ଯୁବକ ଦେଲେ କଡା ମନ୍ତବ୍ୟ !ବୋହୁ ଶଶୁରକୁ ମୋବାଇଲ ଦେଇ କହୁଛି ମୋ ରିଲ କର ..ଶଶୁର ଦେଖିଲା ,ଆଉ ତା ପରେ ରାତିରେ …”ଗଜପତି

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲି ଯୁଗ କେତେ ଯେ କଳୁଷିତ ହୋଇ ଗଲାଣି କାରଣ ବେଳେ ବେଳେ ଏମିତି କିଛି ଖବର ଆସି ପହଞ୍ଚୁଛି ଯାହା ଖୁବ ନିନ୍ଦନୀୟ ଅଟେ | ଆଜିକା ସମାଜ ଏତେ ନିନ୍ଦନୀୟ ହୋଇ ଗଲାଣି ଯେ କିଛି ଭୁଲ କାମ କରିବା ପୂର୍ବରୁ କେହି ଆଉ ନିଜ ସମ୍ପର୍କ କୁ ଦେଖୁ ନାହାଁନ୍ତି ଆଉ କେତୋଟି ସମ୍ପର୍କ କୁ କଳଙ୍କିତ କରି ଦେଉଛନ୍ତି | ଝିଅ ଟି ବିବାହ କଲା ପରେ ବାପା ବଦଳ ରେ ଶଶୁର ଟିଏ ପାଇ ଥାଏ ଯାହାକି ଶଶୁର ଓ ବୋହୂ ର ସମ୍ପର୍କ ମଧ୍ୟ ବାପ ଝିଅର ସମ୍ପର୍କ ବୋଲି ତୁଳନା କରାଯାଇ ଥାଏ |

କିନ୍ତୁ ଆଜିକାଲି ର କିଛି ଶଶୁର ଅଛନ୍ତି ଯେଉଁ ମାନେ ନିଜ ବୋହୂ ଉପରେ ହିଁ ଖରାପ ନଜର ପକାଇ ଥାଆନ୍ତି ଏବଂ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥାନ୍ତି | ତେବେ ଏହି ସବୁ ଖବର କୁ ନେଇ ମିଷ୍ଟର ଗଜପତି ସୋସିଆଲ ମିଡ଼ିଆ ରେ କିଛି କହିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି |

 


ସେ କହିଛନ୍ତି କି ଆଜିକାଲି ର ଏହି କଳି ଯୁଗରେ ଶଶୁର ବୋହୂ ଖରାପ ସମ୍ପର୍କ ସ୍ଥାପନ କରୁଛନ୍ତି ଆଉ ପ୍ରେମ ସମ୍ପର୍କ ରଖି ଶଶୁର ବୋହୂ କୁ ନେଇ ଫେରାର ହୋଇ ଯାଉଛି ଯାହାଦ୍ୱାରା ପୁଅ ଟିଏ ଆତ୍ମହତ୍ୟା କରି ଦେଉଛି | ଏଭଳି ସମ୍ପର୍କ କଳି ଯୁଗରେ ହିଁ ସମ୍ଭବ ଆଉ ଏହି ସମ୍ପର୍କ କୁ ପାପ ସମ୍ପର୍କ ବୋଲି କୁହାଯାଏ | ଏଭଳି ଶଶୁର ଙ୍କୁ ଶଶୁର ହେବାର କୌଣସି ଯୋଗ୍ୟତା ନାହିଁ, ଯଦି ଗୋଟେ ଶଶୁର ତା ବୋହୂ କୁ ନିଜ ଝିଅ ଭଳି ଦେଖିବ ତେବେ ଏମିତି ପାପ କଥା ବା ଖରାପ ଚିନ୍ତାଧାରା କେବେ ମନକୁ ଆସିବ ନାହିଁ |

 


ଏଠାରେ ଏହା ମଧ୍ୟ ପ୍ରଶ୍ନ ଉଠୁଛି କି ଏକ ଶଶୁର ବୋହୂ ଉପରେ ଏମିତି ଖରାପ ନଜର କାହିଁକି ପକାଉଛି ଏଥିରେ କିଛି କିଛି ବୋହୂ ମାନଙ୍କର ମଧ୍ୟ ଦୋଷ ଅଛି | ଏଠାରେ ଯଦି ବୋହୂ ମାନଙ୍କର ଚାଲି ଚଳଣି ଠିକ ରହିବ ନାହିଁ ତେବେ ଶଶୁର ର ଖରାପ ନିଜର ନିହାତି ଭାବରେ ପଡ଼ିବ |

ଯଦି ବୋହୂ ଟିଏ ଶଶୁର କୁ ଦେଖି ମୁଣ୍ଡରେ ଓଢ଼ଣା ଦେବ ନାହିଁ ଆଉ ଶଶୁର ସାମ୍ନା ରେ ଡ୍ରେସ ଆଉ ନାଇଟ ପିନ୍ଧିକି ଘୁରି ବୁଲିବ ତେବେ ଶଶୁର ବୋହୂ ଉପରେ ଖରାପ ନଜର ପକାଇବ | ବାପ ଘରେ ଯେମିତି ଚଳଣି ଥିଲା ଶଶୁର ଘରେ କିଛି ପରିବର୍ତ୍ତନ କରିବା ପାଇଁ ପଡ଼େ କାରଣ ଏହା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା | ତେଣୁ କରି ବୋହୂ ମାନେ ମୁଣ୍ଡରେ ଓଢ଼ଣା ଦେବା ଦରକାର ଆଉ ଶାଢ଼ୀ ଟି ଦେହ ଲୁଚିଲା ଭଳି ପିନ୍ଧିବା ଦରକାର ବୋଲି ସେ କହିଛନ୍ତି ଆଉ ତାଙ୍କ କଥାକୁ ସୋସିଆଲ ମିଡ଼ିଆ ରେ ସମର୍ଥନ ମଧ୍ୟ କରିଛନ୍ତି |

Leave A Reply

Your email address will not be published.