ଦେଖନ୍ତୁ ଏହି ଛାତିଥରା ଭି଼ଡିଓ! ମୃତ୍ୟୁ ପାଇଁ କେମିତି ଛାତି ଫଟେଇ କାନ୍ଦୁଛନ୍ତି Ollywood କମେଡିଆନ୍ ସୁମନ୍..ପୁରା ଭିଡିଓ ଦେଖିଲେ ଆପଣ ବି କାନ୍ଦିବେ

ତେବେ ସେ ମହାନ କଳାକାର ହେଉ ପଛକେ ଜନ୍ମ ଯେତେ ବେଳେ ନେଇଛନ୍ତି ତାଙ୍କର ମୃତ୍ୟୁ ମଧ୍ୟ ରହିଛି | ତେବେ ଏହି କିଛି ବର୍ଷ ଭିତରେ ଆମକୁ ଅନେକ ବଡ଼ ବଡ଼ କଳାକାର ପର କରି ଦେଇ ଚାଲି ଯାଇଛନ୍ତି, କାହାର କରୋନା ଦ୍ୱାରା ମୃତ୍ୟୁ ହୋଇଛି ତ ଆଉ କାହାର ଅନ୍ୟ କୌଣସି ରୋଗ ପାଇଁ ଦେହାନ୍ତ ହୋଇ ଯାଇଛି | ସେଥି ମଧ୍ୟରୁ ଜଣେ ହେଉଛନ୍ତି ଓଲିଓଡ଼ ର ପ୍ରସିଦ୍ଧ କଳାକାର ଅଭିନେତା ମିହିର ଦାସ | ସେ ଏମିତି ଜୀବନ୍ତ ଅଭିନୟ କରି ଦେଖାଉ ଥିଲେ ଯେଉଁଥିରେ କେତେ ବେଳେ ସେ ହସାଇ ଦେଉ ଥିଲେ ତ ପୁଣି କେତେ ବେଳେ କନ୍ଦାଇ ଦେଉ ଥିଲେ |

 

ତାଙ୍କର ଅଭିନୟ ପ୍ରାୟ ସମସ୍ତ ଦର୍ଶକ ଙ୍କୁ ଆକୃଷ୍ଟ କରିଥାଏ ଆଉ ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ଦର୍ଶକ ଯେମିତି ପାଗଳ ହୋଇ ରହି ଥାଆନ୍ତି | କିନ୍ତୁ ଏହା ମଧ୍ୟ ସତ ଯେ ସେ ଆଜି ଆମ ଗହଣ ରେ ଆଉ ନାହାଁନ୍ତି ତାଙ୍କ ଦେହାନ୍ତ ହେବାର ଗୋଟିଏ ବର୍ଷ ପୁରି ଯାଇଛି ଯାହାକି ସେ ଆଜି ମଧ୍ୟ ପ୍ରତେକ ଓଡ଼ିଶା ବାସୀ ଙ୍କ ମନରେ ସଜ୍ଜିତ ହୋଇ ରହିଛନ୍ତି |

ଏହି ଧରାପୃଷ୍ଠ କୁ ତ ଦିନେ ନା ଦିନେ ସମସ୍ତେ ଛାଡ଼ି ଚାଲି ଯିବେ କିନ୍ତୁ ଯିଏ ସମସ୍ତ ଙ୍କ ହୃଦୟ ରେ ଜାଗା କରି ପାରିବ ସେ ହିଁ ଏହି ଦୁନିଆଁ ରେ ଅମର ହୋଇ ରହି ପାରିବ | ତେବେ ସେଭଳି ଏକ ମହାନ ବ୍ୟକ୍ତି ହେଉଛନ୍ତି ମିହିର ଦାସ ଯିଏ କି ଚିର ସ୍ମରଣୀୟ ହୋଇ ରହିବେ |

ତେବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତା କମେଡିଆନ ସୁମନ ଙ୍କୁ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ମିହିର ଦାସ ଙ୍କ ଶୂନ୍ୟ କୁ ମନେ ପକାଇ କିଛି କହିଛନ୍ତି | ସେ କହିଛନ୍ତି କି ଆମେ ଏକ କଳାକାର ଙ୍କୁ ହରେଇଛୁ, ଯାହା ପାଖରେ ସବୁ ପ୍ରକାର କଳା ଭର୍ତ୍ତି ହୋଇ ରହିଥିଲା |

 

 

ଆଉ ଏମିତି ଜଣେ କଳାକାର ଙ୍କୁ ପାଇବେ କି ନାହିଁ ତାହା ବି ଠିକ୍ ନାହିଁ ବୋଲି କହିଛନ୍ତି ଯାହାକି ସମସ୍ତେ ତାଙ୍କ ପାଇଁ ବହୁତ ଦୁଃଖିତ ଅଛନ୍ତି | ବିଶେଷ କରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହା ବହୁତ ଦୁଃଖ ର କଥା କାରଣ ମିହିର ଙ୍କୁ ଯେଉଁ ପ୍ରକାର ଭୂମିକା ଦିଆଯାଏ, ତାହାକୁ ସେ ନିଖୁଣ ଭାବରେ ଅଭିନୟ କରିଥାନ୍ତି |

ଯେତେ ବେଳେ ସୁମନ କାମ କରିଥାନ୍ତି ସେତେ ବେଳେ ମିହିର ଦାସ ତାଙ୍କୁ ସାହସ ଦେଇ ଥାଆନ୍ତି ଆଉ ତାଙ୍କ ପାଖରୁ ଅନେକ କିଛି ଶିଖିବା ପାଇଁ ମଧ୍ୟ ମିଳି ଥାଏ | ତେବେ ଏଭଳି ଏକ ଆକ୍ଟର ଙ୍କୁ ହରାଇ ଆଜି ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଦୁଃଖିତ ତେଣୁ ଭଗବାନ ଙ୍କ ନିକଟରେ ଏତିକି ପ୍ରାଥନା କି ତାଙ୍କ ଆତ୍ମା ର ସଦଗତି ହେଉ ଯାହାକି ମିହିର ଦାସ ସମସ୍ତଙ୍କ ହୃଦୟ ରେ ଅମର ହୋଇ ରହିବେ ବୋଲି ସୁମନ କହିଛନ୍ତି | ତେବେ ସେ ଏହି କଥା କହିବା ସମୟରେ ଭାବ ବିହଳ ହୋଇ କାନ୍ଦି ମଧ୍ୟ ପକାଇ ଥିଲେ |

Leave A Reply

Your email address will not be published.