ଦେଖନ୍ତୁ SHOCKING ଭିଡ଼ିଓ : ଏମିତି ଭୟଙ୍କର ଦୁର୍ଘଟଣା ଜୀବନରେ କେବେ ଦେଖି ନଥିବେ… ଗାଡି ଚଳାଉ ଥିଲେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ
ତେବେ ଆଜିକାଲି ଟେକନୋଲୋଜି କେତେ ଯେ ଆଗକୁ ବଢ଼ିଲାଣି ତାହା ତ ଆପଣ ମାନେ ଦେଖୁ ଥିବେ | ଆଗ କାଳରେ ଯେଉଁ କାମ ପାଇଁ ଦୁଇ ଦିନ ଲାଗୁ ଥିଲା ତାହା ଏବେ ଅତି ସହଜ ରେ ଦୁଇ ଘଣ୍ଟା ରେ ହୋଇ ଯାଉଛି, ଆଉ ଏକ କାମ ପୂରଣ କରିବା ପାଇଁ ଅନେକ କଷ୍ଟ ମଧ୍ୟ କରିବା ପାଇଁ ପଡ଼ୁ ଥିଲା | ଆଗରୁ କାହାର ଏତେ ଗାଡ଼ି ମଧ୍ୟ ନଥିଲା ପ୍ରାୟ ସମସ୍ତେ ଚାଲି କରି ନଚେତ ସାଇକେଲ ରେ ଯିବା ଆସିବା କରୁ ଥିଲେ କିନ୍ତୁ ଏବେ ଘରେ ଘରେ ଗାଡ଼ି ହୋଇ ଗଲାଣି ଯାହା ଦ୍ୱାରା ଜଣେ ବ୍ୟକ୍ତି ବହୁତ ସହଜ ରେ ତା କାମ କରି ପାରୁଛି |
କିନ୍ତୁ ଗୋଟେ ଜିନିଷ ର ଯଦି ଆମେ ଓଭର ବ୍ୟବହାର କରିବା ତେବେ ସେଠାରେ ଆମକୁ ନିହାତି ଭାବରେ ଅସୁବିଧା ର ସାମ୍ନା କରିବା ପାଇଁ ପଡ଼ିବ | ଯେମିତି କି ଉଦାହରଣ ହେଉଛି ଗୋଟେ ବାଇକ ରେ ଦୁଇ ଜଣ ଲୋକ ବସିବା କଥା କିନ୍ତୁ ସେଥିରେ ଯଦି 6 ଜଣ ଲୋକ ବସିବେ ତେବେ ନିହାତି ଭାବରେ ତ ଦୁର୍ଘଟଣା ଘଟିବ | ତେବେ ସେଭଳି ଏକ ଦୁର୍ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ | ତେବେ ଆସନ୍ତୁ ଏହି ଘଟଣା ଟି ଉପରେ ନଜର ପକାଇବା |
ତେବେ ଘଟଣା ଟି ହେଉଛି ଏକ ଟ୍ରକ ଟି ଓଭର ଲଡ଼ କରି ରାସ୍ତା ରେ ଯାଉ ଥିବାରୁ ଫଳରେ ଟ୍ରକ ଓଲଟି ଯାଇଛି ଯାହାର ଘଟଣା ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ଏଭଳି ଏକ ଦୃଶ୍ୟ କେହି ଜଣେ ମୋବାଇଲ ରେ ରେକର୍ଡ କରିଛି, ଯାହାକି ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏକ ଟ୍ରକ ଟି ଧାନ ବସ୍ତା କୁ ଓଭର ଲୋଡ଼ କରି ଯାଉଛି | ମାନେ ଏମିତି ଓଭର ଲଡ଼ ହୋଇଛି କି ଟ୍ରକ ଟିକେ ହଲି ଗଲେ ସେ ଧାନ ବସ୍ତା ମଧ୍ୟ ଦୋହଲି ଯାଉଛି |
ଏହି ଟ୍ରକ ଟି କୌଣସି ମୁହୂର୍ତ୍ତ ରେ ମଧ୍ୟ ଓଲଟି ଯାଇ ପାରେ ଆଉ ସବୁଠୁ ବଡ଼ କଥା ହେଉଛି ଗାଡ଼ି ଟି ଯଦି କାହା ଉପରେ ଓଲଟିବ ତେବେ ସେ ବ୍ୟକ୍ତି ଆଉ ଜୀବନ ବଞ୍ଚାଇ ପାରିବ ନାହିଁ | ତେବେ ଟ୍ରକ ଟି ଯାଉ ଥିବା ସମୟରେ ଶେଷରେ ହଠାତ ଟ୍ରକ ଟି ଓଲଟି ମଧ୍ୟ ଯାଇଛି କିନ୍ତୁ ଭାଗ୍ୟ ବଶତଃ ତା ଆଖପାଖ ରେ କୌଣସି ଅନ୍ୟ ଗାଡ଼ି ମଟର ନଥିଲା ଯାହାଦ୍ୱାରା କାହାର କୌଣସି କ୍ଷତି ହୋଇ ନାହିଁ | ତେବେ ଏଭଳି ଓଭର ଲୋଡ଼ କରି ଗାଡ଼ି ଚଳାଇଲେ କେବଳ ନିଜ ପ୍ରତି ବିପଦ ଆଣିବା ଏବଂ ଅନ୍ୟ ଲୋକ ମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରିବା | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।