ୟୁ ପଛରେ ନୂଆବର୍ଷ ର ସେଲିବ୍ରେସନ ସହ କୌଣସି ସମ୍ପର୍କ ଥିଲା କି, ଶୁଭଶ୍ରୀ କଣ କେବେ କାହାକୁ ପ୍ରେମ କରୁ ଥିଲେ କି ଏଭଳି ଅନେକ ଗୁଡିଏ ପ୍ରଶ୍ନ ଉଠୁଛି ଯାହାକି ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ |

Leave A Reply

Your email address will not be published.