ମୋର ପୁତ୍ର ସନ୍ତାନ ଜନ୍ମ ହେବା ପାଇଁ ମୁଁ କରିଥିଲି ଏହି ପ୍ରାକୃତିକ ଉପାୟ….ଆପଣ ବି କରନ୍ତୁ ଏବି ପୁତ୍ରସନ୍ତାନ ପ୍ରାପ୍ତି ଲାଭ କରନ୍ତୁ….

ଆମେ ଆଜିକା ଯୁଗରେ ନିଜକୁ ଯେତିକି ମର୍ଡନ ପ୍ରମାଣିତ କରିବାକୁ ଚାହିଁଲେ ମଧ୍ୟ ଆମେ ସେହି କେତେ ଟା ତଳେ ରହି ଯାଇଥାନ୍ତି । ଯେମିତି କି ଆମେ ଗର୍ଭବତୀ ହେଲେ ହିଁ କେଉଁଠି ନା କେଉଁଠି ପୁଅ ହେଉ ବୋଲି ଅଧିକ ଚାହିଁ ଥାଉ ଏବଂ ଏଥିପାଇଁ ଅନେକ ଉପାୟ ମଧ୍ୟ କରି ଥାଉ । ଆଉ ଯଦି ବାରମ୍ବାର ଝିଅ ଜନ୍ମ ହେଉଛି ତେବେ ସେଥିପାଇଁ କେବଳ ଆମେ ଏକ ନାରୀ କୁ ହିଁ ଦାୟୀ ଦେଇ ଥାଉ ।

ହାର ଗୋଟିଏ କାରଣ ହେଉଛି ବହୁତ ଲୋକ ଅଛନ୍ତି ଯେଉଁ ମାନେ ଝିଅ ଚାହୁଁ ନାହାଁନ୍ତି, ଯାହା ଫଳରେ ଶିଶୁ ଜନ୍ମ ହେବା ପୂର୍ବରୁ ହିଁ ତାକୁ ସେମାନେ ଗର୍ଭରୁ ହିଁ ମାରି ଦେଉଛନ୍ତି । ଏହା ବହୁତ ବଡ଼ ପାପ ଅଟେ କାରଣ ଝିଅ ହେଉ କି ପୁଅ ହେଉ ସେ ଆମ ସନ୍ତାନ ତେଣୁ ଏମିତି ଭାବିବା ବିଲକୁଲ ବି ଠିକ ନୁହେଁ ଏବଂ ଏହା ଆଇନ ଗତ ଅପରାଧ ଅଟେ ।

ପ୍ରାୟ ଲୋକ ଅଛନ୍ତି ଯେଉଁ ମାନେ ପୁଅ ହେଉ କି ଝିଅ ହେଉ ତାହାର ଦୋଷ କେବଳ ମହିଳା ମାନଙ୍କୁ ହିଁ ଦେଇ ଥାଆନ୍ତି ।କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଏଥିରେ କେବଳ ପୁରୁଷ ହିଁ ଦାୟୀ, ତେବେ ସ୍ୱାମୀ ସ୍ତ୍ରୀ କାମନା କରୁଥିବା ପୁତ୍ର ସନ୍ତାନ ପାଇ ପାରିବା ପାଇଁ ସେମାନଙ୍କୁ କିଛି ଏମିତି ଉପାୟ ମାନିବାକୁ ହେବ ଯାହା ମାନିବା ମାତ୍ରେ ଆପଣଙ୍କ ର ନିଶ୍ଚତ ପୁଅ ଜନ୍ମ ହେବେ ।ଏହା ବ୍ୟତୀତ ଗର୍ଭବତୀ ମହିଳା ମାନେ ପୁତ୍ର ସନ୍ତାନ ଜନ୍ମ ହେବା ପାଇଁ ବିଭିନ୍ନ ପ୍ରକାରର ଘରୋଇ ଉପାୟ ମଧ୍ୟ କରିଥାନ୍ତି। ତେବେ ଆଜି ଆମେ ଜାଣିବା ପୁଅ ଜନ୍ମ କରିବା ପାଇଁ ଆପଣ କଣ କରିବେ।

ତେବେ ଏଠାରେ ପକ୍ଷ ନେଇ କୁହାଯାଇଛି ପୁଅ ହେବ ବୋଲି। ଯଦି ଆପଣ ଶୁକ୍ଳପକ୍ଷ ରେ ପିଲା ନେଉଛନ୍ତି ତାହେଲେ ପୁଅ ଜନ୍ମ ହେବ ଏବଂ କୃଷ୍ଣପକ୍ଷ ରେ ଯୋଡ଼ା ଦିନରେ ବି ଯଦି ପିଲା ନେଉଛନ୍ତି ତାହେଲେ ପୁଅ ଜନ୍ମ ହୋଇଥାଏ। ଶୁକ୍ଳପକ୍ଷ ରେ ପିଲା ଜନ୍ମ ହେଲେ ସେ ପିଲାର ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ ଏବଂ ଜୀବନରେ ବହୁତ ଉପରକୁ ଉନ୍ନତି କରିଥାଏ।

 

ଯଦି ଆପଣ ଶୁକ୍ଳପକ୍ଷ ରେ ଯୋଡ଼ା ଦିନ ହେଉ ହେଉ କୃଷ୍ଣପକ୍ଷ ହେଇ ଯାଉଛି ତାହେଲେ ଆପଣ କୃଷ୍ଣପକ୍ଷ ର ଯୋଡ଼ାଦିନ ନେବେ। ଆଉ କୁହାଯାଏ କି ପାହାନ୍ତିଆ ବା ସକାଳ ୬ ଟା ରୁ ୭ ଟା ଭିତରେ ଯଦି ପିରିୟଡ୍ସ ହୁଏ ତାହେଲେ ପୁଅ ଜନ୍ମ ହୋଇଥାଏ। ଆଉ ସନ୍ଧ୍ୟା ସମୟରେ ହେଲେ ଝିଅ ଜନ୍ମ ହୋଇଥାଏ।

Leave A Reply

Your email address will not be published.