‘ମୁଁ ଆଗ ମାପ ନେବି ତା ପରେ ବାହା ହେବି, ଯିଏ ଆସି ମୋତେ ବାହା ହେବାକୁ କହିବ ତାକୁ କହିବି ବୋତାମ ଖୋଲ…’ମୁଁ ତୋର ଆଗ ଦେଖେ କେତେ ବଡ….

କଳାକାର ମାନଙ୍କ ବିଷୟରେ କଥା ଆସିଲେ ସମସ୍ତ ଫ୍ୟାନସ୍ ମାନେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଆଉ ସେମାନେ କେବେହେଲେ ଗୋଟିଏ କାମ କରନ୍ତି ନାହିଁ। ସେମାନେ ଯଦି ଫିଲ୍ମରେ ଅଭିନୟ କରୁଛନ୍ତି ତା ସହିତ ଯାତ୍ରା କିମ୍ବା ସିରିଏଲ ରେ ମଧ୍ୟ ଅଭିନୟ କରିଥାନ୍ତି। ତେବେ ସେହିପରି ଜଣେ କଳାକାରଙ୍କ ବିଷୟରେ କହିବୁ। ଆଉ ସେ ହେଉଛନ୍ତି ଲାଲି। ତେବେ ଲାଲି ଗତ କିଛିଦିନ ହେବ ଗଣମାଧ୍ୟମ ସାମ୍ନାରେ ଅଭିନେତ୍ରୀ ଲାଲି ଏକ ବଡ଼ ବୟାନ ଦେଇଥିଲେ।

ଲାଲି କହିଛନ୍ତି ଯେ, ତାଙ୍କର ପ୍ରକୃତ ନାମ ହେଉଛି ସଞ୍ଜିତା ଦାସ। ତାଙ୍କର ନିକ ନେମ ରୁନୁ କିନ୍ତୁ ତାଙ୍କୁ ସମସ୍ତେ ଡଲି ନାଁ ରେ ଜାଣନ୍ତି । ତା ପରେ ସେ ଲାଲି ହୋଇଗଲେ ବୋଲି କହିଥିଲେ । ସମସ୍ତେ ତାଙ୍କୁ ବହୁତ ଭଲ ପାଉଥିଲେ କାରଣ ସେ ଲୋକଙ୍କୁ କମେଡି କରି ବହୁତ ହସାଇଥାଏ । ସେ ଦୁଇ ଦୁଇ ଥର ଆୱାର୍ଡ ମଧ୍ୟ ପାଇଛି ।

 

ତାଙ୍କର ନିଜର ଇଚ୍ଛା ଥିଲା ଅଭିନୟ କରିବାକୁ ପିଲାବେଳୁ । ବହୁତ କମ କଳାକାର ମାନେ କହିଥାନ୍ତି ସେ ବହୁତ ବଡ ଲୋକ ବହୁତ ବଡ ପରିବାରରୁ ଆସିଛି କିନ୍ତୁ ଏମିତି ତାଙ୍କ ପାଖରେ କିଛି ନାହିଁ ।ପ୍ରଥମେ ସେ ତା ପରିବାରକୁ ସପୋର୍ଟ କରିବାକୁ ଯାତ୍ରା ରେ ଅଭିନୟ କରିଥିଲେ । ଯାତ୍ରାରେ ୧୫ ରୁ ୧୬ ବର୍ଷ ରହି ବହୁତ ସଂଘର୍ଷ କରିଛନ୍ତି । ଯାତ୍ରା ରେ ଆସିବା ପାଇଁ ସେ ଘରୁ ଲୁଚିକି ଆସିଥିଲେ । ଏ ଲାଇନରେ ବହୁତ କଷ୍ଟ କରିବାକୁ ପଡେ ତା ପରେ ଯାଇ ପରିଣାମ ମିଳିଥାଏ । ସେ ସମସ୍ତଙ୍କୁ କହିଛନ୍ତି ଯେଉଁ ମାନେ ଅଭିନୟ ପାଇଁ ଇଚ୍ଛା କରନ୍ତି କାମ କର ପଇସାକୁ ଅପେକ୍ଷା କର ନାହିଁ ।


ବହୁତ କଷ୍ଟ କରି ସେ ଆଜି ଏ ଜାଗାରେ ପହଞ୍ଚି ପାରିଛନ୍ତି ।ତାଙ୍କୁ ପ୍ରଥମେ ପ୍ରଜ୍ଞା ଭାଇ ମିଷ୍ଟର ନନସେନ୍ସ ରେ ଚାନ୍ସ ଦେଇଥିଲେ । ଆଉ ଚାନ୍ଦିନୀ ଜେନା ଯିଏ ଜାଇଫୁଲ ନାଁ ରେ ପରିଚିତ । ଏହି ଦୁଇ ଜଣ ତାଙ୍କୁ ବହୁତ ସପୋର୍ଟ କରିଛନ୍ତି କ୍ଯାରିୟରରେ ଆଗକୁ ଯିବା ପାଇଁ । ତାଙ୍କର ପ୍ରଥମ ଯାତ୍ରା ହେଉଛି ଦୁଖ ଦେଇଗଲା ଦରଦୀ ବନ୍ଧୁ । ଏହି ନାଟକରେ ତାଙ୍କର ଗୋଟେ ଚରିତ୍ର ଥିଲା ବିଜୁଳି ନା ରେ ।ତାଙ୍କର ପ୍ରଥମ ଅଭିନୟ କ୍ଯାରିୟର ଏହି ନାଟକ ରୁ ଆରମ୍ଭ ହୋଇଥିଲା । ଏହି ନାଟକରେ ତାଙ୍କର ଗୋଟେ ଡାଇଲଗ ହେଉଛି ରାଣ ଅଛି ବାର ଦିନକୁ ଦୁଇ ବୋତଲ ପିଇବି । ବାର ଦୋକାନରେ କେତେ ପିଉଛନ୍ତି ମୁଁ ବି ପିଇବି ରାଣ ଅଛି । ମୁଁ ଆଗ ମାପ ନେବି ତା ପରେ ବାହା ହେବି , ଯିଏ ଆସି ମୋତେ ବାହା ହେବାକୁ କହିବି ତାକୁ କହିବି ବୋତାମ ଖୋଲ’ ।

Leave A Reply

Your email address will not be published.