ବାହାଘର ପରେ ଅଶ୍ୱନୀଙ୍କ ସହ ପୁରୀ ବେଳଭୁମି ବୁଲିଲେ ହିରୋଇନ ପ୍ରେରଣା ( PRERNA) – ଦେଖନ୍ତୁ ଭିଡିଓ

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି। ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟାର କପୁଲଙ୍କ ବିଷୟରେ ଜଣେଇବୁ। ଆଉ ସେମାନେ ହେଉଛନ୍ତି ଅଶ୍ୱିନୀ ଓ ପ୍ରେରଣା। ଆପଣମାନେ ଜାଣିଥିବେ ସେମାନେ ଦୁହେଁ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ଏବେ ତାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ତେବେ ଭିଡିଓ ରେ ଦେଖିବାକୁ ମିଳିଛି କି ଦୁହେଁ ସାଙ୍ଗ ହୋଇ ବୁଲିବା ପାଇଁ ଯାଇଛନ୍ତି ପୁରୀ ବେଳାଭୂମି କୁ।

ଆଉ ସେଠାରେ ବେଶ୍ ଖୁସିରେ ଏନଜୟ କରୁଥିବାର ଭିଡ଼ିଓ ଦେଖିବାକୁ ମିଳିଛି। ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଅଲିଉଡ ର ଜଣେ ବେଶ ଜଣା ଶୁଣା ହ୍ୟାଣ୍ଡସମ ଅଭିନେତା ହେଉଛନ୍ତି ଅଶ୍ୱିନ ଯିଏକି ଅନେକ ପ୍ରକାରର ମ୍ୟୁଜିକ ଭିଡ଼ିଓ ପ୍ରକାଶ କରିଛନ୍ତି ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁକି ।

ଆଉ ତାହା ସହିତ ଚୁଲବୁଲି ଅଭିନେତ୍ରୀ ଆଉ ଜଣେ ଭଲ ଏଙ୍କର ଭାବ ରେ ଓଡିଶା ର ଘରେ ଘରେ ସଂମ୍ମାନ ର ଅଧିକାରୀ ହୋଇଥିବା ପ୍ରେରଣା ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଆଉ ଯାହା କୁହାଯାଉଛି କି ପ୍ରଥମେ ଅଭିନୟ ଦୁନିଆରେ ପାଦ ଦେବା ପରେ ଜଣା ଶୁଣା ଓ ପରେ ଫ୍ରେଣ୍ଡ ସିପ ଓ ପରେ ତାହା ଲଭ ରେ ପରିବର୍ତ୍ତନ ହୋଇଥିଲା ବୋଲି ।ଆଉ ଯାହା ଦେଖିବାକୁ ମିଳିଛି କି ସେହି ଦୁଇ ଜଣ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଉ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଯାଇଛନ୍ତି ଧର୍ମ ସ୍ଥାନ ଅର୍ଥାତ ଜଗନ୍ନାଥ ଙ୍କର ପବିତ୍ର ଧାମ କୁ ଯାହାର ନାଁ ହେଉଛି ପୁରୀ ।

ଆଉ ପୁରୀ କୁ ସାଙ୍ଗ ହେଇକି ଗଲା ପରେ ଦୁଇଜଣ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଙ୍କର ଦର୍ଶନ କରିଛନ୍ତି ଆଉ ଜଗନ୍ନାଥ ଙ୍କର ଠାରୁ ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି ତାଙ୍କର ବୌବାହିକ ଜୀବନ କୁ ଆଗକୁ ବଢାଇବା ପାଇଁ ।ତାହା ପରେ ସେମାନେ ଦୁଇଜଣ ଯାଇଛନ୍ତି ସାଙ୍ଗ ହେଇକି ପୁରୀ ସମୁଦ୍ର କୂଳ କୁ ଆଉ ସେଠାରେ ସମୁଦ୍ର କୂଳ ରେ ଦୁଇଜଣ ମନୋଭରି ଉପଭୋଗ କରିବା ସହିତ ଏନଜୟ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ସେହି ଭିଡ଼ିଓ ଟିରେ । ଆଉ ତାହା ସହିତ ଦେଖିବାକୁ ମିଳି ଥିଲା କି କେଉଁ ଭଳି ଭାବରେ ଦୁଇଜଣ ସାଙ୍ଗ ହେଇକି ଫୋଟ ମଧ୍ୟ ଉଠାଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.