ବର୍ତ୍ତମାନ ସମୟରେ ପୁରୁଣା ବର୍ଷ ଶେଷ ହୋଇ ନୂଆ ବର୍ଷ ଆରମ୍ଭ ହୋଇ ଯାଇଛି ଯାହାକି 2023 ମସିହା ରେ ରାଶି ମାନଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇ ଥାଏ | ବୈଦିକ ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁସାରେ ୨୦୨୩ ବର୍ଷ ରେ ଶନି ଦେବ ଗୁରୁ ଏବଂ ରାହୁ କେତୁ ଭଳି ପ୍ରମୁଖ ଗ୍ରହ ନିଜ ନିଜ ରାଶି ପରିବର୍ତ୍ତନ କରି ବର୍ଷ ର ପରମ୍ଭା ରେ ଶନି ଦେବ ଅଢେଇ ବର୍ଷ ପରେ ମକର ରାଶି ରୁ କୁମ୍ଭ ରାଶି କୁ ପ୍ରବେଶ କରିବେ ଏବଂ ଏପ୍ରିଲ ମାସ ରେ ସବୁଠାରୁ ଶୁଭ ଗ୍ରହ ଦେବ ଗୁରୁ ବୃହସ୍ପତି ମୀନ ରାଶି କୁ ମେଷ ରାଶି କୁ ପ୍ରବେଶ କରିବେ ଏହା ପରେ ଅକ୍ଟୋବର ମାସ ରେ ରହି କେତୁ କ ମଧ୍ୟ ରାଶି ପରିବର୍ତ୍ତନ ହେବ | ତେବେ ଏହାଦ୍ୱାରା ତିନୋଟି ରାଶି ରେ ବହୁତ ପରିବର୍ତ୍ତନ ହେବାକୁ ଯାଉଛି ଯାହାକି ଏମାନଙ୍କ ଭାଗ୍ୟ ସୁନା ଭଳି ଚମକି ଉଠିବ |
1. ବିଛା ରାଶି :- ସବୁଠାରୁ ଭାଗ୍ୟଶାଳୀ ବିଛା ରାଶିର ଲୋକ ମାନେ ହୋଇ ଥାଆନ୍ତି, ଗ୍ରହ ମାନଙ୍କ ଚଳଣି ରେ ହେଉଥିବା ମହା ପରିବର୍ତ୍ତନ କାରଣ ରୁ ବିଛା ରାଶି ର ଲୋକ ମାନଙ୍କୁ ଆଗାମୀ ଭବିଷ୍ୟତ ରେ ବ୍ୟାପାର ବାଣିଜ୍ୟ ରେ ଲାଭ ହେବା ସହିତ ଧନ ପ୍ରାପ୍ତି ର ନୂଆ ନୂଆ ଉପାୟ ମଧ୍ୟ ଉତ୍ପନ ହେବ | ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣଙ୍କର ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଶୁଭ ହେବ | ଆଗାମୀ ସମୟରେ ଆପଣଙ୍କୁ ଆପଣଙ୍କ କର୍ମର ଉଚିତ ଫଳ ମିଳିବ | ଯଦି ଆମେ ସିଧାସିଧା କହିବା ତେବେ ମେଷ ରାଶିର ଲୋକ ମାନଙ୍କ ଭାଗ୍ୟ ଏବେ ଖୋଲିବାକୁ ଯାଉଛି |
2. ମକର ରାଶି :- ଆପଣ ଙ୍କୁ କହି ରଖୁଛୁ ଯେ ଏହି ରାଶିର ଆଗାମୀ ଭବିଷ୍ୟତ ବହୁତ ଭାଗ୍ୟଶାଳୀ ରହିବ, ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣ ଙ୍କୁ କୌଣସି ଉପହାର କିମ୍ବା ଖାସ ଜିନିଷ ର ପ୍ରାପ୍ତି ହେବ | ଏହା ସହିତ ଯେଉଁ ଲୋକ ମାନେ ଚାକିରୀ କରୁଛନ୍ତି ସେମାନଙ୍କର ମଧ୍ୟ ପଦନ୍ନତି ହେବାର ଯୋଗ ବନୁଅଛି | ନୂଆ ବ୍ୟାପାର ବାଣିଜ୍ୟ ପାଇଁ ମଧ୍ୟ ଏହି ସମୟ ବହୁତ ଅନୁକୂଳ ଅଟେ |
3. ମିଥୁନ ରାଶି :- ଯେଉଁ ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ସେମାନଙ୍କ ମଧ୍ୟରୁ ଗୋଟିଏ ରାଶି ହେଉଛି ମିଥୁନ ରାଶି | ଏହି କୁମ୍ଭ ରାଶିଙ୍କ ଜାତକ ରେ ଗ୍ରହ ପରିବର୍ତ୍ତନ କାରଣରୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ | ଏହି ସମୟ ଆପଣଙ୍କର ଖୁସି ପୂର୍ଣ୍ଣ ରହିବ ଯେଉଁ ଲୋକ ମାନେ ଏହି ବର୍ଷ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ଏହି ବର୍ଷ ଚାକିରୀ ନିଶ୍ଚିତ ଭାବରେ ମିଳିବ | ଏହା ସହିତ ଭୂମି ଏବଂ ଧନ ସମ୍ପତ୍ତି ସହିତ ଜଡ଼ିତ ମାମଲା ଗୁଡ଼ିକ ଖୁବ ଶୀଘ୍ର ସମାପ୍ତ ହୋଇ ଯିବ |