ବିଦେଶରେ ବୟଫ୍ରେଣ୍ଡ ସହ ହଟ୍ ଡ୍ରେସ୍ ପିନ୍ଧି କେମିତି ROMANCE କରୁଛନ୍ତି ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର ( lipsha mishr ) … ଦେଖନ୍ତୁ ଭିଡିଓ

ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ, ମୁଁ ଆଜି ଆପଣକୁ ଏମିତି ଏକ ଖବର ବିଷୟରେ କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ହୋଇଯିବେ |ଆପଣ ଜାଣିଥିବେ ନିଶ୍ଚିତ ଏଇ କିଛି ଦିନ ହେବ ଓଡ଼ିଆ ସିନେମା ଜଗତର ଅନେକ ଅଭିନେତା ଅଭିନେତ୍ରୀ ମାନଙ୍କର ବାହା ଘର ହୋଇଛି |ମୁଁ ଆଜି ଆପଣକୁ ଆପଣଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ଜୀବନ ସାଥିଙ୍କ ବିଷୟରେ କହିବି, ସେ କିପରି ସ୍ୱୀକୃତି ପରେ ତାଙ୍କ ବୟ ଫ୍ରେଣ୍ଡକୁ ନେଇ କିପରି ବୁଲୁଛନ୍ତି ସେ ବିଷୟରେ କହିବି |ତେବେ ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ଦୀର୍ଘ ଦଶ ବର୍ଷ ହେଲାନି ଲିପ୍ସା ମିଶ୍ର ଓଡ଼ିଆ ଇଣ୍ଡଷ୍ଟ୍ରିରେ ପାଦ ଦେଲେନି, ସେ ପ୍ରଥମେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଆଲବମ ଜଗତର ପାଦ ଦେଇଥିଲେ ପରେ ସେ ଅନେକ ସିରିଏଲ ମଧ୍ୟ କରିଥିଲେ |ସିରିଏଲରେ ସୁନ୍ଦର ଅଭିନୟ କରି ଲିପ୍ସା ଦର୍ଶକ ମାନଙ୍କର ମନରେ ଘର କରିପାରିଛନ୍ତି,ଓଡ଼ିଆ ଇଣ୍ଡଷ୍ଟ୍ରିରେ ସେ ପ୍ରାୟ କୋଡିଏରୁ ଅଧିକ ସିରିଏଲରେ ଅଭିନୟ କରିଛନ୍ତି |ସୁନ୍ଦର ଅଭିନୟ କାରଣରୁ ଓଡ଼ିଶାର ଲୋକେ ତାଙ୍କୁ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି,ଏହା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅନେକ ଚଳଚିତ୍ରରେ ମଧ୍ୟ ଲିପ୍ସାଙ୍କୁ ଦେଖିବାକୁ ମିଳିଛି |

ବର୍ତମାନ ଦେଖିବାକୁ ମିଳିଛି ଯେ ଲିପ୍ସା ମିଶ୍ର ମଡଲିଂରେ ଅଧିକ ମନ ବଳାଇ ସେଥିରେ ଆଗେଇ ଯିବାର ସେ ଇଚ୍ଛା ରଖି କାର୍ଯ୍ୟ କରୁଛନ୍ତି |ଅଭିନୟ ଛାଡି ମାଡ଼ଲିଙ୍ଗ ଦୁନିଆରେ ପାଦ ଥାପି ସେ ଅନେକ ସୁନାମ ଅର୍ଜନ କରିଛନ୍ତି, ଲିପ୍ସା ମିଶ୍ର ସୁନ୍ଦର ମଡ଼ଲିଙ୍ଗ କରି ଓଡିଶା ବାସୀଙ୍କ ଅତି ପ୍ରିୟ ମଧ୍ୟ ହୋଇପାରିଛନ୍ତି |

ଏଇ କିଛି ଦିନ ହେବ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବାହା ଘର ହେବା ସମୟରେ ଲିପ୍ସା ମିଶ୍ରଙ୍କ ନୂଆ ଜୀବନ ଆରମ୍ଭ ପାଇ ତାଙ୍କ ସ୍ୱୀକୃତି ମଧ୍ୟ ହୋଇଥିଲା |ଲିପ୍ସାଙ୍କ ସ୍ୱୀକୃତିର ଅନେକ ସୁନ୍ଦର ଭିଡିଓ ଆପଣ ଦେଖିଥିବେ ନିଶ୍ଚିତ, ସ୍ୱୀକୃତି ପରେ ଲିପ୍ସା ନିଜର ବୟ ଫ୍ରେଣ୍ଡଙ୍କୁ ବହୁତ ଭଲ ପାଇବା ଦେବା ସହିତ ତାଙ୍କ ସହିତ ବୁଲା ବୁଲି କରିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି |

ଏବେ ଲିପ୍ସା ମିଶ୍ର ନିଜର ବୟ ଫ୍ରେଣ୍ଡ ସହିତ ବିଦେଶ ଯିବା ସହିତ ସେଠାରେ ସେ ଅନେକ ସୁନ୍ଦର ସୁନ୍ଦର ଯାଗା ବୁଲୁଛନ୍ତି, ତାହା ସହିତ ସେ ଅନେକ ତାଙ୍କ ବୟ ଫ୍ରେଣ୍ଡ ସହିତ ବହୁତ ବୁଲାବୁଲି କରି ଅନେକ ଏନଜୟ କରୁଛନ୍ତି |ସେ ବିଦେଶରେ ଛୋଟ ରିଲସ କରିବାର ମଧ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ଓଡ଼ିଶା ବାସୀ ବହୁତ ଖୁସି ହେଉଛନ୍ତି |ଲିପ୍ସା ମିଶ୍ରଙ୍କ ନିଜର ସ୍ୱୀକୃତି ପରେ ବିଦେଶରେ ବୟ ଫ୍ରେଣ୍ଡ ସହିତ ବୁଲିବାର କିଛି ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାର ଲାଗିଛି |

Leave A Reply

Your email address will not be published.