ଦେଖନ୍ତୁ Shocking ଭିଡ଼ିଓ : ଏମିତି ଭୟଙ୍କର ଦୁର୍ଘଟଣା ଜୀବନରେ କେବେ ଦେଖି ନଥିବେ… ଚଳନ୍ତା ଟ୍ରେନ୍ ରୁ ଓହ୍ଲାଇବା ସମୟରେ ମହିଳା ଙ୍କ ସହ ଏମିତି ହେଲା…

ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। ଆମର ସାମାନ୍ଯ ଅସାବଧାନତା ଏବଂ ବିଚଳିତ ଲକ୍ଷଣ ପାଇଁ କିଛି ଏମିତି ଘଟଣା ଘଟିଯାଏ ତାର ଏକ ଅଭୁଲା ଦୁଃଖ ସବୁଦିନ ପାଇଁ ରହିଯାଏ। ଦୁର୍ଘଟଣା ଜନିତ ଦୁଃଖ କେତେବେଳେ କାହା ସହ ଘଟିଯାଏ ତାହା କହିହେବ ନାହିଁ।ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ।


କୁଆଡେ ଯାତ୍ରା କରିବା ସମୟରେ ଆମେ ସମୟକ୍ରମେ ଦୁର୍ଘଟଣା ର ଶିକାର ହୋଇଥାଉ। ତେଣୁ ଆମକୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ। ଟ୍ରେନ୍ ରେ ଯାତ୍ରା କରିବା ସମୟରେ ମଧ୍ୟ ଆମକୁ ଅନେକ ସଚେତନତା ଏବଂ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ।

ନହେଲେ ସାମାନ୍ଯ କିଛି ଅସାବଧାନତା ପାଇଁ କିଛି ଘଟଣା ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ ତାହାର ଦୁଃଖ ସବୁଦିନ ପାଇଁ ରହିଯାଏ। ସେହିପରି ଏଠାରେ ଏହି ଭିଡିଓ ରେ କଣ ଘଟିଛି ଦେଖନ୍ତୁ। ଏଠାରେ ଯେମିତି ଜଣେ ମହିଳା ଟ୍ରେନ୍ ଛାଡି ଦେବା ପରେ ଟ୍ରେନରୁ ମହିଳା ଜଣଙ୍କ ନିଜ ପିଲାକୁ ଧରି ତଳକୁ ଓହ୍ଲାଇବା ସମୟରେ ଯେଉଁ ଅଘଟଣ ଘଟି ଯାଇଛି ତାହା ଆପଣଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।

 

ତେବେ ଘଟଣା ଅନୁସାରେ ସଂନ୍ଧ୍ୟା ସମୟରେ ବିବାହର ମୁଙ୍ଗେର ଜିଲ୍ଲା ଜମାଲପୁର ରେଲୱେ ଷ୍ଟେସନ ପ୍ଲାଟଫର୍ମ ନଂ1 ରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଭାଗଲପୁରକୁ ଛାଡିଥିଲା ଠିକ୍ ସେହିସମୟରେ ଜଣେ ମହିଳା ନିଜର ଛୋଟପିଲାକୁ ଧରି ଚଳନ୍ତା ଟ୍ରେନରୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ନିୟନ୍ତ୍ରଣ ହରାଇ ପ୍ଲାଟଫର୍ମରେ ଟ୍ରାକ ତଳକୁ ଖସି ପଡିଲେ ।

ଆରପିଏଫ୍ ଜବାନ ତାଙ୍କୁ ବଞ୍ଚାଇବା ପାଇଁ ଯାଇଥିଲେ ମଧ୍ୟ ସେ ଟ୍ରାକରୁ ତଳକୁ ଖସି ପଡିଥିଲେ ଏହାପରେ ଟ୍ରେନ ଚାଲିଥିଲା କିନ୍ତୁ ଚେନ୍ ଟାଣିବାରୁ ଆଉ 2ଟି ଡବା ରହିଥିବା ସମୟରେ ଟ୍ରେନ ଅଟକି ଯାଇଥିଲା ହେଲେ ମହିଳାର ଖବର ନମିଳିବାରୁ ଟ୍ରେନ ପୁଣି ଚାଲୁ ହୋଇଥିଲା । ଆଉ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ମହିଳା ଓ ପିଲାର କଣ ହୋଇଥିବ ସମସ୍ତେ ଏକପ୍ରକାର ଭାବି ନେଇଥିଲେ ସେମାନଙ୍କର ମୃତ୍ୟୁ ହୋଇଯାଇଥିବ ।

କିନ୍ତୁ ଚମତ୍କକାର ହୋଇଗଲା ଯେତେବେଳେ ଟ୍ରେନ ଚାଲିଯାଇଥିଲା ମହିଳା ଏବଂ ପିଲାଟି ସୁରକ୍ଷିତ ପ୍ଲାଟଫର୍ମକୁ ଆସିଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ କୁହାଯାଉଥିଲା ଯେ ଏହା ହୁଏତ ଊଗବାନଙ୍କର କୌଣସି ଚମତ୍କାର ହୋଇଥିବ ନଚେତ୍ ଏପରି ବଞ୍ଚିବା କେବେ ବି ସମ୍ଭବପର ନୁହେଁ । ଯାହାର ଭିଡିଓ ଏବେ ସୋସିଆଲ ମିଡୀଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.