ଏ ଛାତରଖାଇ କୁ ଯିଏ ମୋତେ ଧରିକି ଦେବ ମୁଁ ତାକୁ 10 ହଜାର ଦେବୀ,ଏମିତି କାହିଁକି ରାଗିକି କହିଲେ ସମାଜସେବୀ

ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ନିଶା ମହାରଣା କୁ ନେଇ କିପରି ଚର୍ଚ୍ଚା ଖେଳି ଯାଇଛି | ନିଶା ମହାରଣା ଙ୍କର କିଛି ଅଶ୍ଳୀଳ କଥାକୁ ନେଇ ଏବେ ସମସ୍ତେ ତାଙ୍କୁ ଟ୍ରୋଲ କରୁଛନ୍ତି | ତେବେ ତାଙ୍କର ମନ୍ତବ୍ୟ କୁ ନେଇ ସମାଜସେବୀ ପ୍ରଭାବତୀ ପଟ୍ଟନାୟକ ମିଡ଼ିଆ ସାମ୍ନାରେ କିଛି କହିଛନ୍ତି | ସେ କହିଛନ୍ତି କି ନିଶା ମହାରଣା ଅସଭ୍ୟ ର ଚରମ ସୀମାରେ ପହଞ୍ଚି ଯାଇଛି, ସେ କହୁଛି ନା କଣ ଅନ୍ୟ ସ୍ତ୍ରୀ ମାନେ ସ୍ୱାମୀ କୁ ପଚାରିବେ ନାହିଁ |

ଏ ଅଭଦ୍ର ନିଶା ମହାରଣା ସମସ୍ତଙ୍କ ଘରେ ବିବାହିତ ବା ବିବାହ ହୋଇ ଥିବା ସ୍ତ୍ରୀ ତା ଘରେ ପୋଛା କରିବାର କଣ ତାର ଷ୍ଟାଣ୍ଡାର୍ଡ ଅଛି ଇଏ ଗୋଟେ ପୋଛା ବାଲି ହେବାର ମଧ୍ୟ ଷ୍ଟାଣ୍ଡାର୍ଡ ନାହିଁ | ତେଣୁ ଏ ପୋଛା ବାଲି ଘରର ଯେଉଁ ମାନେ ସବୁ କାମ କରୁଛନ୍ତି ସେମାନଙ୍କର ଇଜ୍ଜତ ଅଛି ୟାର କଣ ସେତିକି ଇଜ୍ଜତ ବି ଅଛି କି |

ଏଭଳି ଝିଅ କୁ କେହି ଘରେ ଚାକରାଣୀ କାମ କରିବା ପାଇଁ ମଧ୍ୟ ଦେବେ ନାହିଁ କାରଣ ସେମାନେ ଭୟ କରିବେ କାରଣ ୟାକୁ ରୋଗ, ଜୀବାଣୁ, ଭୁତାଣୁ ସବୁ ହେଇ ଯାଇଥିବ | ତେଣୁ କରି ଏ ଅଭଦ୍ର ଲେଡି ଯେଉଁ ପ୍ରକାର ର କରୁଛି ଆମକୁ ସେ ଲିସା ମହାରଣା ଦରକାର, କୋଉଠି ସେ ଅଛି ତାକୁ ଖୋଜି କରି ବାହାର କରିବା |

ସମସ୍ତେ ସହଯୋଗ କରନ୍ତୁ ରୋଡ଼ ରେ ଲାଇଭ ହେଉ ଥିବ କି ତାକୁ ମାଡ଼ ହେଉ ଥିବ ତାକୁ ଆଉ ରକ୍ଷା ନାହିଁ | ତେଣୁ ମୁଁ ମୋ ତରଫରୁ କହୁଛି ମୁଁ 10 ହଜାର ଟଙ୍କା ଘୋଷଣା କଲି, ନିଶା ମହାରଣା ଯଦି ମିଳିଲା ତାହେଲେ ଆମର ଏହି ଚ୍ୟାନେଲ ମାଧ୍ୟମ ରେ ଖବର ଦିଅନ୍ତୁ | ତେଣୁ କରି ନିଶା ମହାରଣା ଦରକାର ଆଉ ଯଦି ସେ ମିଳିଲା ତେବେ ସେ ବ୍ୟକ୍ତି ଙ୍କୁ 10 ହଜାର ଟଙ୍କା ପୁରସ୍କାର ଦିଆଯିବ |

ତେଣୁ କରି ସେ ଅସଭ୍ୟ ଲେଡି ଯେଉଁ ପ୍ରକାର ର ପୁଅ ପିଲା ମାନଙ୍କୁ ଭାଷା କହୁଛି ପୁଣି ଆହୁରି ଅସଭ୍ୟ ମଧ୍ୟ ସେ ଦେଖାଉଛି ତାକୁ ଟିକେ ହେଲେ ବି ସରମ ନାହିଁ | ସେ ଆମକୁ ଚ୍ୟାଲେଞ୍ଜ କରୁଛି କିନ୍ତୁ ତୁ ସାମ୍ନା କୁ ଥରେ ଆସେ ତୋର ଅବସ୍ଥା ଆମେ କଣ କରିବୁ ଦେଖିବୁ |

ଆଉ ପ୍ରତେକ ପୁଅ ମାନେ ଯେଉଁ ମାନେ ଦେଖୁଛନ୍ତି ତାହା ସେମାନଙ୍କର ସ୍ୱାଭିମାନ ର କଥା, ତେଣୁ କରି ସେ ସମସ୍ତଙ୍କୁ କହିଛି ଆଉ ପୁରୁଷ ଜାତିକୁ ସେ ଅପମାନ ଦେଇଛି | ସେ ଯେଉଁ ଏରିଆ ରେ ଅଛି ଯିଏ ଦେଖୁଛି ସେ ପାଖାପାଖି ପୋଲିସ ଷ୍ଟେସନ ରେ ଖବର ଦିଅନ୍ତୁ ତାକୁ ଥାନାକୁ ଡକାଯିବ | ତାକୁ ସାମ୍ନାରେ ପଚରା ଯିବ କି ତୁ କଣ ଚାହୁଁଛୁ ତୁ ଲଙ୍ଗଳା ହେ କି ତୁ ନାଚେ କି ତୁ ମରିଯା କି ଆତ୍ମହତ୍ୟା କର କିନ୍ତୁ ତୁ ବସିକି ଏମିତି ଅଶ୍ଳୀଳ କଥାବାର୍ତା କାହିଁକି କରୁଛୁ ବୋଲି ସମାଜ ସେବୀ କହିଛନ୍ତି | ତାଙ୍କର କଥା କୁ ଅନେକ ଲୋକ ସମର୍ଥନ କରି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି |

Leave A Reply

Your email address will not be published.