ଏହି ଘରୋଇ ଉପାୟ କରନ୍ତୁ ଶୀତ ଦିନରେ ମୁହଁରେ ଚମକ 5 minute ରେ ଆଣିପାରିବେ ….100 % ଗ୍ୟାରେଣ୍ଟି…

ତେବେ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ସବୁବେଳେ ଚାହିଁଥାଏ କି ସେ ସୁନ୍ଦର ଦେଖା ଯାଉ ବୋଲି । ଆଉ ଏଥିପାଇଁ ସେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇ ଥାଏ । ତେବେ ଆଜି କାଲି କେମିକାଲ ଯୁକ୍ତ ପ୍ରଡକ୍ସ ର ବହୁଳ ବ୍ୟବହାର ଫଳରେ ମୁହଁରେ ଦାଗ ବ୍ରଣ ଦେଖା ଯାଉଛି ଓ ତାହା ସହିତ ମୁହଁରେ ଗ୍ଲୋ କମିବାରେ ଲାଗୁଛି । ତାହେଲେ ବିଶେଷକରି ଶୀତ ଦିନରେ ମୁହଁର ଗ୍ଲୋ କୁ ବଢାଇବା ପାଇଁ କଣ ରହିଛି ସହଜ ଘରେଇ ଉପଚାର ଯାହା ସାହାଯ୍ୟ ରେ ଦାଗ, ବ୍ରଣ ଜନିତ ସମସ୍ୟା ରୁ ମୁକ୍ତି ପାଇ ପାରିବା ଗଣ ସେ ସମସ୍ତ ଘରେଇ ଉପଚାର ବିଷୟରେ ଜାଣିବା ।

ତେବେ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବରେ ସଫା କରି ଦିଅନ୍ତୁ। କାରଣ ଆପଣ ଯଦି କୁଆଡ଼େ ବାହାରକୁ ଯାଇଥିବେ ବାହାରର ଧୂଳି ସବୁ ଆସି ମୁହଁ ରେ ଲାଗିଥାଏ। ସେଥିପାଇଁ ଫେସ୍ ୱାଶ୍ କରିବା ଉଚିତ୍। ତାପରେ ଆପଣ ଗୋଟିଏ ଚାମଚ କଞ୍ଚା କ୍ଷୀର ନେବେ, ଏଲୋବେରା ଜେଲ ନେବେ ଏବଂ ତାହା ସହିତ ରୋଜ୍ ୱାଟର ନେବେ।

ଏଲୋବେରା ଜେଲ ରେ ଗୋଟିଏ ଚାମଚ କଞ୍ଚା କ୍ଷୀର ସହିତ ରୋଜ୍ ୱାଟର କୁ ନେଇ ଭଲ ଭାବରେ ଏକ ପାତ୍ରରେ ମିକ୍ସ କରି ଦିଅନ୍ତୁ। ତାପରେ ତାହାକୁ ମୁହଁ ରେ ଭଲ ଭାବରେ ଲଗାନ୍ତୁ। ଲଗାଇବା ସମୟରେ ହାଲକା ମସାଜ୍ କରିବେ। ଶୀତ ଦିନ ପାଇଁ ଏହା ବହୁତ ଫାଇଦା ଯୁକ୍ତ ହୋଇଥାଏ। ମୁହଁ ରୁଖା ରୁଖା ଲାଗିବ ନାହିଁ। ସଫ୍ଟ ଲାଗିବ।

ଏହାକୁ ଲଗେଇ ସାରିବା ପରେ ମୁହଁ ରେ ଏହାକୁ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ତାପରେ ଭଲ ଭାବରେ ପୋଛି ଦିଅନ୍ତୁ। ତାପରେ ଶୋଇ ପଡ଼ନ୍ତୁ। ସକାଳୁ ଉଠି ଦେଖିବେ ଆପଣଙ୍କ ମୁହଁର ଗ୍ଲୋ କେମିତି କରିବ। ତେବେ ଏହା କେବଳ ଶୀତ ଦିନରେ ବ୍ୟବହାର କରିବେ ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ। ଏହା କୌଣସି ବି ଫେସ୍ ପାଇଁ ଏହା ବହୁତ ସୁନ୍ଦର ଭାବରେ କାମ କରିବ। ମୁହଁ ରେ ଯଦି ଆପଣଙ୍କ ଦାଗ ଥିବ ତାହା ମଧ୍ୟ ଦୂର ହୋଇଯିବ ଏବଂ ମୁହଁ ବହୁତ ସଫ୍ଟ ସଫ୍ଟ ହୋଇଯିବ। ଆଉ ବହୁତ ସୁନ୍ଦର ଦେଖାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.