OMG ! ଯାତ୍ରା ଷ୍ଟେଜ ରେ କୁନି ରାଇମୋହନ କଲେ କମାଲ… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଭିତରୁ ଏହି ଭିଡ଼ିଓ ଟି ସମ୍ପୂର୍ଣ୍ଣ ନିଆରା ଅଟେ |ଆଉ ଏହି ଯାତ୍ରା ମଞ୍ଚରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ ଆଉ ରାୟ ମହନ ଙ୍କ କଥା ଆପଣ ଙ୍କର ମନେ ପଡ଼ିଯିବ ବୋଲି କୁହାଯାଉଛି | ଯେଉଁଠି କୁହାଯାଉଛି କି ଯାତ୍ରା ର ମହା ମଞ୍ଚରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି କୁନି ରାୟମୋହନ | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

 


ତେବେ ଆପଣ ମାନେ ଜାଣିଥିବେ ଆଜି କାଲି ଯାତ୍ରା ଜଗତ ଦିନ କୁ ଦିନ ଉପରକୁ ଉଠିବାକୁ ଲାଗିଛି, ତେବେ ଅଲିଉଡ ର ଅନେକ କଳାକାର ମାନେ ଏହି ଯାତ୍ରା ଜଗତରେ କାମ କରି ଅନେକ ପ୍ରସଂଶା ଅର୍ଜନ ମଧ୍ୟ କରିଥିବା କଥା ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି |

ତେବେ ଅଲିଉଡ ର ଜଣେ ବେଶ ଜଣା ଶୁଣା ଅଭିନେତା ଯାହାଙ୍କର ଅଭିନୟ ଆଉ ଡାଇଲଗ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ଘର କରିଛି | ସମସ୍ତଙ୍କ ମନକୁ କିଣି ନେଲା ଭଳି ଅଭିନୟ ଜଗତର ସର୍ଦାର ତଥା ଅନେକ ଫ୍ଲିମ ରେ ଖଲ ନାୟକ ର ଭୂମିକା କରିକି ଦର୍ଶକ ମାନଙ୍କ ପାଖରେ ନିଜର ପରିଚୟ ସୃଷ୍ଟି କରିଥିବା ରାୟ ମହନ ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ |

ତେବେ ଲୋକ ମାନେ ରାୟ ମହୋନ ଙ୍କ ନାଁ କହିଲେ ଅନେକ ତାଙ୍କର ଡାଇଲଗ କଥା ଭାବିଥାନ୍ତି | ସେହି ଭଳି ରାଇ ଭାଇଙ୍କର ଭୋଏସ ରେ ଯାତ୍ରା ମଞ୍ଚରେ ନିଜର ଦମଦାର ଅଭିନୟ ସହିତ ରାଇ ଭାଇଙ୍କର ଲୋକ ପ୍ରିୟ ଡାଇଲଗ କହିଁ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି କୁନି ରାୟମୋହନ| ଆଉ ସେ ଯାତ୍ରା ର ମହା ମଞ୍ଚରେ ପ୍ରଥମେ ଡାଇଲଗ ରାଇ ଭାଇ ର ନା ଶୁଣିଲେ ପେଟ ଭିତରୁ ବି ଛୁଆଁ ଡରିବାକୁ ଲାଗିଥାଏ, ମରିବୁ ଏହିଭଳି ଏକ ଡାଇଲଗ କହିବାକୁ ଲାଗିଥିଲେ |

 

ଆଉ ତାହା ପରେ ସେ ଯାତ୍ରା ଜଗତର ଜଣେ କମେଡିଆନ ଙ୍କର ଦମଦାର କମେଡି ମଧ୍ୟ ଦେଖାଇବାକୁ ଲାଗିଥିଲେ ଯାତ୍ରା ର ମଞ୍ଚ ଉପରେ | ଆଉ ରାୟ ମହୋନ ଙ୍କର ପୁରୁଣା ସ୍ମୃତି କୁ ମନେ ପକାଇ ଦେଇଥିଲେ ବୋଲି କୁହାଯାଉଛି | ଆଉ ଯାତ୍ରା ମଞ୍ଚରେ ଏହି ଭଳି ଅଭିନୟ ଆଉ ଡାଇଲଗ କୁ ଲୋକ ମାନେ ବେଶ ମନ ଭରି ଉପଭୋଗ କରିବା ସହିତ ପ୍ରସଂଶା କରିବାକୁ ଲାଗିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.