intresting gk – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

ଆଜିର ଦିନରେ ଚାକିରୀ ଟିଏ ପାଇବା କାଠିକର ପାଠ ହୋଇ ଗଲାଣି।ଏହାର କାରଣ ପରୀକ୍ଷାରେ ଆସୁଥିବା ବିଭିନ୍ନ ପ୍ରଶ୍ନ। ଏହା ବ୍ୟତୀତ ଆଶାୟୀମାନଙ୍କୁ ଏମିତି କିଛି ପ୍ରଶ୍ନ ମଧ୍ୟ ପଚରା ଯାଇଥାଏ, ଯାହାର ଉତ୍ତର ସେମାନଙ୍କୁ ନିଜ ବୁଦ୍ଧି ଆଧାରରେ ଦେବାକୁ ପଡ଼ିଥାଏ। ଯେଉଁ ଆଶାୟୀମାନେ ଏହି ସମୟରେ ସାବଧାନତା ଅବଲମ୍ବନ କରି ସଠିକ୍ ଉତ୍ତର ଦିଅନ୍ତି ସେମାନେ ସହଜରେ ଚାକିରୀ ପାଇ ଯାଆନ୍ତି ଆଉ ଯେଉଁ ମାନେ ଉତ୍ତର ଦେଇ ପାରି ନଥାନ୍ତି ସେମାନେ ବିନା ଚାକିରୀ ରେ ଘରକୁ ଫେରି ଆସନ୍ତି।

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଳିଆ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ। ଯାହା ଆପଣଙ୍କ ଜ୍ଞାନ ର ପରିସର କୁ ବୃଦ୍ଧି କରାଇ ବାରେ ସାହାଯ୍ୟ କରିବ। ଆପଣଙ୍କ ଜୀବନରେ ଆପଣ ଏଭଳି ପ୍ରଶ୍ନ କେବେ ବି ସାମ୍ନା କରି ପାରନ୍ତି। ଆଉ ବର୍ତ୍ତମାନ ଯଦି ଆପଣ ଆମ ଦ୍ଵାରା ଦିଆ ଯାଇଥିବା ପ୍ରଶ୍ନ ପଢ଼ିବା ଦ୍ଵାରା ଆପଣଙ୍କର ସାଧାରଣ ଜ୍ଞାନରେ ଟିକେ ଉନ୍ନତି ହେବ।ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଓ ତାର ଉତ୍ତର।

1. ସବୁଠାରୁ ପ୍ରଥମେ କେଉଁ ଦେଶ ବଳବ ତିଆରି କରିଥିଲା?
ଭତ୍ତର:- ଆମେରିକା

 

 

 

2.ଆଲୋକ ପ୍ରତି ସେକେଣ୍ଡ ରେ କେତେ କିମି ଗତି କରିଥାଏ?
ଉତ୍ତର:- ତିନି ଲକ୍ଷ କିମି

3.ଭାରତର କେଉଁ ରାଜ୍ୟରେ ବର୍ତ୍ତମାନ ଯାଏ କେବଳ ଜଣେ ହିଁ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି?
ଉତ୍ତର:- ଏହାର ଉତ୍ତର ହେଉଛି ତେଲେଙ୍ଗାନା

4.ମନୁଷ୍ୟର ରକ୍ତ କୁ କେତେ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖା ଯାଇ ପାରିବ?
ଉତ୍ତର:- ଏହାର ଉତ୍ତର ହେଉଛି 21 ଦିନ

5.ଦୁନିଆର କେତେ ପ୍ରତିଶତ ଗଛ ଜଳ ଭିତରେ ରହିଛି?
ଉତ୍ତର:- ଏହାର ଉତ୍ତର ହେଉଛି 85 ପ୍ରତିଶତ।

6.ଭାରତର କେଉଁ ରାଜ୍ୟ ସବୁଠାରୁ ଅଧିକ ଡ଼ାଲି ଉତ୍ପାଦନ କରା ଯାଇଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ମଧ୍ୟ ପ୍ରଦେଶ।

7.କେଉଁ ଜୀବ ର ଆଖି ଖରାପ୍ ହୋଇ ଯିବା ମାତ୍ରେ ଆଉ ତାର ଗୋଟିଏ ନୂଆ ଆଖି ଆସି ଯାଇଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ଘୋଙ୍ଗେର। ଏହା ଏମିତି ଏକ ଜୀବ ଯାହାର ଆଖି ନଷ୍ଟ ହେବା ମାତ୍ରେ ହିଁ ନୂଆ ଆଖି ତିଆରି ହୋଇ ଯାଇଥାଏ।

8.ଲୁହା ଉପରେ କଳଙ୍କି ଲାଗିଲା ପରେ ତାହାର ଓଜନ ବଢିଥାଏ ନା କମିଥାଏ ?
ଉତ୍ତର :-ବଢିଥାଏ
9.କେଉଁ ପକ୍ଷୀ ପଛକୁ ଉଡିଥାଏ ?
ଉତ୍ତର :-ହମିଙ୍ଗ ପକ୍ଷୀ
10.ରାମାୟଣର ଲେଖକ କିଏ ?
ଉତ୍ତର :-ବାଲ୍ମୀକି
11. ଭାରତରେ 14 ତମ ପ୍ରଧାନମନ୍ତ୍ରୀ କିଏ ?
ଉତ୍ତର :-ନରେନ୍ଦ୍ର ମୋଦି
12. ଭାରତର ସବୁଠାରୁ ଛୋଟ ରାଜ୍ୟ ନାମ କଣ ଅଟେ?
ଉତ୍ତର :-ଗୋଆ
13.ଭାରତୀୟ ସମ୍ବିଧାନରେ କେତୋଟି ଭାଷା ଅଛି ?
ଉତ୍ତର :- 22ଟି
14.ଭାରତରେ ପ୍ରଥମ ଫୋନ କେବେ ଲଞ୍ଚ ହୋଇଥିଲା ?
ଉତ୍ତର :-1995

15. Phonepe କେଉଁ ଦେଶର କମ୍ପାନୀ ଅଟେ?
ଉତ୍ତର:- ଭାରତ ।

Leave A Reply

Your email address will not be published.