କର ସଂକ୍ରାନ୍ତି (15 January)ଏହି ୧ ଜିନିଷ ଖାନ୍ତୁ ଧନର ବର୍ଷା ହେବ,ଏହି ଜିନିଷ ଦାନ କରନ୍ତୁ

୨୦୨୩ ନବବର୍ଷରେ ଜାନୁଆରୀ ମାସ ୧୫ ତାରିଖରେ ପଡ଼ୁଅଛି ପବିତ୍ର ମକର ସଂକ୍ରାନ୍ତି। ତେବେ ଏହି ଦିନ ଖାଆନ୍ତୁ ଏହି ଜିନିଷ । ବର୍ଷ ସାରା ଧନ, ମାନ ସମ୍ମାନ ରେ କେବେବି କମ୍ ହେବ ନାହିଁ। ଧନର ଭଣ୍ଡାର ଆପଣଙ୍କ ଘରେ ପରିପୂର୍ଣ୍ଣ ହୋଇ ରହିବ। ଆମ ହିନ୍ଦୁ ଧର୍ମ ଅନୁସାରେ ମକର ସଂକ୍ରାନ୍ତି ର ବହୁତ ମହତ୍ତ୍ୱ ପୂର୍ଣ୍ଣ ରହିଛି । ହେଲେ ଆମେ ଇଂରାଜୀ ଦୁନିଆରେ ଚାଲୁଅଛେ। ସେଥିପାଇଁ ମକର ସଂକ୍ରାନ୍ତି ଆମ ହିନ୍ଦୁ ଧର୍ମରେ ଏକ ପର୍ବ ରୂପେ ପାଳନ କରାଯାଇଥାଏ । ତେବେ ଏହିଦିନ ଘରକୁ ଆପଣଙ୍କୁ କଣ କିଣି ଆଣିବାର ଅଛି ଯାହା ପୁରାବର୍ଷ ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଏହା ବ୍ୟତୀତ ଏହିସବୁ ଜିନିଷ ଖାଇଲେ ଏବଂ ଅନ୍ୟକୁ ଦାନ କଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ।


ପୁରା ଘର ପରିବାରକୁ ଧନ ଦୈଲତ ରେ ପରିପୂର୍ଣ୍ଣ ହୋଇଯିବ ଏବଂ ପରିବାରର ସମସ୍ତଙ୍କୁ ନିରୋଗ ରଖିବ। ତେବେ ମକର ସଂକ୍ରାନ୍ତି ଜାନୁଆରୀ ୧୫ ତାରିଖ ରବିବାର ଦିନ ପଡ଼ୁଅଛି। ପୌଷ ମାସ ଶୁକ୍ଳପକ୍ଷ ରେ ପଡ଼ୁଅଛି। ଦଶମୀ ତିଥିରେ ପଡ଼ୁଅଛି। ତେବେ ଜାନୁଆରୀ ୧୫ ତାରିଖ ଦିନ ଆପଣଙ୍କ ସାମର୍ଥ୍ୟ ଅନୁସାରେ କଣ କିଣି ଆଣିବାର ଅଛି ଜାଣିବା।

ମକର ସଂକ୍ରାନ୍ତି ଦିନ ରାଶି ଏବଂ ଗୁଡ଼ର ଲଡ୍ଡୁ ବନାଯାଇଥାଏ। ଦେବୀ ମା ଙ୍କୁ ଅର୍ପିତ କରାଯାଇଥାଏ ଏବଂ ସମ୍ପର୍କୀୟ ମାନଙ୍କ ମଧ୍ୟରେ ବଣ୍ଟା ଯାଇଥାଏ। ତେବେ ରାଶିଗୁଡ଼ର ଲଡ୍ଡୁ ମା ଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ। ଏହି ଦିନ ଦ୍ୱିପହର ୧୨ ଟା ବାଜି ୯ ମିନିଟ୍ କରି ଦ୍ୱିପହର ୧୨ ଟା ବାଜି ୫୨ ମିନିଟ୍ ପର୍ଯ୍ୟନ୍ତ ରହିଡ। ରାଶିଗୁଡ଼ର ଲଡ୍ଡୁ ପରିବାର ସହିତ ଆପଣ ବି ଖାଆନ୍ତୁ।

 

ଅନ୍ୟମାନଙ୍କୁ ବାଣ୍ଟନ୍ତୁ। ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କର କୃପାରୁ ଧନର ସୁଲଭତା ଆସିଥାଏ। ଆପଣ ଧନ ରଖିଥିବା ସ୍ଥାନରେ ବର୍ଷ ସାରା ଧନର ଆଗମନ ହୋଇଥାଏ। ଆପଣଙ୍କ ଚାକିରି ବ୍ୟବସାୟ ରେ ଯଦି ଉନ୍ନତି ଆସୁ ନାହିଁ ତେବେ ଏହି ଉପାୟ ଦ୍ୱାରା ସେହି ସବୁ ସମସ୍ୟା ଦୂର ହୋଇଯିବ। ବ୍ୟାପାରରେ ଉନ୍ନତି ହେବ। ଏହିଦିନ ରାଶିଗୁଡ଼ର ଲଡ୍ଡୁ ସେବନ କରିବା ଦ୍ୱାରା, ବାଣ୍ଟିବା ଦ୍ୱାରା ସୁଖ ମାନାଯାଇଥାଏ।

ଦ୍ୱିତୀୟ ବ୍ୟଞ୍ଜନ ଅଟେ ଖେଚେଡ଼ି। ମକର ସଂକ୍ରାନ୍ତି ଦିନ ଚାଉଳ ଏବଂ ବିରିର ଖେଚେଡ଼ି ବନାନ୍ତୁ। ଏହି ଦିନ ଖେଚେଡ଼ି ର ଦାନ କରିବା ବହୁତ ଭଲ ପୁଣ୍ୟ ଫଳ ମାନାଯାଇଥାଏ। ଏହି ଦିନ ଆପଣ କିଛି କରନ୍ତୁ ବା ନ କରନ୍ତୁ ଖେଚେଡ଼ି ର ଦାନ ଅବଶ୍ୟ କରନ୍ତୁ। ଏହି ଖେଚେଡ଼ି ଭଗବାନ ସୂର୍ଯ୍ୟ ଙ୍କୁ ଭୋଗ ଲଗାନ୍ତୁ ଏବଂ ଜରୁରତବାନ ଲୋକଙ୍କୁ ଏହି ଖେଚେଡ଼ି ଦାନ କରନ୍ତୁ। ଘର ପରିବାର ସହିତ ଆପଣ ନିଜେ ବି ଏହି ଖେଚେଡ଼ି ଗ୍ରହଣ କରନ୍ତୁ। ଏହାକୁ ବହୁତ ଶୁଭକର ମାନାଯାଇଥାଏ।

Leave A Reply

Your email address will not be published.