ଯୁଆଡେ ଯାଉଛୁ ଯା ,ଯାହା ସହ ରହୁଛୁ ରହ I ମୋର କିଛି କହିବାର ନାହିଁ କିନ୍ତୁ ମୋ ଛୁଆକୁ କ୍ଷୀର ଦେଇଯା….3 ବର୍ଷର ଛୁଆ କୁ ଛାଡି ପର ପୁରୁଷ ସହିତ ମା ଛୁ…

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।

କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଲଜ୍ଜା ଅନୁଭବ କରିଥାଉ । ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।


ତେବେ ବର୍ତ୍ତମାନ ସମୟରେ ପ୍ରେମ ଏମିତିକା ଗୋଟିଏ ଜିନିଷ ହୋଇ ଗଲାଣି ଯାହାକି କରିବା ଆଗରୁ ସେମାନେ ଆଗ ପଛ କିଛି ବିଚାର କରୁ ନାହାନ୍ତି। ଆଉ ପରେ ପସ୍ତେଇବାକୁ ପଡ଼ୁଛି। ସମାଜରେ ଯୁବକ ଯୁବତୀ ମାନେ ପ୍ରେମ କରିବା ଏକ ସାଧାରଣ କଥା ପାଲଟି ଯାଇଛି। ହେଲେ ଏଠାରେ ଏମିତି ପ୍ରେମରେ ହଜି ଯାଇଛି ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ପ୍ରେମ ପାଇଁ ସେମାନେ ନିଜ କିମ୍ବା ନିଜ ପରିବାରର ମାନ ସମ୍ମାନ କୁ ବି ଦେଖୁ ନାହାନ୍ତି। ଏହି ପ୍ରେମ ପାଇଁ ଯୁବପିଢି ମାନେ ସମାଜକୁ କଳୁଷିତ ଓ କଳଙ୍କିତ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ତେବେ ସେହିପରି ଏକ ହୃଦୟ ବିଦାରକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।ଯେଉଁଥିରେ ଜଣେ ମା ତା ପ୍ରେମ ପାଇଁ ନିଜ ଛୁଆ ଓ ସ୍ୱାମୀ କୁ ଛାଡି ଫେରାର।


ଆଜ୍ଞା ହଁ ଏପଟେ ସ୍ୱାମୀ କହୁଛି ତୁ ଯାହା ସହିତ ରହୁଛୁ ରହ ହେଲେ ଛୁଆକୁ କ୍ଷୀର ଦେଇଯା। ଛୁଆ ଆଖିରେ ଢଳ ଢଳ ଲୁହ। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ନଡ଼ିଆଭଙ୍ଗା ପଞ୍ଚାୟତ ର ଖଣ୍ଡରା ଗ୍ରାମର ଶ୍ୟାମା ମୁଣ୍ଡା। ୨୦୧୭ ରେ ପ୍ରେମ ବିବାହ କରିଥିଲେ। ଆଉ ପରିବାର କହିଲେ ତାଙ୍କର ଜଣେ ତିନି ବର୍ଷ ର ଶିଶୁ ପୁତ୍ର। ରାଜକୁମାର ମୁଣ୍ଡା ଓ ତାଙ୍କ ସ୍ତ୍ରୀ ସଜନୀ ସିନ୍ଧୁ ଖଣ୍ଡରା ଗ୍ରାମରେ ବସବାସ କରନ୍ତି ସମସ୍ତେ।

 

ଶ୍ୟାମା ମୁଣ୍ଡା ଜଣେ ଶିକ୍ଷକ। ଘରର ସଂସାର ଭଲ ଭାବରେ ଚାଲିଥିଲା। ଆଉ ଆଜିକୁ ସାତ ଦିନ ହେବ ଘରେ ଟିକିଏ ପାଟିଗୋଳ ହେଲା ବୋଲି ସ୍ୱାମୀର କହିବା କଥା ପୂର୍ବତନ ପ୍ରେମିକ ସହ ସ୍ତ୍ରୀ କୁଆଡ଼େ ପଳେଇଛି। ଶ୍ୟାମା ବହୁତ ଖୋଜାଖୋଜି ପରେ ମଧ୍ୟ ପାଇ ନଥିଲେ। ମାକୁ ନପାଇ ରାଜକୁମାର କିଛି ଖାଉ ନାହିଁ। ଆଉ ଏପଟେ ଶ୍ୟାମା ସ୍କୁଲ କଥା ବୁଝିବେ ନା ପିଲା କଥା ଭାବି ଭାବି ମାନସିକ ଚିନ୍ତାରେ ଶ୍ୟାମା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.