ଦେଖନ୍ତୁ ଦୁର୍ଘଟଣାର live ଭିଡିଓ- ସ୍କୁଟି ପିଟି ପାହଡ଼ ତଳକୁ ଖସି ପଡ଼ିଲେ ମହିଳା.।ଆଉ ତା ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପାଇଁ ଭୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ। ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଯାନ୍ତି। ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଜୀବନ ରେ କେତେବେଳେ କଣ ଘଟିବ ତାହା କେହି ବି କହି ପାରିବେ ନାହିଁ। ଆଉ ହଠାତ୍ ଯେତେବେଳେ ଘଟଣା ଟି ଘଟି ଯାଇଥାଏ, ସେତେବେଳେ ବିଶ୍ୱାସ କରିବା କାଠିକର ପାଠ ହୋଇଥାଏ।


ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ। କିନ୍ତୁ ସେହି ଘଟଣା ଗୁଡ଼ିକ ମଧ୍ୟରୁ କିଛି ଏମିତି ଘଟଣା ଘଟିଥାଏ ଯାହା ଦେଖିଲେ ବା ଶୁଣିଲେ ଆପଣଙ୍କ ଦେହ ଭୟରେ ଥରି ଉଠିବ। ତେବେ ବର୍ତ୍ତମାନ ସମୟରେ ଯାନବାହାନ ଚଳାଚଳ ଏତେ ମାତ୍ରାରେ ବଢ଼ିବାରେ ଲାଗିଛି ଯେ କେତେବେଳେ କେଉଁ ପ୍ରକାର ଘଟଣା ସବୁ ଘଟୁଛି ତାହା କେହିବି କଳ୍ପନା କରି ପାରିବେ ନାହିଁ।


ଏହିପରି କିଛି ଘଟଣା ଆମକୁ ବହୁତ୍ ଦୁଃଖିତ କରିଥାଏ। ତେବେ ଏହା ସତ ଯେ କେତେବେଳେ କାହା ସହ କଣ ଦୁର୍ଘଟଣା ଘଟିଯିବ, କାହାର ଜୀବନ ଚାଲିଯିବ ତାହା କହିହେବ ନାହିଁ। କିନ୍ତୁ ଆମେ କେବଳ ସଚେତନ ରହି ପାରିବା। ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ।

କିନ୍ତୁ ବେଳେବେଳେ ସାମାନ୍ଯ ଅସାବଧାନତା ପାଇଁ ବେଳେବେଳେ ବଡ ବଡ଼ ଦୁର୍ଘଟଣା ସବୁ ଘଟି ଯିବାର ସମ୍ଭାବନା ରହିଥାଏ। ଏସବୁ ଦୁର୍ଘଟଣା ସମୟ ସମୟରେ ହଠାତ୍ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ଏପରି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ପହଞ୍ଚାଇ ଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ।

 

ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମେ ବାସ୍ତବରେ ବିଚଳିତ ହୋଇ ପଡ଼ିଥାଉ। ସେହିପରି ବର୍ତ୍ତମାନ ସମୟରେ ଏକ ସ୍କୁଟର ଦୁର୍ଘଟଣାର ଶିକାର ହୋଇଛନ୍ତିଜଣେ ମହିଳା । ଚିକିଟି ମା’ ବାଳକୁମାରୀଙ୍କ ଦର୍ଶନ ସାରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଜଣେ ମହିଳା କଲର୍ଭଟରେ ସ୍କୁଟିକୁ ନେଇ ପିଟି ଦେଇଛନ୍ତି। ତେବେ ଏହି ଘଟଣାକୁ ଆଖି ଆଗରେ ଦେଖିପାହାଡ଼ରେ ଯାଉ ଥିବା ଅନ୍ୟ ଯାତ୍ରୀମାନେ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଅବଶ୍ୟ ମହିଳାଙ୍କର ବିଶେଷ କିଛି କ୍ଷତି ହୋଇନଥିଲେ ବି ସାମାନ୍ୟ ଭୁଲ ପାଇଁ ତାଙ୍କ ଜୀବନ ଯାଉ ଯାଉ ରହିଗଲା କାରଣ ସେଠାରେ ଏକ ବିରାଟ ଖାଇ ରହିଥିଲା। ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶଭାଇରାଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.