ଓଡି଼ଶାର 1 ନଂ ଡ୍ୟାନ୍ସ ଦଳ balsi ladies kirtan ( ବାଲସି ଝିଅ କୀର୍ତ୍ତନ )… ଥରେ ଦେଖିଲେ ୧୦ ଥର ଦେଖିବାକୁ ଇଛା ହେବ…

ଆପଣ ସୋସିଆଲ ମିଡିଆରେ ଆପଣ ମାନେ ଅନେକ ସମୟରେ ବହୁତ ଭାଇରାଲ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ । ତେବେ ସେହି ଭାଇରାଲ ଭିଡ଼ିଓ ଦେଖି କେତେବେଳେ ଆମକୁ ଖୁସି ଲାଗି ଥାଏ ତୋ ପୁଣି ତାକୁ ଦେଖି ଆମେ ଦୁଃଖ ପ୍ରକାଶ ମଧ୍ୟ କରିଥାଉ । ତେବେ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଏମିତି ଭିଡ଼ିଓ ଭାଇରାଲ ହେଉଥିବା ଆମେ ଦେଖିଥାଉ ।

ତାହାଲେ ଏବେ ସୋସିଆଲ ମିଡିଆରେ ଠିକ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଇଛି ଯାହାକୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହିତ ପ୍ରଶଂସା ନ କରି ରହିପାରିବେନି । ତାହାଲେ ଜାଣିବା ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ।


ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଅଧିକ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ବାଲସି ଝିଅ ମାନେ କୀର୍ତ୍ତନ ମାଧ୍ୟମରେ ନିଜର ଟାଲେଣ୍ଟ କୁ ଦେଖାଇ ପାରିଛନ୍ତି। ତେବେ ଆପଣମାନେ ଭଜନ ସନ୍ଧ୍ୟା ଓ କୀର୍ତ୍ତନ ର ସମାରୋହ ଅନେକ ଭିଡିଓ ଦେଖିବାକୁ ପାଉଥିବେ।

ଆଉ ଏହି ସବୁ ଭିଡିଓ ଆପଣଙ୍କ ମନକୁ ବହୁତ ଆକୃଷ୍ଟ ମଧ୍ୟ କରାଇଥାଏ ଏବଂ ଦେଖିବା ପାଇଁ ବହୁତ ଖୁସି ଲାଗିଥାଏ । ହେଲେ ଏବେ ସେମିତି କେହି କେହି ଏଭଳି ସମାରୋହ କୁ ପସନ୍ଦ କରନ୍ତି ନାହିଁ। ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଛି କୀର୍ତ୍ତନ ର ଯାହା ସମସ୍ତଙ୍କର ମନକୁ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି ।


ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ନିଜର ଭଜନ ଓ କୀର୍ତ୍ତନ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଝିଅ ମାନେ ।ଆପଣ ମାନେ ପ୍ରାୟ ବିଭିନ୍ନ ସ୍ଥାନରେ କୀର୍ତ୍ତନ ହେଉଥିବାର ଦେଖିବାକୁ ପାଉଥିବେ ଯେଉଁଥିରେ ପୁରୁଷ ମାନେ ସେମାନଙ୍କର କୀର୍ତ୍ତନ ଶୌଳି ରେ ନାଚ ଦେଖାଇଥାନ୍ତି ଆଉ ବାଜା ବଜାଇ କୀର୍ତ୍ତନ କରିଥାନ୍ତି ।

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ସମ୍ପୂର୍ଣ୍ଣ ଅଲଗା ବୋଲି କୁହାଯାଉଛି ।ଆଉ ଏହି କୀର୍ତ୍ତନ ପାର୍ଟି ରେ ଝିଅ ମାନେ ସେମାନଙ୍କର କମାଲ ଦେଖାଇଛନ୍ତି ବୋଲି କୁହାଯାଉଛି । ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ବାଲସି ଲେଡି କୀର୍ତ୍ତନ ଦଳ ସେମାନଙ୍କର ଟେଲେଣ୍ଟ ଦେଖାଇବାକୁ ଲାଗିଛନ୍ତି ।

 

ଆଉ ଯାହା କଳାହାଣ୍ଡି ର ନମ୍ବର ୧ କୀର୍ତ୍ତନ ଦଳ ବୋଲି କୁହାଯାଉଛି ।ତେବେ ଏହି କୀର୍ତ୍ତନ ଦଳ ରେ କଣ୍ଠ ପ୍ରଦାନ କରିଛନ୍ତି ବାସୁଦେବ ସାହୁ ଓ ରିଙ୍କି ସାହୁ ବୋଲି କୁହାଯାଇଛି । ଆଉ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସୁନ୍ଦର ଭାବରେ ହରେ କୃଷ୍ଣ ଗୀତ କୁ ଏକ ନୂଆ ଆଧୁନିକ ଗୀତ ର ସ୍ୱର ରେ ଗାଇବା ସହିତ ଝିଅ ମାନେ ଡାନ୍ସ ର କମାଲ କୁ ଦେଖାଇବାକୁ ଲାଗିଛନ୍ତି ବୋଲି କୁହାଯାଉଛି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.