ଦେଖନ୍ତୁ Updates ଭିଡିଓ ! ପ୍ରଥମ ଥର ପାଇଁ media ସାମ୍ନାରେ ଅନୁଭବ ଓ ରାଣୀ ପଣ୍ଡାଙ୍କୁ ଏମିତି କଡା ମନ୍ତବ୍ୟ ଦେଲେ ବବି ମିଶ୍ର

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସୋସିଆଲ ମିଡିଆରେ ଫିଲ୍ମ ଷ୍ଟାର ମାନଙ୍କୁ ନେଇକି ଅନେକ ଖବର ମାନ ଭାଇରାଲ ହୋଇଥାଏ। ତେବେ ଆପଣମାନେ ସମସ୍ତେ ଜାଣିଥିବେ କିଛି ଦିନ ତଳେ ଅଭିନେତା ଅନୁଭବ ମହାନ୍ତି ଏବଂ ଯାତ୍ରା ଜଗତର ଆଇଟମ୍ ଗାର୍ଲ ରାଣୀ ପଣ୍ଡା ଙ୍କୁ ନେଇ କିଛି ଭିଡିଓ ଭାଇରାଲ ହୋଇଥିଲା।

ତେବେ ବର୍ତ୍ତମାନ ଓଡ଼ିଆ ଅଭିନେତା ବବି ମିଶ୍ର ସେ ଦୁହିଁଙ୍କୁ ନେଇ କିଛି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ତେବେ ଅନୁଭବ ମହାନ୍ତି ତାଙ୍କ ଜନ୍ମଦିନ ରେ କିଛି କଥା କହିଥିଲେ। ସେ କହିଥିଲେ କି ଯେବେ ତାଙ୍କର ଆଉ ବର୍ଷା ର ଡିଭୋର୍ସ ହେଇଯିବ ସେତେବେଳେ ତାଙ୍କର ପ୍ରକୃତ ଜନ୍ମଦିନ ପାଳନ ହେବ। ଆଉ ସେହି କଥାକୁ ନେଇ ରାଣୀ ପଣ୍ଡା କହିଥିଲେ ଡିଭୋର୍ସ ପରେ ସେ ଅନୁଭବଙ୍କୁ ବିବାହ କରିବେ ବୋଲି।


ଆଉ ସେହି ଭିଡିଓ ମଧ୍ୟ ବହୁତ ଜୋରରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା। ଆଉ ସେହି କଥାକୁ ନେଇ ଆଜି ବବି ମିଶ୍ର ସୋସିଆଲ ମିଡ଼ିଆରେ ଆଗରେ ସେମାନଙ୍କ ବିଷୟରେ କିଛି କଥା କହିଥିଲେ। ତେବେ ଗଣମାଧ୍ୟମ ରେ ତାଙ୍କୁ ବର୍ଷା ଆଉ ଅନୁଭବଙ୍କ ବିବାଦ ବିଷୟରେ ପଚାରିଥିଲେ।

ଆଉ ସେ କହିଥିଲେ ଆମେ ଜଣେ ଜଣେ ଆର୍ଟିଷ୍ଟ ତ ବିବାଦ ଲାଗି ରହିବ। ସବୁ ଜାଗାରେ ବିବାଦ ଚାଲିଛି। ଫିଲ୍ମ ଲାଇନ୍, ପ୍ରେସ୍, କରପୋରେଟ ରେ ଚାରିଆଡ଼େ ବିବାଦ ରହିଛି ବୋଲି କହିଥିଲେ। ରାନୀ ପଣ୍ଡା ଏବେ ଅନୁଭବଙ୍କୁ ବିବାହ କରିବା ନେଇ ମଧ୍ୟ ପଚାରିଥିଲେ।

ଆଉ ସେ କହିଥିଲେ ଅନୁଭବ କାହାକୁ ବିବାହ କରିବ କୀ ରାନୀ ପଣ୍ଡା କାହାକୁ ବିବାହ କରିବ ସେ ଜାଣି ନାହାନ୍ତି। କିନ୍ତୁ ଦୁଇ ଜଣ ବହୁତ ଭଲ ମଣିଷ। ଅନୁଭବ ବହୁତ ଭଲ ପିଲା ଏବଂ ରାନୀ ପଣ୍ଡା ମଧ୍ୟ ବହୁତ ଭଲ ମଣିଷ। ରାନୀ ପଣ୍ଡାଙ୍କ ଖାଲି ମୁହଁ ଟା ଖରାପ ହେଲେ ହୃଦୟରେ ସେ ବହୁତ ଭଲ। ସମସ୍ତଙ୍କର ଅସୁବିଧା ସମୟରେ ଯାଇ ସାହାଯ୍ୟ କରନ୍ତି ବୋଲି କହିଥିଲେ। ଆଉ ବବି ମିଶ୍ର ଙ୍କର ଆସୁଥିବା ଚଳଚିତ୍ର କୁ ନେଇ ମଧ୍ୟ କିଛି କଥା କହିଥିଲେ। ଆଉ ଶେଷରେ ସମସ୍ତଙ୍କୁ ନୂଆବର୍ଷ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.