କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ?ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଆମ ଓଡିଶା ରେ ଅନେକ ପ୍ରଶ୍ନ ଓ GK ସମ୍ବଧୀୟ ପ୍ରଶ୍ନ ଓ ଉତ୍ତର ରହିଛି ଯାହା ଆମର ଜ୍ଞାନ କୁ ବଢ଼ାଇଥାଏ ।ତାହା ସହିତ ଅନେକ ମଜାଳିଆ ପ୍ରଶ୍ନ ଗୁଡିକ ମଧ୍ୟ ଆମ ଓଡିଶା ର ଲୋକ ମାନଙ୍କର ମନ ଭିତରେ ଘରେ ଘରେ ଲୋକ କଥା ଭାବରେ ବେଶ ପରିଚୟ ସୃଷ୍ଟି କରିଛି ବୋଲି କୁହାଯାଏ ।ତେବେ ରୂଢି ଓ ଲୋକବାଣୀ ଓ ଲୋକ କଥା ମଧ୍ୟ ଅନେକ ରହିଛି ଯାହା ଆମର ସାଧାରଣ ଜ୍ଞାନ କୁ ବଢ଼ାଇଥାଏ ବୋଲି କୁହାଯାଉଛି ।

ଆପଣ ଜାଣିଥିବେ ନିଶ୍ଚିତ ଯେତେ ବର୍ତମାନ ପ୍ରଶାସନି ପରୀକ୍ଷା ଶୈଳୀ ଯେଉଁ ଭଳି ଭାବରେ କଷ୍ଟକର ହେଲାନି ସେଥିରେ ପିଲାମାନେ ଉତୀର୍ଣ୍ଣ ହେବା ବହୁତ କଷ୍ଟ ହୋଇ ଗଲାଣି । ତେଣୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ ଚାକିରୀ ଖଣ୍ଡେ କରିବା ପାଇଁ ଦିନ ରାତି ବହୁତ ପରିଶ୍ରମ କରି ପାଠ ପଢୁଛନ୍ତି ।ଯଦି କେଉଁ ପିଲା IAS ଓ OAS ହେବା ପାଇଁ ଚାହୁଁ ଥାନ୍ତି ତେବେ ସେମାନେ ନିଜର ମନକୁ ସ୍ଥିର ରଖି ନିଜ ଲକ୍ଷ୍ୟ ପଥରେ ଆଗେଇ ଯିବା ଉଚିତ ।ସେମାନେ କେବଳ ନିଜର ଦେଶ ବିଷୟରେ ନୁହଁ ବାହାର ଦେଶ ବିଷୟରେ ମଧ୍ୟ୍ୟ ଜାଣିବା ଉଚିତ ।ମୁଁ ଆଜି ଆପଣଂକୁ କିଛି ପ୍ରଶ୍ନ ବିଷୟରେ କହିବି ଯାହା ଆପଣକୁ ଆପଣଂକ ଲକ୍ଷ୍ୟ ହାସଲ କରିବା ପାଇଁ ବହୁତ ସାହାଯ୍ୟ କରିଥାଏ ।ତେବେ ଏହି ପ୍ରଶ୍ନ ଗୁଡିକ ବିଷୟରେ ଜାଣିବା ।

୧- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ? ଉ- କୋଇଲି

୨- କେଉଁ ଜୀବର ଚାରୋଟି ପାକସ୍ଥଳୀ ଥାଏ? ଉ- ଗାଈ

୩- କେଉଁ ଜୀବ ତିନି ବର୍ଷ ଶୁଏ? ଉ- ଗେଣ୍ଡା

୪- କେଉଁ ଜୀବ ଛିଡ଼ା ହୋଇ ଶୁଏ? ଉ- ଘୋଡ଼ା

୫- କେଉଁ ଜୀବ ଶୁଏ ନାହିଁ? ଉ- ପିମ୍ପୁଡ଼ି

୬- କେଉଁ ଜୀବ ୧୦୦ ଟି ଶବ୍ଦ କରେ? ଉ- ବିରାଡ଼ି

୧୦- କେଉଁ ଜୀବ ପାଟିରେ ଚାଲେ? ଉ- ଗେଣ୍ଡା

୧୧- କେଉଁ ଜୀବର ରକ୍ତ ନୀଳ ଅଟେ? ଉ- ଝିଣ୍ଟିକା

୧୨- ବିଶ୍ୱର କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଅଧିକ ଦେଖା ଯାଆନ୍ତି? ଉ- ଆମେରିକା

୧୩- କେଉଁ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢ଼ି ଉଠିଥାଏ? ଉ- ଇଥୋପିଆ

Leave A Reply

Your email address will not be published.