ସ୍ୱାମୀ ଘରେ ନଥିବା ବେଳେ ସ୍ତ୍ରୀ ଡାକି ପ୍ରେମିକ ସହିତ କରୁଥିଲେ ଲୀଳା…ଦେଖନ୍ତୁ VIRAL ଭିଡ଼ିଓ

ତେବେ ଆଜିକାଲି ର ଏହି କଳୁଷିତ ସମାଜ ରେ ଏମିତି କିଛି ଘଟଣା ପ୍ରାୟ ସମୟରେ ସାମ୍ନା କୁ ଆସୁଛି ଯାହାକି ଖୁବ ନିନ୍ଦନୀୟ ଅଟେ ଏବଂ ଏହା ଆଗାମୀ ଯୁବପିଢ଼ି ଉପରେ ମଧ୍ୟ ଖୁବ ଖରାପ ପ୍ରଭାବ ପକାଉଛି | ଆପଣ ମାନେ ତ ଜାଣିଛନ୍ତି ସ୍ୱାମୀ ସ୍ତ୍ରୀ କେତେ ଯେ ପବିତ୍ର ବନ୍ଧନ ବା ସମ୍ପର୍କ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହିଥାଏ | କିନ୍ତୁ ଆଜିକାଲି ଯୁଗରେ ପରକୀୟା ପ୍ରୀତି ଅନେକ ସମୟରେ ଦେଖିବା ପାଇଁ ମିଳୁଛି |

କେତେ ବେଳେ ସ୍ୱାମୀ ଅନ୍ୟ କେଉଁଠି ଖରାପ ସମ୍ପର୍କ ରଖୁଛି ତ ପୁଣି କେଉଁଠି ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କ ରଖୁଛି | ଶାରୀରିକ ସମ୍ପର୍କ ରଖିବା ପାଇଁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ବିବେକ ବୁଦ୍ଧି ମଧ୍ୟ ହରାଇ ବସନ୍ତି ଆଉ ଛୁଆ ପିଲା ଥାଇ ମଧ୍ୟ ଅନ୍ୟ କାହା ସହ ଯିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ | ତେବେ ସେଭଳି ଏକ ଖବର ବର୍ତ୍ତମାନ ସମୟରେ ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ନିନ୍ଦା ଅନୁଭବ କରିବେ |


ଘଟଣା ଟି ହେଉଛି ସ୍ୱାମୀ ଘରେ ନଥିବା ବେଳେ ସ୍ତ୍ରୀ ନିଜ ପ୍ରେମିକ କୁ ଘରକୁ ଡାକି ଶାରୀରିକ ସମ୍ପର୍କ ସ୍ଥାପନ କରୁଛି ଆଉ ଯାହାକୁ ନେଇ ଏବେ ସେ ଧରା ପଡ଼ିଛି | ତେବେ ସେହି ସମୟରେ ସ୍ୱାମୀ ହଠାତ ଘରକୁ ଚାଲି ଆସି ଥିଲେ ଆଉ ନିଜ ସ୍ତ୍ରୀ କୁ ରୁମରେ ଅନ୍ୟ ଏକ ଯୁବକ ଙ୍କ ସହ ଅସଂଯତ ଅବସ୍ଥା ରେ ଦେଖି ଥିଲେ |

ଯେତେ ବେଳେ ସ୍ୱାମୀ ଜାଣିଲେ କି ଏହି ଯୁବକ ଜଣଙ୍କ ହେଉଛନ୍ତି ତାଙ୍କ ସ୍ତ୍ରୀ ର ପ୍ରେମିକ ସେତେ ବେଳେ ସେ ଖୁବ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ କେବଳ ସେ ନୁହେଁ ବରଂ ତାଙ୍କ ପରିବାର ଲୋକ ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ ଏବଂ ସହଜ ରେ ବିଶ୍ୱାସ ମଧ୍ୟ କରି ପାରିଲେ ନାହିଁ |

 

ତେବେ ପରେ ପରେ ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀ ର ଏଭଳି କାରନାମା କୁ ନିଜ ମୋବାଇଲ ରେ ରେକର୍ଡ କରି ଥିଲେ ଆଉ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଟିକୁ ଉପଲୋଡ କରି ଦେଇ ଥିଲେ | ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଏହାକୁ ଦେଖି ଲୋକେ ଏଭଳି କିଛି ନାରୀ ପ୍ରତି ଖୁବ ନିନ୍ଦା କରିଛନ୍ତି | ଆମ ସମାଜ ରେ ଏଭଳି ବ୍ୟକ୍ତି ନିଜ ନୈତିକତା ହରାଇ ଏଭଳି କାଣ୍ଡ କରୁଛନ୍ତି ଯାହା ଯୁବ ପିଢ଼ି ଙ୍କ ପାଇଁ ବହୁତ ଖରାପ ପ୍ରଭାବ ପକାଇବ |

Leave A Reply

Your email address will not be published.