VIRAL ଭିଡ଼ିଓ- ବାହାଘର ପରେ ପ୍ରାଇଭେଟ ପାର୍ଟରେ ଦାଗ ଦେଖି ସ୍ତ୍ରୀ କୁ ଛାଡିଲା ସ୍ୱାମୀ ! ଏନେଇ, ମହିଳା କଣ କହୁଛନ୍ତି ଦେଖନ୍ତୁ VIDEO….

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।

କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଲଜ୍ଜା ଅନୁଭବ କରିଥାଉ । ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।

 

 

 

ତେବେ ବର୍ତ୍ତମାନ ସମୟରେ ପ୍ରେମ ଏମିତିକା ଗୋଟିଏ ଜିନିଷ ହୋଇ ଗଲାଣି ଯାହାକି କରିବା ଆଗରୁ ସେମାନେ ଆଗ ପଛ କିଛି ବିଚାର କରୁ ନାହାନ୍ତି। ଆଉ ପରେ ପସ୍ତେଇବାକୁ ପଡ଼ୁଛି। ସମାଜରେ ଯୁବକ ଯୁବତୀ ମାନେ ପ୍ରେମ କରିବା ଏକ ସାଧାରଣ କଥା ପାଲଟି ଯାଇଛି। ହେଲେ ଏଠାରେ ଏମିତି ପ୍ରେମରେ ହଜି ଯାଇଛି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପ୍ରେମ ପାଇଁ ସେମାନେ ନିଜ କିମ୍ବା ନିଜ ପରିବାରର ମାନ ସମ୍ମାନ କୁ ବି ଦେଖୁ ନାହାନ୍ତି।

ଏହି ପ୍ରେମ ପାଇଁ ଯୁବପିଢି ମାନେ ସମାଜକୁ କଳୁଷିତ ଓ କଳଙ୍କିତ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି।କିନ୍ତୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓ ମଧ୍ୟରୁ ଯେଉଁ ଭିଡିଓ ଟି ଦେଖିବା ପାଇଁ ମିଳିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରେଇଦେବ।

ଘଟଣାଟି ହେଉଛି, ସ୍ୱାମୀ ଜଣକ ସ୍ତ୍ରୀ ର ସୁନ୍ଦରତା ଦେଖି ଶାରିରୀକ ସମ୍ପର୍କ ରଖି ୨ ମାସ ପରେ ଛାଡ଼ି ଦେଲେ। ତେବେ ଲଜ୍ୟାକର ଘଟଣା ଟି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଭରତପୁର ବ୍ଲକ ଧାନ ମଣ୍ଡଳ ଗାଁ ରେ । ଆଉ ଯାହା କୁହାଯାଉଛି କି ସେହି ଗାଁ ର ରାଜେନ୍ଦ୍ର ବିବାହ କରିଥିଲେ ପ୍ରଜ୍ଞା ଙ୍କୁ । ଆଉ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶ ଭଲ ଥିଲା । ଆଉ ପ୍ରଜ୍ଞା ଙ୍କର ସୁନ୍ଦରତା କୁ ଦେଖିକି ରାଜି ହୋଇଥୁଲେ ରାଜେନ୍ଦ୍ର । ତାହା ସହିତ ସମସ୍ତଙ୍କର ଅନୁମତି କୁ ନେଇକି ତାଙ୍କୁ ବିବାହ ମଧ୍ୟ କରିଥିଲେ ବୋଲି କୁହାଯାଉଛି ।ଆଉ ବିବାହ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବେଶ ଭଲ ଚାଲୁଥିଲା ।

ଏମିତି ଦୁଇ ମାସ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବା ପରେ ସ୍ୱାମୀ ଜଣକ କହିଲେ  ସେ ଭାବିଥିଲେ ତାଙ୍କର ଦେହ ରେ କେବଳ ଦାଗ ଅଛି କିନ୍ତୁ ଯାହା ଦେଖା ଯାଉଛି ଜି ଖାଲି ଦେହ ରେ ନୁହଁ ପ୍ରାଇଭେଟ ପାର୍ଟ ରେ ମଧ୍ୟ ଧଳା ଦାଗ ରହିଛି ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି ବୋଲି ମଧ୍ୟ କୁହାଯାଉଛି ।ତେବେ ଯୁବକ ଜଣଙ୍କ ବିବାହ କରିଥିଲେ ଶାରୀରିକ ସମ୍ପର୍କ ରଖିବା ପାଇଁ ଆଉ ଯେତେବେଳେ ମନ ପୁରିଗଲା ସେତେବେଳେ ଆଉ କିଛି ବାହାନା ନ ପାଇଁକି କରିବାକୁ ଲାଗିଛନ୍ତି ଝିଅ କୁ ଗ୍ରହଣ କକରିବା ପାଇଁ ଅରାଜି ।

 

ଆଉ ତାଙ୍କୁ ଘରେ ଗୋଟିଏ ଘର କିଆ କରି ଦେଇଛନ୍ତି ଆଉ ତାଙ୍କ ସହିତ କେହି ମିଶୁ ନାହାନ୍ତି ବୋଲି ମଧ୍ୟ କୁହାଯାଉଛି ।ଆଉ ଚି଼ହ୍ନ ଯୋଗୁଁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ପବିତ୍ର ବନ୍ଧନ ଭାଙ୍ଗିବାର କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇଆଲ ହେବାରେ ଲାଗିଛି ।

Leave A Reply

Your email address will not be published.