ଦେଖନ୍ତୁ LIVE ଭିଡ଼ିଓ : ଏମିତି ଭୟଙ୍କର ଦୁର୍ଘଟଣା ଜୀବନରେ କେବେ ଦେଖି ନଥିବେ… .. Cctv ରେ ରେକର୍ଡ ହୋଇଗଲା ନହେଲେ ବିଶ୍ବାସ କରିନଥାନ୍ତେ !
ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପାଇଁ ଭୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ। ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ।
ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଯାନ୍ତି। ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଜୀବନ ରେ କେତେବେଳେ କଣ ଘଟିବ ତାହା କେହି ବି କହି ପାରିବେ ନାହିଁ। ଆଉ ହଠାତ୍ ଯେତେବେଳେ ଘଟଣା ଟି ଘଟି ଯାଇଥାଏ, ସେତେବେଳେ ବିଶ୍ୱାସ କରିବା କାଠିକର ପାଠ ହୋଇଥାଏ।
ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ। କିନ୍ତୁ ସେହି ଘଟଣା ଗୁଡ଼ିକ ମଧ୍ୟରୁ କିଛି ଏମିତି ଘଟଣା ଘଟିଥାଏ ଯାହା ଦେଖିଲେ ବା ଶୁଣିଲେ ଆପଣଙ୍କ ଦେହ ଭୟରେ ଥରି ଉଠିବ। ତେବେ ବର୍ତ୍ତମାନ ସମୟରେ ଯାନବାହାନ ଚଳାଚଳ ଏତେ ମାତ୍ରାରେ ବଢ଼ିବାରେ ଲାଗିଛି ଯେ କେତେବେଳେ କେଉଁ ପ୍ରକାର ଘଟଣା ସବୁ ଘଟୁଛି ତାହା କେହିବି କଳ୍ପନା କରି ପାରିବେ ନାହିଁ।
ଆପଣ ମାନେ ପ୍ରତେକ ଦିନ ବିଭିନ୍ନ ପ୍ରକାରର ଅଘଟଣ ଘଟି ଥିବାର ଘଟଣା ମାନ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଏଭଳି ଏକ ଅଭାବନୀୟ ଘଟଣା ଟି ସାମ୍ନା କୁ ଆସିଛି ଯାହା ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି କରିବ ବୋଲି କୁହାଯାଉଛି |
ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ମାନେ ମଧ୍ୟ ଦୁଃଖ ପ୍ରକାଶ କରିବେ | ଯାହା ଜଣା ପଡିଛି କି ରାଜ ରାସ୍ତା ଉପରେ ଟ୍ରକ ଗୁଡିଓ ମାଲ ଭର୍ତ୍ତି କରିକି ଯିବାକୁ ଲାଗୁଛନ୍ତି | ଆଉ ଯାହା ଫଳରେ ଟର୍ନିଙ୍ଗରେ ଟ୍ରକ ଗୁଡିକ ଭାରସାମ୍ୟକୁ ହରାଇବାକୁ ଲାଗୁଛି ଆଉ ଯାହା ଫଳରେ ଟ୍ରକ ଗୁଡିକର ଦୁର୍ଘଟଣା ମଧ୍ୟ ଘଟୁଛି |
ଏଠାରେ ଦେଖିବାକୁ ମିଳୁଛି କି ଗଢ଼ାଣିଆ ରାସ୍ତାରେ ଗାଡ଼ିଟି ନିଜର ଭାରସାମ୍ୟକୁ ହରାଇବାକୁ ଲାଗୁଛି ଏବଂ ଭାରସାମ୍ୟ ହରାଇ ପଛକୁ ଅଲଟି ପଡୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଘଟଣାଟି କେଲେବିହାନରେ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |