ଯୁବକ ଦେଲେ କଡା ମନ୍ତବ୍ୟ ! ଆବେ ତୁ କିଏ ଓଡିଶା ତତେ ଚିହ୍ନିବ,ମାଳିସାହି ଦେଖିନୁ ତୁ କଣ ସନିଲିଓନି ହବୁ….ଦେଖନ୍ତୁ video

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଇଥିବେ |ତେବେ ବେଳେ ବେଳେ ଅନେକ ପ୍ରକାରର ଏକ୍ଟର ଓ ଅନେକ ମଡେଲର ମାନଙ୍କୁ ନେଇକି ଅନେକ ପ୍ରକାରର ଭିଡ଼ିଆ ମାନ ଭାଇରାଲ ହୋଇଥାଏ | ତେବେ ବର୍ତମାନ ଯାହାଙ୍କ ବିଷୟରେ ଭାଇରାଲ ହେବାରେ ଲାଗିଛି ସେ ହେଉଛନ୍ତି ଅଲିଉଡ ର ଜଣେ ହଟ ଆଲବମ କୁଇନ ଯାହାକୁ ଆପଣ ମାନେ ଅନେକେ ଓଡିଶା ର ସନ୍ନି ଲିଅନୀ ଭାବରେ ଜାଣିଛନ୍ତି ସେ ହେଉଛନ୍ତି ନିଶା ମହାରଣା | ଆଉ ନିଶା ଙ୍କ ହଟ ବଡି କୁ ଦେଖିଲେ ପୁଅ ମାନେ ବାର୍ଥ ରୁମ କୁ ଯାଆନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

 

ଆଉ ଯାହା କୁହାଯାଉଛି କି ନିଶା ମହାରଣା ହେଇଛନ୍ତି ଜଣେ ହଟ ମଡେଲର ଆଉ ସେ ତାଙ୍କର ବହୁତ ଖରାପ ଖରାପ ଭିଡ଼ିଓ ମଧ୍ୟ ପୋଷ୍ଟ କରିଥାନ୍ତି ସୋସିଆଲ ମିଡ଼ିଆରେ | ତେବେ ନିଶା କହିଛନ୍ତି କି ତାଙ୍କର ପୋଷ୍ଟ କୁ ନେଇକି ଯିଏ ବି ଖରାପ କମେଣ୍ଟ କରିଥାନ୍ତି ସେ ନିହାତି ତାଙ୍କର ଫୋଟ କୁ ଦେଖୁଥିବେ ଆଉ ଯାହା ପାଇଁ ସେ ବାର୍ଥରୁମ କୁ ଯାଉଥିବେ ବୋଲି କହିଛନ୍ତି ନିଶା ମହାରଣା | ତାହା ସହିତ ତାଙ୍କର ଏହି ହଟ ବଡି କୁ ଦେଖିକି ପୁଅ ମାନଙ୍କ ର କଣ କଣ ହେଇ ଯାଉଥିବ ବୋଲି ମଧ୍ୟ କହିଛନ୍ତି ନିଶା ମହାରଣା |ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ସେ ଦେଖାଇବା ପାଇଁ ଅଧିକ ପସନ୍ଦ କରିଥାନ୍ତି ଆଉ ଯିଏ ଯେତେ ଦେଖାଇ ପାରିବ ସେ ସେତେ ଫେମସ ହେବ ବୋଲି ମଧ୍ୟ କହିଛନ୍ତି ନିଶା ମହାରଣା |

ସେଥିପାଇଁ ତାଙ୍କର ଦେହରେ ଆଗରେ, ପଛରେ ଚାରିଆଡେ ଟାଟୁ କରି ଦେଇଛନ୍ତି ସେ | ଆଉ ଯେଉଁ ଜାଗା କୁ ଦେଖିଲେ ତାଙ୍କ ଆଡକୁ ଲୋକେ ଆକୃଷ୍ଟ ହେବେ ସେ ସବୁ ସ୍ଥାନରେ ମଧ୍ୟ ସେ ଟାଟୁ କରିଛନ୍ତି ବୋଲି କହିଛନ୍ତି | ତେବେ ସେ ଜିମ ମଧ୍ୟ ଯାଆନ୍ତି ଆଉ ଖାଇବା ମଧ୍ୟ ଖାଇ ଥାଆନ୍ତି ସବୁ କୁ ମେଣ୍ଟେନ କରିଥାନ୍ତି ବୋଲି କହିଛନ୍ତି ସେ | ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଏହାକୁ ନେଇ ଜଣେ ଯୁବକ ତିବ୍ର ନିନ୍ଦା କରିବା ସହିତ କଢ଼ା ମନ୍ତବ୍ୟ ମଧ୍ୟ ଦେଇଛନ୍ତି ଆଉ କହିଛନ୍ତି ଯେ ଓଡିଶା କଥା କହିଲେ ସାରା ପୃଥିବୀ ରେ ଲୋକ ମାନେ ଜାଣନ୍ତି |

 

ତାହା ଛଡା ଆମ ଓଡିଶା ର ଜଗନ୍ନାଥ ଙ୍କ ମନ୍ଦିର ବିଶ୍ୱ ପ୍ରସିଦ୍ଧ ବୋଲି କୁହାଯାଉଛି |ତାହା ସହିତ ଝିଅ ଜଣଙ୍କ ଯେଉଁ କହିଥିଲା କି ସେ ଦେଖାଇବା କାରଣରୁ ପୁଅ ମାନଙ୍କର ଉଠୁଛି ତାହା କୁ ନେଇକି ମଧ୍ୟ ବିରୋଧ କରିଛନ୍ତି | ଆଉ ତାଙ୍କର କହିବା କଥା କୁ ସେ ବୋଧେ ମାଳି ସାହି ଯାଇ ନାହାନ୍ତି ଆଉ ଯେଉଁଥିପାଇଁ ଏହିଭଳି କିଛି କଥା ବାର୍ତ୍ତା କରୁଛନ୍ତି | ଆଉ ସମସ୍ତେ ଜାଣିଛନ୍ତି କି କେମିତି କଣ ହୁଏ ଆଉ ଅଧିକ କହିବା ର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଯୁବକ ଜଣଙ୍କ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି

Leave A Reply

Your email address will not be published.