ଦେଖନ୍ତୁ EXCLUSIVE :ଭିଡିଓ- ପୁଣି ଲଜ୍ଜା! ଝାଉଁ ବଣରେ ପ୍ରେମି ଯୁଗଳ କରୁଥିଲେ ଏମିତି କାମ ।ପରେ ସ୍ଥାନୀୟ ଲୋକ, ଯୁବତୀଙ୍କୁ ଧରି କଲେ ଏମିତି କିଛି…video ନିଆଁ ପରି ଭାଇରାଲ

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।

ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଲଜ୍ଜା ଅନୁଭବ କରିଥାଉ । ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।

 

ତେବେ ଘଟଣାଟି କିଛି ଅଲଗା ପ୍ରକାରର ଏଠାରେ ଦେଖିବା ପାଇଁ ମିଳିଛି। ଏକୁଟିଆ ପୁଅ ଓ ଝିଅ ଙ୍କୁ ଦେଖି ଘେରିଲେ ଅସାମାଜିକ ଯୁବକ। ଆଉ ଚିତ୍କାର କରୁଛି ଯୁବତୀ ଜଣକ ବଞ୍ଚିବା ପାଇଁ। ଆଉ ଏ ଅସାମାଜିକ ବ୍ୟକ୍ତି କୌଣସି ମୂହୁର୍ତ୍ତରେ କିଛି ବି କରିଦେବ ତାହା କୌଣସି ଗ୍ୟାରେଣ୍ଟି ନାହିଁ।

ପୁଅ ଓ ଝିଅ ଚାଲି ଆସିଥିଲେ କିଛି ଦୂର ଫଟୋ ଉଠାଇବା ପାଇଁ। ଆଉ ଏପଟେ ଘେରିଗଲେ ଅସାମାଜିକ ଯୁବକ। ଲୋକାଲ ଏରିଆର ଗୁଣ୍ଡା ଗୁଣ୍ଡାଗିରି କରୁଛନ୍ତି। ଉପସ୍ଥିତ ଥିବା ଏହି ଯୁବକ ଯୁବତୀ କୁ ଡରାଉଛନ୍ତି, ଧମକାଉଛନ୍ତି ଆଉ ବାଧ୍ୟ ହୋଇ ଯୁବକ ଜଣକ ଖସି ଯିବା ପାଇଁ ଟଙ୍କା ବି ମାଗୁଛନ୍ତି। ଆଉ ୫ ହଜାର ଟଙ୍କା ଦାବି କରୁଛନ୍ତି ଏଠାରେ ଉପସ୍ଥିତ ଥିବା ଗାଁ ପାଖର ଦୁର୍ଦ୍ଦାନ୍ତ ପିଲାମାନେ।

 

ଆଜ୍ଞା ହଁ ଡଗରା ବେଳାଭୂମିରେ ପର୍ଯ୍ୟଟକ ଙ୍କୁ ହଇରାଣ କରୁଛନ୍ତି ସ୍ଥାନୀୟ ବାସିନ୍ଦା ଓ ଭିଡିଓ ଭାଇରାଲ ହେଉଛି। ଏବେ ଚାଲିଛି ପର୍ଯ୍ୟଟନର ଋତୁ। ଅନେକ ଦୂର ଦୂରାନ୍ତର ରୁ ପର୍ଯ୍ୟଟକ ମଜା ନେବା ସହିତ ସବୁଜ ଝାଉଁ ବଣର ଫଟୋ ଉଠାଇବା ପାଇଁ ଏହି ଯୁବକ ଯୁବତୀ ଚାଲି ଆସିଥିଲେ କିଛି ଦୂରକୁ।

ଆଉ ଏ ସମୟରେ ହାବୁଡ଼ରେ ପଡ଼ିଥିଲେ କିଛି ଅସାମାଜିକ ଲୋକ। ପୁଅ ଝିଅ ଜଙ୍ଗଲ ଭିତରେ ଫଟୋ ଉଠାଇବା ପାଇଁ ଏକ ସୁଯୋଗ ତଥା ଏକ ରୋଜଗାର ର ମାଧ୍ୟମ ନେଇ ସେମାନଙ୍କ ଭିଡିଓ ଉତ୍ତୋଳନ କରିବା ସହିତ ଭାଇରାଲ୍ କରିଦେବା ଧମକ ଦେଇ ତାଙ୍କ ପାଖରୁ ଟଙ୍କା ଆଦାୟ କରୁଛନ୍ତି।

 

ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମିରେ ଦେଖିବାକୁ ମିଳିଥିବା ବେଳେ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେଉଛି। ସୁଦୂର ବାଲେଶ୍ଵର ରୁ ଡଗରା ବେଳାଭୂମିର ମଜା ନେବା ପାଇଁ ଏହି ଝିଅ ଜଣକ ତାଙ୍କର ପୁଅ ସାଥୀ ସହିତ ଆସିଥିବା ବେଳେ ଝାଉଁ ଜଙ୍ଗଲ ମଧ୍ୟରେ ଫଟୋ ଉଠାଇଥିବା ବେଳେ କିଛି ଲୋକ ସେମାନଙ୍କୁ ଘେରିବା ସହିତ ତାଙ୍କ ଭିଡିଓ କରିଥିଲେ। ସ୍ଥାନୀୟ ଲୋକେ ଝିଅକୁ ଅପଶବ୍ଦ କହୁଥିବା ବେଳେ ଆସିଥିବା ଯୁବକ ବିରୋଧ କରିଥିଲେ। ତେବେ ସ୍ଥାନୀୟ ଯୁବକ ମାନେ ସେମାନଙ୍କ ଠାରୁ ୬ ହଜାର ଟଙ୍କା ଦାବି କରିଥିବା ବେଳେ ଯୁବକ ଜଣକ ନିବେଦନ ପରେ ମାତ୍ର ହଜାରେ ଟଙ୍କା ଦେଇ ସେଠାରୁ ଚାଲି ଯାଇଥିଲେ।

ପରବର୍ତ୍ତୀ ସମୟରେ ଉତ୍ତୋଳନ ହୋଇଥିବା ଭିଡିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଏମାନେ ଆଉ ଭାଇରାଲ କରିଥିଲେ। ତେବେ ସ୍ଥାନୀୟ ପ୍ରଶାସନ ଏଭଳି ବ୍ଲାକମେଲ୍ କାର୍ଯ୍ୟକୁ ଆଗାମୀ ଦିନରେ ଯଦି ନ ରୋକନ୍ତି ତେବେ ଏହି ଡଗରା ବେଳାଭୂମି ଅନେକ ଯୁବକ ଯୁବତୀ ଆସିବାକୁ ବା ପର୍ଯ୍ୟଟକ ଆସିବାକୁ ଭୟ କରିବେ। ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ପାଇଁ ଏଠାରେ ପ୍ରଶାସନ ଟଙ୍କା ଖର୍ଚ୍ଚ କରୁଛି କିନ୍ତୁ ଅପରପକ୍ଷେ ଏହା ଏବେ ପାଲଟିଛି ଏଭଳି କିଛି ଅସାମାଜିକ ଯୁବକ ମାନଙ୍କ ଚରାଭୂଇଁ। ତେବେ ଦେଖିବା ପାଇଁ ବାକି ରହିଲା ସ୍ଥାନୀୟ ପୋଲିସ୍ କଣ ପଦକ୍ଷେପ ନେଉଛି ଆଉ ଏମାନଙ୍କୁ କେତେ କଠିନ ଶାସ୍ତି ଦେଉଛି।

Leave A Reply

Your email address will not be published.