ସୁପରଷ୍ଟାର ହ୍ୟୁମାନ ସାଗର ଗାଇଲେ ଏମିତି ଗୀତ ” MO MAA ” … ମା’ କୁ ଭଲ ପାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାକୁ ଲାଗିଛି ଯାହା ଅତ୍ୟନ୍ତ ଦୁଃଖ ଜନକ କଥା ଅଟେ, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମା ଙ୍କର ଦେହାନ୍ତ ପରେ ମା’ ଓ ପୁଅଙ୍କ ଅତୁଟ ଭଲପାଇବାକୁ ନେଇ ରିଲିଜ ହୋଇଛି ଏକ ଭିନ୍ନ ଧରଣର ଓଡିଆ ହୃଦୟ ବିଦାରକ ସଂଗୀତ । ତେବେ ଚାଲନ୍ତୁ ଜାଣିନେବା ସେହି ସୁନ୍ଦର ଗୀତଟି ବିଷୟରେ ।

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ନରେନ୍ଦ୍ର ମୋଦି ଗୋଟିଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ | ଆଉ ଯିଏ କି ରେଲୱେ ଷ୍ଟେସନ ରେ ଚାହା ବିକିକି ତାଙ୍କର ପାଠ ପଢ଼ି ବହୁତ କଷ୍ଟରେ ଆଜି ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି ବୋଲି କୁହାଯାଉଛି |

ତାହା ସହିତ ନରେନ୍ଦ୍ର ମୋଦି ଥରେ କହିଥିଲେ କି ତାଙ୍କର ବାପା ମରିଗଲା ପରେ ତାଙ୍କର ମା ତାଙ୍କୁ ଅନ୍ୟ ର ଘରେ କାମ କରି ବାସନ ମାଜିକି ତାଙ୍କର ପରିବାର କୁ ଚଳାଉଥିଲେ | ଆଉ ତାଙ୍କର ମା ବହୁତ କଷ୍ଟ କରିଥିଲେ ନରେନ୍ଦ୍ର ମୋଦି ଙ୍କ ପାଇଁ ନିଜେ ପାଠ ପଢ଼ି ନ ଥିଲେ କିନ୍ତୁ ସେ ପିଲା ଙ୍କର ପାଠ ପଢା କୁ ଗୁରୁତ୍ୱ ଦେଉଥିଲେ ବୋଲି କୁହାଯାଉଛି |

ତେବେ ଆଜି ଏକ ଦୁଖଦଃ ଖବର ଟି ପ୍ରକାଶ ପାଇଛି ଆଉ ଯେଉଁଠି ନରେନ୍ଦ୍ର ମୋଦି ଙ୍କର ମା ଙ୍କର ମୃତ୍ୟୁ ଘଟିଛି |ଆଉ ଯାହା କୁହାଯାଉଛି କି ଦିଲ୍ଲୀ ର ଅହମଦାବାଦ ରେ ଥିବା ସମୟରେ ହୀରାବେନ ନିକଟରେ ମୋଦି ଙ୍କର ମା ଙ୍କର ଶରୀର ଅସୁସ୍ଥ ହୋଇଥିଲା |

ଆଉ ତାଙ୍କୁ ହସ୍ପିଟାଲ ରେ ନେଇକି ମଧ୍ୟ ଭର୍ତ୍ତି କରାଯାଇଥିଲା |ଆଉ ଯାହା କୁହାଯାଉଛି କି 100 ବର୍ଷ ବୟସରେ ନରେନ୍ଦ୍ର ମୋଦି ଙ୍କର ମା ଙ୍କ ଦେହାନ୍ତ ହୋଇଥିଲା |ଆଉ ଯାହା ଫଳରେ ପ୍ରଧାନମନ୍ତ୍ରୀ ଙ୍କ ପାଇଁ ଏହା ଗୋଟିଏ ବହୁତ ବଡ଼ ଦୁଃଖ ର କଥା ବୋଲି ମଧ୍ୟ କୁହାଯାଉଛି |

ତେବେ ମୃତ୍ୟୁ ପରେ ତାଙ୍କର ମା ଙ୍କର ମର ଶରୀରକୁ ସଂମ୍ମାନ ର ସହିତ ନିଆଯାଇଥିଲା ଅନ୍ତିମ ସତ୍କାର ପାଇଁ | ଆଉ ତାହା ସହିତ ମା ଙ୍କର ମୃତ୍ୟୁ ଘଟଣା କୁ ନେଇକି ଦୁଃଖ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି ଆଉ କାନ୍ଦିବାକୁ ମଧ୍ୟ ଲାଗିଛନ୍ତି । ତେବେ ଭାଇରାଲ ହେଉଥିବା ଭିଡ଼ିଓଟିକୁ ସମସ୍ତେ ଦେଖି ଭାବବିଭ୍ଵର ହୋଇ ପଡିଛନ୍ତି ।


ତେବେ ଯାହା କୁହାଯାଉଛି କି ମୋଦି ଙ୍କ ମା ଙ୍କ ଉଦେଶ୍ୟ ରେ ଆମ ଓଡ଼ିଆ ରେ ଏକ ଗୀତ ପ୍ରକାଶ ପାଇଛି ଆଉ ଯାହାର ନାଁ ହେଉଛି “ମୋ ମା “| ଆଉ ସେହି ଗୀତ ରେ ବେଶ ସୁନ୍ଦର ଭାବରେ ମୋଦି ଓ ତାଙ୍କର ମା ଙ୍କ ଭିତରେ ଥିବା ଭଲ ପାଇବା କୁ ଦେଖିବାକୁ ମିଳିଛି ବୋଲି କୁହାଯାଉଛି |

ଆଉ ତାହା ସହିତ ଏହି ଗୀତ ଟିକୁ ସୁନ୍ଦର ଭାବରେ ସ୍ୱର ରେ ସଜାଇଛନ୍ତି ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଆମ ସମସ୍ତଙ୍କର ପ୍ରିୟ କଳାକାର ହ୍ୱିମାନ ସାଗର |ତାହା ବ୍ୟତୀତ ଏହି ଗୀତ ଟିକୁ ରିଲିଜ କରିଛନ୍ତି ସୁରେଶ ପଣ୍ଡା ଓ ଲିରିକ୍ସ ଦେଇଛନ୍ତି ପ୍ରତାବ ରୁଦ୍ର ପଣ୍ଡା ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.