ସାମ୍ନାକୁ ଆସିଲା ବୟଫ୍ରେଣ୍ଡର ଫୋଟ, ଇଏ ହେଉଛି ସେହି, ଯିଏ ରଖିଥିଲା ଜୋରଜବରଦସ୍ତ ଶାରୀରିକ ସମ୍ପର୍କ

ସୋସିଆଲ ମିଡ଼ିଆ ଭାଇରାଲ ହେଉ ଥିବା ଏହି ଫଟୋ ଟିକୁ ଭଲ କରି ଦେଖି ଦିଅନ୍ତୁ ଯାହାଙ୍କର ନାଁ ହେଉଛି ଡ଼କ୍ଟର ଦିବ୍ୟରଞ୍ଜନ ମାଝୀ, ଯିଏ କି ମୃତ ଡକ୍ଟର ଶୁଭଶ୍ରୀ କର ଙ୍କର ପୁରୁଷ ବନ୍ଧୁ ଅଟନ୍ତି ଅର୍ଥାତ ବୟଫ୍ରେଣ୍ଡ | ଯିଏ ଦିନେ ଶୁଭଶ୍ରୀ କର ଙ୍କୁ ସ୍ୱପ୍ନ ଦେଖାଇ ଥିଲା ଆଉ ଜୋର ଜବରଦସ୍ତ କୁଆଡେ ଶୁଭଶ୍ରୀ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା | ତେବେ ବୟଫ୍ରେଣ୍ଡ ଜଣେ ଡ଼କ୍ଟର ଥିଲେ ଆଉ ଶୁଭଶ୍ରୀ ମଧ୍ୟ ଜଣେ ଡ଼କ୍ଟର ଯାହାକି ଦୁଇ ଡ଼କ୍ଟର ଙ୍କର ପ୍ରେମ ସମ୍ପର୍କ ଆଗକୁ ବଢ଼ି ଥିଲା |

ଆଉ ତାପରେ ଯେତେ ବେଳେ ଶାରୀରିକ ସମ୍ପର୍କ ରଖିଥିଲା ସେତେ ବେଳେ ପୁରୁଷ ବନ୍ଧୁ ବିଭିନ୍ନ ପ୍ରକାର ର ପ୍ରତିଶୃତି ଦେଇ ଥିଲା | ହଁ ମଥାରେ ଦେବ ସିନ୍ଦୂର ହାତରେ ଦେବ ଶଙ୍ଖା ଆଉ ବେଦି ରେ ବସି କନିଆଁ ସଜେଇ ତା ଘରକୁ ବଧୂ କରି ନେଇ ଯିବ | ଆଉ ଏହାରି ଭିତରେ ଯେତେ ବେଳେ ଶାରୀରିକ ସମ୍ପର୍କ ଗଢି ଉଠିଲା ଠିକ ତାପରେ କୁଆଡେ ମନ ଭାଙ୍ଗି ଗଲା ମନ ଘର ଧରି ଗଲା | ଶୁଭଶ୍ରୀ ଦିବ୍ୟ ରଞ୍ଜନ କୁ ଆଉ ଭଲ ଲାଗିଲା ନାହିଁ, ଦିନେ ମିଠା ଲାଗୁଥିବା ଶୁଭଶ୍ରୀ କୁଆଡେ ପିତା ଲାଗିଲା |


ଯେଉଁ ମୁହଁକୁ ଦେଖିବା ପାଇଁ ଦିବ୍ୟରଞ୍ଜନ ପାଗଳ ହେଉ ଥିଲା ସେହି ଶୁଭଶ୍ରୀ ନାଁ ଶୁଣିଲେ ପାଗଳ ହୋଇ ଯିବ ବୋଲି କହିଲା | ଯେତେ ବେଳେ ପ୍ରେମ ପ୍ରତାରଣା ରେ ପରିଣତ ହୁଏ ଠିକ ସେତିକି ବେଳେ ଭଲ ଲାଗୁ ଥିବା ଜିନିଷ ଉପରେ ଘୃଣା ଚାଲି ଆସେ | ଆଉ ଯାହାକୁ ଦେଖିବା ପାଇଁ ପାଗଳ ହେଉ ଥିବା ମନଟା ତାକୁ ଦେଖିଲେ ଚି଼ଙ୍କି ଉଠେ |

ଏହି ସବୁ ଭିତରେ କିନ୍ତୁ ସାମ୍ନାକୁ ଆସିଛି ପୁରୁଷ ବନ୍ଧୁ ପୁରୁଷ ଡ଼କ୍ଟର ଦିବ୍ୟରଞ୍ଜନ ମାଝୀ ର ଫଟୋ | ଡିସେମ୍ବର 20 ତାରିଖ ରେ ଶୁଭଶ୍ରୀ ଯାହାଙ୍କ ବିରୁଦ୍ଧରେ ଏଫାୟାର ଦେଇ ଥିଲେ ଅର୍ଥାତ ଏତଲା ଦେଇ ଥିଲେ, ସେ ହେଉଛନ୍ତି ସେହି ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀ |

ଏତଲା ରେ ଦର୍ଶା ଯାଇଥିଲା କି ଦିବ୍ୟରଞ୍ଜନ ମାଝୀ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ବନ୍ଧୁତା ରଖି ଥିଲେ, ଏପରିକି ବିବାହ କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇ ଥିଲେ | ଉଭୟ ଚିନ୍ତା କରୁଥିଲେ ଆଉ ସେଥିପାଇଁ ଫୋନରେ କଥା ହେଉ ଥିଲେ, ତେବେ ଦିବ୍ୟରଞ୍ଜନ ତାଙ୍କ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଥିଲା |

ଆଉ ଏହାପରେ ଶୁଭଶ୍ରୀ ଯେତେ ବେଳେ ବିବାହ ପାଇଁ କହିଥିଲା ଦିବ୍ୟରଞ୍ଜନ ତାଙ୍କ ଠାରୁ ଦୂରେଇ ଯିବା ପାଇଁ ଚେଷ୍ଟା କରିଥିଲେ | ଆଉ ଏହା ସାମ୍ନା ଆସିବା ପରେ ଏହି ନୂଆ ମାମଲା ସାମ୍ନା କୁ ଆସିଥିଲା | ତେବେ ଦେଖିବା ପାଇଁ ବାକି ରହିଲା କି ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀ ଙ୍କୁ ପୋଲିସ କେବେ ଆଣି ପଚରାଉଚରା କରୁଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.