IAS interview – ପୁଅମାନେ ଧଳା ଧଳା କ’ଣ ବାହାରକରନ୍ତି ଏବଂ ଝିଅ ମାନେ ତାହା ପିଇଦିଅନ୍ତି ? ୫ ସେକେଣ୍ଡ ରେ ଉତ୍ତର ଦେଇ ଏକା ଥରକେ ହେଇଗଲେ ସିଲେକ୍ଟ

ଆପଣ ମାନେ ଜାଣିଥିବେ କି ମଣିଷ ର ଉନ୍ନତି ପାଇଁ କେବଳ ବିଷୟ ସମ୍ବଧୀୟ ପାଠ ଜାଣିଲେ ହେବ ନାହିଁ ପାଠ ସହିତ ଅନ୍ୟ ସାଧାରଣ ଜ୍ଞାନ ବିଷୟରେ ମଧ୍ୟ ଜାଣିବାର ଆବଶ୍ୟକତା ଅଧିକ ପରିମାଣରେ ରହିଥାଏ ବୋଲି କୁହାଯାଉଛି | ତେବେ ଆଜି ମୁଁ ଆପଣ ମାନଙ୍କୁ ସେମିତି କିଛି କଥା କହିବାକୁ ଯାଉଛି ତାହା ହେଉଛି IAS ପରୀକ୍ଷାରେ ପଚରା ଯାଇଥିବା କେତେକ ପ୍ରଶ୍ନ ବିଷୟରେ | ତେବେ କୁହାଯାଉଛି କି IAS ପରୀକ୍ଷା ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ଗୁଡିକ ପଚାରା ଯାଇଥାଏ ଯାହାର ଉତ୍ତର ପିଲାମାନେ ଦେଇ ପାରନ୍ତି ନାହିଁ | ଆଉ ସାଧାରଣ ଜ୍ଞାନ ବିଷୟରେ ଜାଣିବା ର ଆବଶ୍ୟକତା ଯଥେଷ୍ଟ ପରିମାଣରେ ରହିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ IAS ପରୀକ୍ଷା ରେ ପଚାରା ଯାଉଥିବା ମଜାଳିଆ ପ୍ରଶ୍ନ ଆଉ ଉତ୍ତର ବିଷୟରେ ଜାଣିବା |

ତେବେ କୁହାଯାଏ କି କେବଳ ବହି ରେ ଥିବା ପ୍ରଶ୍ନ ଉତ୍ତର ବିଷୟରେ ଜାଣିଲେ ଆମର ଜ୍ଞାନ ବଢ଼ି ନ ଥାଏ ବହି ସହିତ ଆମ ସାଧାରଣ ଜ୍ଞାନ ର ମଧ୍ୟ ବିଶେଷ ଭାବରେ ଆବଶ୍ୟକତା ରହିଛି ବୋଲି କୁହାଯାଉଛି | ତେବେ ଆସନ୍ତୁ କେତେକ ମଜାଳିଆ ପ୍ରଶ୍ନ ଆଉ ଉତ୍ତର ବିଷୟ ରେ ଆଲୋଚନା କରିବା ଯାହା IAS ପରୀକ୍ଷା ରେ ପଚାରା ଯାଏ |

ପ୍ରଶ୍ନ 1:-ବିଶ୍ଵର ସର୍ବ ବୃହତ୍ ତ୍ରିକୋଣ ଭୂମି ସୁନ୍ଦରବନ କେଉଁଠାରେ ଅବସ୍ଥିତ ହୋଇଛି?
ଉତ୍ତର :- ବାଂଲାଦେଶ
ପ୍ରଶ୍ନ 2:-ତାହା କଣ ଯାହାକୁ ଭାଙ୍ଗିଲା ପରେ ହିଁ ଜଣେ ଖୁସି ହୋଇଥାନ୍ତି ?
ଉତ୍ତର :-ରେକର୍ଡ
ପ୍ରଶ୍ନ 3:-ଝିଅମାନେ ସବୁ ଲୁଗା କେତେ ବେଳେ ନିଜ ଦେହରୁ କାଢିଥାନ୍ତି ?
ଉତ୍ତର – ଗାଧୋଇଲା ସମୟରେ
ପ୍ରଶ୍ନ 4:-ତାହା କଣ ଅଟେ ଯାହାକୁ ବ୍ୟବହାର କରିବା ପାଇଁ ହେଲେ ତାହାକୁ ପ୍ରଥମେ ଭାଙ୍ଗିବା ପାଇଁ ପଡି ଥାଏ?
ଉତ୍ତର :-ଅଣ୍ଡା
ପ୍ରଶ୍ନ 5:-2011 ଜନ ଗଣନା ଅନୁସାରେ ହିନ୍ଦୀ ଏବଂ ବେଙ୍ଗଲୀ ପରେ ତୃତୀୟ ସର୍ବାଧିକ ବ୍ୟବହୃତ ହେଉ ଥିବା କଥିତ ଭାଷା ର ନାମ କଣ ଅଟେ?
ଉତ୍ତର – ମରାଠୀ
ପ୍ରଶ୍ନ 6:-ପୁରୁଷ ମାନେ କଣ ପିନ୍ଧିଥାନ୍ତି ସେମାନଙ୍କ ର ପ୍ୟାଣ୍ଟ ତଳେ?
ଉତ୍ତର :-ଚପଲ
ପ୍ରଶ୍ନ 7:-ଏମିତି କଣ ଯାହାକୁ ମାରିଲେ କିଛି ଅପରାଧ ହୋଇନଥାଏ?
ଉତ୍ତର–ମିସ କଲେ
ପ୍ରଶ୍ନ 8:-ଏମିତି କେଉଁ ବ୍ୟାଗ ରହିଛି ଯାହାକୁ କେବଳ ଓଦା କରିଲେ ହଁ କାମ ରେ ଆସେ ?
ଉତ୍ତର–ଚାହା ବ୍ୟାଗ
ପ୍ରଶ୍ନ 9 :-ବାପାଙ୍କର ଭଉଣୀ ସିଏ ଜେଜେଙ୍କ ଝିଅ ବୋଉର ସିଏ ନଣନ୍ଦ ହେବ କିଏ ସେ କୁହ?
ଉତ୍ତର–ପିଉସୀ ନାନୀ
ପ୍ରଶ୍ନ 10 :-କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?
ଉତ୍ତର – ବଗ

Leave A Reply

Your email address will not be published.