ଦେଖନ୍ତୁ Viral ଭିଡ଼ିଓ : bike ରେ ବସି ବୟଫ୍ରେଣ୍ଡକୁ kiss କରୁଥିଲେ ଯୁବତୀ,ଆଉ ତାପରେ ଯାହା ହେଲା…video ଦେଖିବା ପରେ ଆପଣ ମଧ୍ୟ ସ୍ବପ୍ନରେ ଭାବିନଥିବେ ଏମିତି ହେବ…
ଆଜିର ସମାଜ ରେ ରହୁ ଥିବା ଲୋକ ମାନେ ବହୁତ ତଳ ସ୍ତରକୁ ଖସି ଗଲେଣି । ଏବେ ମଣିଷ ମାନଙ୍କ ଭିତରେ ଲୋଭ , କ୍ରୋଧ , ହିଂସା ଆଦି ଭରି ରହିଛି, ଏହା ଦ୍ୱାରା ସମାଜ ରେ ଅନେକ ଅନ୍ୟାୟ , ଅତ୍ୟାଚାର ଦେଖିବାକୁ ମିଳୁଛି । ଆଜିର ମଣିଷ ପାଖରେ ଆଉ ମାନବିକତା ନାହିଁ କି ମଣିଷପଣିଆ ମଧ୍ୟ ନାହିଁ । ଆଜିର ମଣିଷ କେବଳ କାମନା , ବାସନାରେ ସବୁବେଳେ ମଜି ରହିଛନ୍ତି ଆଉ ଏହି କାରଣରୁ ବିଭିନ୍ନ ସମସ୍ୟା ମାନ ମଧ୍ୟ ଉପୁଜୁଛି ।
ବେଳେ ବେଳେ ଆମ ଜୀବନରେ ଏମିତି କିଛି ଘଟଣା ଘଟିଯାଏ ଯାହା ପାଇଁ ଆମକୁ ବହୁତ ଅପଦସ୍ତ ହେବା ମଧ୍ୟ ପଡିଥାଏ । ଆମ ଜାବନରେ ବେଳେବେଳେ ଏମିତି କେହି ଆସିଯାଏ ଯାହା ଉପରେ ଆମେ ଦରକାରଠୁ ମଧ୍ୟ ଅଧିକ ବିଶ୍ବାସ କରିଯାଉ ।
ଆଉ ,ସେହି ବିଶ୍ବାସ ହିଁ ଆମ ପାଇଁ କାଳ ପାଲଟି ଯାଏ ।ଆମେ ଏମିତି ସମସ୍ୟା ରେ ପଡିଯାଉ ଯେ ଯ।ହାର ସମାଧାନ ହୋଇ ପାରିନଥାଏ ଏବଂ ତାହା ବହୁତ ଭୟଙ୍କର ରୂପ ମଧ୍ୟ ନେଇ ଯାଇଥାଏ । ଏମିତି ଘଟଣା ବହୁତ ଲୋକଙ୍କ ସହ ଦେଖିବାକୁ ମିଳିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।
విశాఖలో లవర్స్ ఓవర్ యాక్షన్. స్టీల్ ప్లాంట్ మెయిన్ రోడ్డుపై పట్టపగలు బరితెగింపు. హెల్మెట్ లేకుండా యువకుడు డ్రైవింగ్. కాలేజ్ యూనిఫామ్ ధరించి విద్యార్థిని వికృత చేష్టలు చూసి నివ్వెరపోయిన స్థానికులు. #AndhraPradesh #Visakhapatnam #Vizag pic.twitter.com/i2dGgHKElg
— Vizag News Man (@VizagNewsman) December 29, 2022
ବାଇକ୍ ଉପରେ ରୋମାନ୍ସ କରିବା ପଡ଼ିଲା ମହଙ୍ଗା। ଭିଡ଼ିଓ ଭାଇରାଲ ହେବାପରେ ଗିରଫ କରିନେଲା ପୋଲିସ। ଆନ୍ଦ୍ରପ୍ରଦେଶ ସ୍ଥିତ ବିଶାଖାପଟନମ୍ ଠାରେ ଏଭଳି ଏକ ଘଟଣା ଘଟି ଯାଇଥିବା ଜଣାପଡ଼ିଛି।ଏଭଳି କାମ କରିଲେ ଏଇଆ ହିଁ ଫଳ ମିଳିବ ବୋଲି କିଛି ୟୁଜର୍ କମେଣ୍ଟ ଦେଇଛନ୍ତି।ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ ଏହି ଘଟଣାରେ ଉଭୟଙ୍କୁ ଗିରଫ କରିଛି। ବେପାରୁଆ ଏବଂ ବିପଜ୍ଜନକ ଭାବରେ ଗାଡି ଚଳାଉଥିବାରୁ ପୋଲିସ ଧାରା 366,279,132,129 ଅନୁଯାଇ ଏକ ମାମଲା ରୁଜୁ କରିଛି।
ତେବେ ପ୍ରେମ ଏକ ଶବ୍ଦ ଯାହା କି କିଛି ବି ବନ୍ଧବାଡ ମାନେନାହିଁ । ସେ ସବୁ ସୀମାକୁ ଲଙ୍ଘି ଯାଏ । ସିଏ ଭୁଲି ଯାଏ କି କୋଉତ ଠିକ ଆଉ କୋଉଟ ଭୁଲ । ପ୍ରେମ ପାଇଁ ଅନେକ ଆଚମ୍ବିତ ଘଟଣା ଘଟୁଥିବା ର ଆପଣମାନେ ଦେଖିବା କୁ ପାଉଥିବେ । କିନ୍ତୁ ଆଜି କାଲି ର ଯୁବପିଢ଼ି ପ୍ରେମ ର ବାସ୍ତବିକ ସଂଜ୍ଞା ଓ ରୂପରେଖ କୁ ଭୁଲି ଅନ୍ୟ ଦିଶା ରେ ନିଜକୁ ପରିଚାଳିତ କରୁଛନ୍ତି ।
ଦ୍ୱାପର ଯୁଗରେ ରାଧା କୃଷ୍ଣ ଙ୍କ ପ୍ରେମରେ ଥିଲା ପବିତ୍ରତା । ସେ ଦୁହେଁ ପ୍ରେମ କରୁଥିଲେ ଯମୁନା କୂଳରେ ଆଉ କଦମ୍ବ ମୂଳରେ ଆଉ ଏହି ଆଧୁନିକ ଶିକ୍ଷିତ ଯୁବର ଯୁବକ ଯୁବତୀ ମାନେ ପ୍ରେମ କରୁଛନ୍ତି ପାର୍କ,ହୋଟେଲ ଆଉ ସିନେମା ହଲ ରେ । କେହି କେହି ତ ଲାଜ ଲଜ୍ଜା ଛାଡି ଚଳନ୍ତା ବାଇକରେ ମଧ୍ୟ ରାସଲୀଳା ଆରମ୍ଭ କରି ଦେଉଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।