ଦେଖନ୍ତୁ shocking ଭିଡିଓ.. cctv ରେ ରେକର୍ଡ ହୋଇଗଲା ନହେଲେ ବିଶ୍ବାସ କରିନଥାନ୍ତେ ! ଦୟାକରି ଏହି ଭିଡିଓ କୁ ଅଧିକ ମାତ୍ରାରେ ସେୟାର କରନ୍ତୁ….

ଭାରତ ବର୍ଷରେ ପ୍ରତିଦିନ ସଡକ ଦୁର୍ଘଟଣା ଘଟି ଚାଲୁଛି। ରାସ୍ତା ଘାଟରେ ଗାଡି ଚଳାଚଳରେ ବହୁତ ଅସୁବିଧା ସୃଷ୍ଟି ହେବାର ଦେଖି ବାକୁ ମିଳିଥିଲା, ଯାହା ଫଳରେ କି ପ୍ରତିଦିନ ଗାଡି ଏକ୍ସିଡେଣ୍ଟ ରେ ହଜାର ହଜାର ଲୋକ ମାନେ ମୃତ୍ୟୁବରଣ କରୁଛନ୍ତି। ଯାହାକି ଏହା ଏକ ବହୁତ ଦୁଃଖ ଦାୟକ କଥା ଅଟେ। ଏଭଳି ଘଟଣାକୁ ନେଇ ସରକାର ବହୁତ ଚିନ୍ତାରେ ପଡି ଯାଇଛନ୍ତି ସେଥିପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ମାନ ମଧ୍ୟ ନେଇଛନ୍ତି ଓ ଏହିସବୁ ଦୁର୍ଘଟଣାକୁ ରୋକିବା ପାଇଁ ଜୋରରେ ଗାଡ଼ି

ଚଳାଇବା ମନା, ଟ୍ରାଫିକ ନିୟମ ମାନିବା ଓ ହେଲମେଣ୍ଟ ପିନ୍ଧିବା ଆଦି ଭଳି ନିୟମ କାନୁନର ବ୍ୟବସ୍ତା କରିଛନ୍ତି। କିନ୍ତୁ ଏହି ଦୁର୍ଘଟଣା ଟି ସଂମ୍ପୂର୍ଣ୍ଣ ଭାବରେ ଅଲଗା ଅଟେ । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ଭାଇରାଲ୍ ଭିଡିଓ ରେ ସଂମ୍ପୂର୍ଣ୍ଣ ଘଟଣା,


ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯେଉଁ ଘଟଣା କୁ ଦେଖିଲେ ଆମେ ସହଜରେ ବିଶ୍ୱାସ କରି ପାରୁ ନାହିଁ କିନ୍ତୁ ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ |

ତେବେ ଠିକ ସେହିଭଳି ଏକ ଘଟଣା ଦେଖିବାକୁ ମିକିଛି କେମେରା ରେ କୋଏଦ ହୋଇଥିବାର | ଯେଉଁଠି ଦେଖିବାକୁ ମିଳିଛି ସ୍କୁଟି ନେଇ ଜଣେ ଯୁବକ ନିଜ ପିଲାକୁ ସ୍କୁଟିର ଆଗରେ ଛିଡା କରିଥିଲେ ଆଉ ତାପରେ ଯାହା ହେଲା ତାହା ଆପଣ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ ।


କୁହାଯାଏ କି କେତେବେଳେ ଆମ ସହିତ କଣ ଘଟିବ ସେ କଥା କିଏ ଵା କହି ପାରିବ | ନିଶ୍ୱାସ କୁ କାହାର ଵା ଭରସା ଅଛି ଆଉ କେତେବେଳେ ଆମ ସହିତ କଣ ଦୁଘଟଣା ଘଟିବାକୁ ଯାଉଛି ଆଉ ରାସ୍ତା ଉପରେ ଯାଉଥିବା ସମୟରେ କେତେବେଳେ ଆମର ଦୁର୍ଘଟଣା ଘଟିବ ତାହା ବିଷୟରେ କାହାର ଵା ଧାରଣା ରହିଛି |

ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଟି ଦେଖିବାକୁ ମିଳିଛି ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଆପଣ ବିଶ୍ୱାସ ନ କରିଲେ କି ଘଟଣା ଟି ସମ୍ପୂର୍ଣ୍ଣ ସତ୍ୟ ଅଟେ ବୋଲି ମଧ୍ୟ କୁହାଯାଉଛି | ତେବେ ଭାଇରାଲ ହେଉଥିବା ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି । ଘଟଣା ଅନୁସାରେ ମହାରାଷ୍ଟ୍ରର ସିନ୍ଦୋରର ।


ଭିଡିଓରେ ଦେଖିବାକୁ ମିଳିଛି ଜଣେ ଯୁବକ ସ୍କୁଟିରେ ବସିଛନ୍ତି ଏବଂ ସାମ୍ନାରେ ଜଣେ ପିଲାଟି ସ୍କୁଟିରେ ଛିଡା ହୋଇଛି । ଆଉ ଯୁବକ ଜଣକ ଫୋନରେ ବ୍ୟସ୍ତ ଅଛନ୍ତି ଏବଂ ସ୍କୁଟର ଇଂଜିନ୍ ଚାଲୁ ରହିଛି ଆଉ ପିଲାଟି ଏକ୍ସିଲେଟରୁ ମୋଡି ଦେଇଛି ଏହାପରେ ଯାହା ହୋଇଥିବ ଆପଣ ମାନେ ଅନୁମାନ କରିପାରୁ ଥିବେ ।

ତେବେ ସ୍କୁଟରଟି ହଠାତ୍ ଜୋର୍ ରେ ଆଗକୁ ବଢି ଯାଇଥିଲା ଏବଂ ସେଥିରେ ଥିବା ଯୁବକ ଜଣକ ତଳକୁ ପଡି ଯାଇଥିଲେ ଆଉ ପିଲାଟି ମଧ୍ୟ ସ୍କୁଟର ସହିତ ତଳେ ପଡିଥିଲେ । ତେବେ ଏଥିରେ ପିଲାଟିର ବିଶେଷ କିଛି କ୍ଷତି ହୋଇନଥିବା ବେଳେ ଯୁବକର ବହୁତ କ୍ଷତି ହୋଇଛି । ତେଣୁ ଆପଣ ମାନଙ୍କୁ ଆମର ବିନମ୍ର ଅନୁରୋଧ ଯେ ପିଲାମାନଙ୍କୁ ଏମିତି ଗାଡିର ଇଂଜିନ୍ ଅନ୍ କରି ଧ୍ୟାନ ନଦେଇ ରୁହନ୍ତୁ ନାହିଁ କାହିଁକି ନାଁ ଛୋଟ ପିଲାଙ୍କର ତ ଏହା ହେଉଛି ଅଭ୍ୟାସ ସବୁ ଜିନିଷରେ ଲାଗିବା । ତେଣଉ ସାବଧାନ ରୁହନ୍ତୁ ନଚେତ୍ ଆପଣ ବି ଏମିତି ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.