NEWS ଦେଖନ୍ତୁ Shocking ଭିଡିଓ.. Cctv ରେ ରେକର୍ଡ ହୋଇଗଲା ନହେଲେ ବିଶ୍ବାସ କରିନଥାନ୍ତେ ! ଦୟାକରି ଏହି ଭିଡିଓ କୁ ଅଧିକ ମାତ୍ରାରେ ସେୟାର କରନ୍ତୁ….
ପ୍ରତିବର୍ଷ ହେଉଥିବା ସଡ଼କ ଦୃଘଟଣାକୁ ଲକ୍ଷ୍ୟ କରି ସରକାର ହେଉଥିବା ଦୃଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି। ଯେମିତି କି ହେଲିମେଣ୍ଟ ପିନ୍ଧିବା, ଜୋରରେ ଗାଡ଼ି ଚଳାଇବା ମନା, ଟ୍ରାଫିକ ନିୟମ ମାନିବା ଇତ୍ୟାଦି ଭଳି ନିୟମ କାନୁନର ବ୍ୟବସ୍ତା କରିଛନ୍ତି। ଏସବୁ ନିୟମ କାନୁନ ରହିଥିଲେ ମଧ୍ୟ ପ୍ରତିଦିନ ବିଭିନ୍ନ ପ୍ରକାର ଗାଡ଼ି ଦୃଘଟଣା ଦେଖିବା ପାଇଁ ମିଳୁଛି। ଆପଣ ମାନେ ଅନେକ ଦୃଘଟଣା ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ପାଇଥିବେ। ହେଲେ ବର୍ତ୍ତମାନ ସମୟରେ ସେଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଛି।
ତେବେ ମଣିଷ ଜୀବନ ପାଣି ଫଟକା ସଦୃଶ ହୋଇଥାଏ , କାରଣ କେତେବେଳେ କହା ସହ କଣ ଘଟିବାର ଥାଏ ତାହା କାହାକୁ ମଧ୍ୟ ଜଣା ନଥାଏ । ଆଖି ପିଚୁଳାକେ ସବୁକିଛି ଓଲଟ ପାଲଟ ହୋଇ ଯାଇଥାଏ ଏବଂ ମଣିଶ ଦେଖିଥିବା ଦୀର୍ଘଦିନ ର ସମସ୍ତ ସ୍ୱପ୍ନ ସ୍ୱପ୍ନ ହୋଇ ରହି ଯାଇଥାଏ । ଆପଣ ମାନେ ନିଶ୍ଚୟ ଦେଖୁଥିବେ ସମାଜରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ସାମ୍ନା ରେ ଘଟୁଛି । ସେଥିରେ ବହୁତ ଲୋକମାନଙ୍କର କ୍ଷୟ କ୍ଷତି ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି । ରାସ୍ତାରେ ଟିକିଏ ଅସାବଧାନତା ହେଲେ ମୂଲ୍ୟବାନ ଜୀବନ ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଯାଉଛି ।
#Karnataka| Biker dies after crashing into roadside shop in #Mangaluru.
📍: Maryhill-Padavinangady Airport Road@IndianExpress @ralpharakal pic.twitter.com/u0iUlyiVV5
— Express Bengaluru (@IEBengaluru) May 7, 2021
ସମୟ ଚକ୍ରର ବନ୍ଧନରେ ମଣିଷ କେତେବେଳେ ବାନ୍ଧି ହୋଇ ଯାଉଛି ସେ ନିଜେ ମଧ୍ୟ ଜାଣି ପାରୁ ନାହିଁ । ଖୁସୀର ଲୋହରୀ ମଧ୍ୟରେ ହଠାତ୍ କଳାବାଦଲ ମାଡି ଆସୁଛି , ପରିବେଶକୁ ଶୋକକୋଳ କରି ଦେଉଛି । ତେବେ ବର୍ତ୍ତମାନ ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି ,ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ, ଆଉ ଯେଉଁ ଦୁର୍ଘଟଣା ର ଲାଇଭ୍ ଦୁଶ୍ଯ ସିସିଟିଭି କ୍ଯାମେରା ରେ କଏଦ୍ ହୋଇଛି। ଯାହା ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିବା ସହିତ ଆପଣଙ୍କର ଲୋମ ଟାଙ୍କୁରୀ ଉଠିବ ଏବଂ ଡରରେ ଛାତି ମଧ୍ୟ ଥରି ଉଠୁଛି। ଆପଣ ବି ଥରେ ନଜର ପକାନ୍ତୁ ଏହିଭଳି ଭୟଙ୍କର ଦୁର୍ଘଟଣା ଉପରେ।
ଜଣଏ ଲୋକ ରାସ୍ତା ଫାଙ୍କା ଥିବାର ଦେଖି ସ୍କୁଟି ଚଳାଇ ରାସ୍ତା ପାର ହେଉଥିଲା । କିନ୍ତୁ ସେ ଆଗକୁ ଦେଖିନଥିଲା । ଆଉ ଜଣେ ବ୍ୟକ୍ତି ବାଇକ୍ ଚଳାଇ ଦୃତ ବେଗରେ ଆଗରେ ଆସୁଥିଲା । କିନ୍ତୁ ତାଙ୍କ ସାମ୍ନା ରେ ସ୍କୁଟି ଥିବା ଦେଖି ହଢାତ୍ ତାକୁ ବଞ୍ଚାଇବା ପାଇଁ ସେ ରାସ୍ତାର ଆରପଟେ ଥିବା ଏକ ବାରଣ୍ଡାରେ ପିଟି ହୋଇଗଲା ।
ସେ କିଛି ଦୂରରେ ପଡିଲା । ତାଙ୍କ ବାଇକ୍ ରାସ୍ତା ମଝିରେ ପଡିଗଲା ଏବଂ ଆଗରେ ଆସୁଥିବା ଆଉ ଜଣେ ଲୋକ ସେହି ବାଇକରେ ପିଟି ହେଇ ଅଳ୍ପକେ ବଞ୍ଚିଗଲା ।ତେବେ ଦୋକାନ ବାରଣ୍ଡାରେ ପିଟି ହୋଇ ପ୍ରାୟ 15 ଫୁଟ୍ ଦୂରରେ ପଡିଥିଲା ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ଯିଏ ରାସ୍ତା ପାର ହେଉଥିଲା ତାଙ୍କର ଜୀବନ ବଞ୍ଚିଗଲା । ଯାହାର ଭିଡିଓ ସିସିଟିଭି ରେ ରେକର୍ଡ ହୋଇଯାଇଥିଲା ଏବଂ ତାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।