ଦେଖନ୍ତୁ ଦୁର୍ଘଟଣାର live ଭିଡିଓ- ଛାତି ଦବେଇ ଜୀବନ ବଞ୍ଚାଇଲେ ପୋଲିସ୍ ବାବୁ…ବାଃ ବାଃ…।ଏହି ଭିଡିଓ ଦେଖିଲେ ଆପଣ ଙ୍କ ଆଖିରୁ ଲୁହ ଆସିବା ସହିତ ଗର୍ବରେ କହିଲେ ବାଃ ବାଃ..

ଆପଣ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡ଼ିଓ ନିହାତି ଭାବରେ ଦେଖୁ ଥିବେ ଯାହାକି ବେଳେ ବେଳେ କିଛି ଘଟଣା ଏମିତି ଦେଖିବା ପାଇଁ ମିଳେ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ ଏବଂ ବେଳେ ବେଳେ ମନକୁ ଖୁବ ଖୁସି ମଧ୍ୟ ଦେଇ ଥାଏ | ତେବେ ଏକ ବ୍ୟକ୍ତି ର କେତେ ବେଳେ ଯେ କଣ ହେବ ତାହା କେହି ହେଲେ କହି ପାରିବେ ନାହିଁ, ସେ ଆଜି ଅଛି କାଲି ହୁଏତ ନଥିବ | କିନ୍ତୁ ବେଳେ ବେଳେ ଏହି ମଣିଷ ବି ଭଗବାନ ରୂପରେ ଆସି ବ୍ୟକ୍ତି ଜୀବନ ବଞ୍ଚାଇ ଦେଇଥାଏ | ଆଜି ବି ସମାଜ ରେ କିଛି ଏଭଳି ମଣିଷ ଅଛନ୍ତି ଯେଉଁ ମାନେ ପ୍ରଶଂସା ର ପାତ୍ର ହୋଇ ଥାଆନ୍ତି | ସେଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆସନ୍ତୁ ଏହି ଘଟଣା ଟି ଉପରେ ନଜର ପକାଇବା |


ଏହି ଭିଡ଼ିଓ ଦେଖିଲେ ହିଁ ଆପଣ ଜାଣି ପାରିବେ କି ଜଣେ ବ୍ୟକ୍ତି କିପରି ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଛନ୍ତି, ଆଉ ଏତିକି ବେଳେ ବିମାନ ବନ୍ଦର ରେ ଉପସ୍ଥିତ ଥିବା ଜଣେ ସିଆଇ ଏହି ସବଇନ୍ସପେକ୍ଟର ଦୌଡ଼ି ଆସି ତାଙ୍କ ଛାତି ଉପରେ ମସାଜ କରୁଛନ୍ତି | ଆଉ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି, ଖାଲି ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ତାହା ନୁହେଁ ବରଂ ଏହି ଯବାନ ଜଣଙ୍କ ସେହି ବ୍ୟକ୍ତି ଙ୍କ ଜୀବନ କୁ ବଞ୍ଚାଇ ଦେଇଛନ୍ତି |

 ଯାହର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଛି | ତେବେ ଏହି ଭାଇରାଲ ହେଉ ଥିବା ଭିଡ଼ିଓ ଟି ଗୁଜୁରାଟ ଅହମ୍ମଦ ପାର୍କ ବିମାନ ବନ୍ଦର ର ବୋଲି ଜଣା ପଡ଼ିଛି | ମୁମ୍ବାଇ ର ଜଣେ ଯାତ୍ରୀ ଅଚାନକ ଅସୁସ୍ଥ ହୋଇ ପଡିବା ପରେ ତାଙ୍କୁ ସିପିଆର ଦେଇ କପିଲ ନାମକ ଜଣେ ଯବାନ ତାଙ୍କର ଜୀବନ ବଞ୍ଚାଇଛନ୍ତି |

ସବ ଇନସିପେକ୍ଟର ଜଣଙ୍କ ସିପିଆର ଦେବା ପରେ ଯାତ୍ରୀ ଜଣଙ୍କର ଜୀବନ ବଞ୍ଚି ଯାଇଛି ଯାହାକୁ ନେଇ ତାଙ୍କୁ ସବୁଠି ପ୍ରଶଂସା କରାଯାଉଛି | କଥାରେ ମଧ୍ୟ ଅଛି କି ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ ଆଉ ଠିକ ଏହି କଥାର ପ୍ରମାଣ ହେଉଛି ଏହି ଦୃଶ୍ୟ | କାରଣ ବିମାନ ବନ୍ଦର ରେ ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ନିଜର ଉଦ୍ୟମ ବଳରେ ତାଙ୍କ ଜୀବନ କୁ ଏହି ଯବାନ ଜଣଙ୍କ ବଞ୍ଚାଇ ଦେଇଛନ୍ତି |

ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରାଲ ହେଉଛି | ସୋସିଆଲ ମିଡ଼ିଆ ର ୟୁଜର୍ସ ମାନେ ଏହି ଯବାନ ଙ୍କୁ ଅନେକ ପ୍ରଶଂସା କରୁ ଥିବାର ଦେଖିବା ପାଇଁ ମିଳିଛି | ଏହି ସଂସାର ରେ ଯବାନ ଙ୍କ ଭଳି ଆହୁରି ଲୋକ ରହିବା ଜରୁରୀ ବୋଲି ବ୍ୟବହାରକାରୀ କମେଣ୍ଟ କରି ନିଜର ମତ ଦେଇଛନ୍ତି |

Leave A Reply

Your email address will not be published.