ଟ୍ରେନ Stopage ରେ ଓହ୍ଲାଉଥିବା ସମୟରେ ଖସିଗଲା ମହିଳାଙ୍କ ପାଦ ତାପରେ ଯାହାହେଲା ଭୟଙ୍କର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରୀ ଉଠିବ “ଦୁର୍ବଳ ବ୍ୟକ୍ତି ଓ ଛୋଟପିଲା” ଦେଖନ୍ତୁ ନାହିଁ

ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ ମାନଙ୍କର ଛାତି ଥରି ଉଠେ | ତେବେ ଠିକ ସେହିଭଳି ଏକ ଛାତି ଥରା ଦୃଶ୍ୟ ଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସ୍କୁଲ ଝିଅ ଜଣଙ୍କ ଟ୍ରେନ ରେ ଆସୁଥିଲେ ଓ ଷ୍ଟେସନ ରେ ଟ୍ରେନ ଅଟକି ଥିବା ବେଳେ ଟ୍ରେନ ରୁ ପ୍ଲାଟଫର୍ମ କୁ ଆଲ୍ହାଉଥିବା ବେଳେ ହଠାତ ପାଦ ଖୋସି ଯାଇଥିବା ଆଉ ସେ ସେହି ଟ୍ରାକ ତଳେ ଫୋସି ଯାଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ରେ | ଆଉ ଯେଉଁଠି କୁହାଯାଉଛି କି ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ନିକଟରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା | ଆଉ ଯେଉଁଠି କୁହାଯାଉଛି କି ଗୁଣତୁର ରୁ ରୁ ଏକ୍ସପ୍ରେସ ରେ ଆସୁଥିବା ବେଳେ ବିଶାଖାପାଟଣା ରେ ଉଲ୍ହାଉ ଥିଲେ | ଆଉ ସେତିକି ବେଳେ ଟ୍ରେନ ରେ ତାଙ୍କର ଗୋଡ଼ ଖୋସି ଯାଇଥିଲା ଆଉ ଯାହା ଫଳରେ ଟ୍ରେନ ଟ୍ରାକ କୁ ଖୋସି ପଡିଥିଲେ ଝିଅ ଜଣଙ୍କ ବୋଲି ଦେଖିବାକୁ ମିଳିଥିଲା ଘଟଣା ସ୍ଥଳରେ |

ଆଉ ଏଭଳି କିଛି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ରେଲୱେ ଷ୍ଟେସନ ରେ ଉପସ୍ଥିତ ଥିବା ପୋଲିସ, RPF ଅଫିସର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ଷ୍ଟେସନ ରେ ଥିବା ଇଞ୍ଜିନିଅର ମଧ୍ୟ ଘଟଣା ସ୍ଥଳରେ ପହଂଚିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି | ଆଉ ସେମାନେ ପହଂଚିବା ପରେ ଟ୍ରେନ ଆଉ ଷ୍ଟ୍ରେସନ ରୁ ବାହାରି ନ ଥିଲା ଓ ସମସ୍ତେ ମିଶି ସ୍କୁଲ ଝିଅ ଟିକୁ ଉଦ୍ଧାର କରିବା ପାଇଁ ସମସ୍ତେ ଲାଗି ପଡିଥିଲେ ବୋଲି ଶୁଣିବାକୁ ମିଳିଥିଲା | ତେବେ ଝିଅ ଟି ମଧ୍ୟ ସେହି ଭଲ ଚାପି ହୋଇକି ରହିଥିଲା ଓ ବହୁତ କଷ୍ଟ ମଧ୍ୟ ପାଉଥିଲା ବୋଲି ଦେଖି ଦେଖିବାକୁ ମିଳିଥିଲା |

ଶେଷରେ ସମସ୍ତଙ୍କର ସହାୟତାରେ ଝିଅ ଟିକୁ ସେଠାରୁ ଉଦ୍ଧାର କରାଯାଇଥିଲା ବୋଲି କୁହାଯାଉଛି | ତେବେ ଯାହା ସୂଚନା ମିଳିଛି କି ଦୀର୍ଘ ଦେଢ଼ ଘଣ୍ଟା ଧରି ଚେଷ୍ଟା କରିବା ଫଳରେ ଝିଅ ଟିକୁ ଉଦ୍ଧାର କରାଗଲା ଓ ଝିଅ ଟିର ଜୀବନ ମଧ୍ୟ ରକ୍ଷା ହୋଇ ପାରିଲା ବୋଲି କୁହାଯାଉଛି |ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ବେଶ ଚର୍ଚ୍ଚା ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.