Ajira odia sadhubani ରାସ୍ତାରୁ ଟଙ୍କା ପାଇଲେ କେଉଁ ଅସୁବିଧା ଦେଖା ଦେଇଥାଏ | ଆଜି ହିଁ ଜାଣିବା ନିଶ୍ଚିତ ଜରୁରୀ….

ତେବେ ଆଜି ଏଭଳି କିଛି ନୀତିବାଣୀ ସମ୍ପର୍କ ରେ କହିବୁ ଯାହାକି ଆପଣଙ୍କ ପାଇଁ ଖୁବ ମଙ୍ଗଳ ଅଟେ ଏହା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ରହିବେ |1.ଯଦି ଆପଣଙ୍କ ତୁଳସୀ ଗଛ ଶୁଖି ଯାଏ କିମ୍ବା ଝାଉଁଳି ଯାଏ କିମ୍ବା ମରି ଯାଏ ତେବେ ଦେଖିବେ ଘରେ କାହାର ନା କାହାର ଦେହ ଖରାପ ହେବ ଏବଂ କିଛି ନା କିଛି ଅଶୁଭ ଘଟଣା ଘଟେ | ଆଉ ଯଦି ତୁଳସୀ ଗଛ ଦିନକୁ ଦିନ ଛନ ଛନିଆ ହୋଇ ବଢ଼େ ତାହେଲେ ଜାଣିବେ କି ଭଲ ଲାଭ କିଛି ମିଳିବ |

 

2.ଅନେକ କୁନି ଝିଅ ମାନେ କି କୁନି ପୁଅ ମାନେ ଏମାନଙ୍କର ଯୌବନ ସମୟରେ ମୁହଁରେ ବ୍ରଣ ଉଠେ, ବ୍ରଣ ର ଦାଗ ପରେ ସବୁ ରହିଯାଏ ଯାହାକି ମୁହଁକୁ ଅସୁନ୍ଦର କରି ଦେଇ ଥାଏ | ଏଥିପାଇଁ ପ୍ରତିଦିନ ସକାଳେ ଖଣ୍ଡେ ଡାଲଚିନି କୁ ଗୁଣ୍ଡ କରି ଦିଅନ୍ତୁ ଏବଂ ଟୋପାଏ ମହୁ ସେଥିରେ ମିଶାନ୍ତୁ, ତାହାକୁ ପେଷ୍ଟ କରି ନିଜ ଦାଗରେ ମାରି ଦିଅନ୍ତୁ ଆଉ 15 ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ | 8 ଦିନ ଏଭଳି ଲଗାନ୍ତୁ ଦେଖିବେ 9 ଦିନରେ ମୁହଁରେ ଆଉ ଦାଗ ନଥିବ |

3.ମୂର୍ଖଙ୍କୁ ଉପଦେଶ ଦେଲେ ଏବଂ ନିଶାଗ୍ରସ୍ତ ସ୍ତ୍ରୀଙ୍କୁ ଭରଣ ପୋଷଣ କଲେ ପଣ୍ଡିତ ଲୋକ ମାନେ ମଧ୍ୟ ନିଶାଗ୍ରସ୍ତ ହୋଇ ଥାଆନ୍ତି | ଏହା ସହିତ ଯଦି ଆପଣ ରାସ୍ତାରେ ଯାଉଛନ୍ତି ଆଉ ଅପରିଚିତ ନାରୀଟିଏ ଆପଣଙ୍କୁ ଅଟକାଏ ତେବେ ଅଟକିବେ ନାହିଁ | ଯଦି ସେ ବିପଦ ରେ ପଡ଼ିଛି ବୋଲି ଆପଣ ଅନୁଭବ କରନ୍ତି ତେବେ ଅଟକିବେ ନହେଲେ ନାହିଁ |

 

Attention to detail

4.ଯେତେ ରୋଜଗାର କଲେ ଯଦି ସଞ୍ଚୟ ହୋଇ ପାରୁ ନାହିଁ ତେବେ ଗାଧୋଇବା ବେଳେ ଗୋଟେ ଦୁଇଟା ରାଶି ସେହି ପାଣିରେ ପକାଇ ଗାଧାନ୍ତୁ ଦେଖିବେ ନିଶ୍ଚିତ କିଛି ନା କିଛି ପରିବର୍ତ୍ତନ ଆସିବ |

5.ସ୍ୱାମୀ ସ୍ତ୍ରୀ ଏକତ୍ର ଭୋଜନ କରିବା ବେଳେ ସ୍ୱାମୀ ର ବାମ ପଟେ ସ୍ତ୍ରୀ ବସିବ ଏବଂ ଶୟନ କରିବା ବେଳେ ସ୍ୱାମୀ ର ବାମ ପଟରେ ସ୍ତ୍ରୀ ଶୟନ କରିବ | କାରଣ ଅର୍ଦ୍ଧନାରୀସ୍ୱର ମତରେ ସ୍ୱାମୀ ର ବାମ ପଟେ ସ୍ତ୍ରୀର ରହିବା ଉଚିତ କାରଣ ଶିବଙ୍କର ବାମ ପଟ ଅଙ୍ଗ ପାର୍ବତୀ |

6.କିଛି ଲୋକ ଅଛନ୍ତି ଯେଉଁ ମାନେ ଖାଇ ସାରିକି ସାଙ୍ଗେ ସାଙ୍ଗେ ପାଣି ପିଅନ୍ତି ଏଇଟା ବହୁତ ଖରାପ ହୋଇ ଥାଏ | କାରଣ ଆମ ପେଟ ଭିତରେ ଏକ ଅଗ୍ନି ଜଳେ ଯାହାକି ଏହି ଅଗ୍ନି ଆମେ ଖାଦ୍ୟ ଖାଇବା ପରେ ସେ ଆମ ଖାଦ୍ୟକୁ ପଚାଏ ଆଉ ଆମ ଖାଦ୍ୟ କୁ ହଜମ କରାଏ | ଯଦି ଆମେ ଖାଇ ସାରି ସାଙ୍ଗେ ସାଙ୍ଗେ ପାଣି ପିଇ ଦେବା ତେବେ ସେ ଅଗ୍ନି ଲିଭି ଯାଏ ଫଳରେ ଆମ ଖାଦ୍ୟ ହଜମ ହୁଏ ନାହିଁ ଆଉ ଆମେ ବିଭିନ୍ନ ପ୍ରକାର କଷ୍ଟ ପାଆନ୍ତି |

7.ଗୁରୁବାର ଦିନ ଯଦି କେଉଁଠି ଆପଣଙ୍କୁ କଏନ ମିଳେ, ଦୋକାନୀ ଦେଉ କିମ୍ବା କୋଉ ଲୋକ ଆପଣଙ୍କୁ ଦେଉ ଆଉ ଯଦି ସେହି ଗୁରୁବାର ଶୁକ୍ଲପକ୍ଷ ହୋଇ ଥିବ ତେବେ ସେହି କଏନ କୁ ଆପଣ କେବେ ଖର୍ଚ୍ଚ କରିବେ ନାହିଁ ବରଂ ନାଲି କପଡ଼ା ରେ ବାନ୍ଧି ଆଉ ଅରୁଆ ଚାଉଳ ସେଥିରେ ରଖି ତାହାକୁ ଠାକୁର ଘରେ ରଖି ଦିଅନ୍ତୁ ଦେଖିବେ ମଙ୍ଗଳ ହେବ |

Leave A Reply

Your email address will not be published.