୫୦୦ ହଜାର ଦିଆସିଲି କାଠି ରେ ଘର କରି କୁକୁଡା କୁ ରଖି ଜାଳିଦେଲେ ଯୁବକ ତାପରେ ହଠାତ୍ ଯାହା ହେଲା… 45 କୋଟିରୁ ଅଧିକ ଲୋକ ଦେଖିସାରିଲେନି

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।

କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଆଶ୍ଚର୍ଯ୍ୟ ଅନୁଭବ କରିଥାଉ । ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।


ତେବେ ଭିଡ଼ିଓ ଟି ୫୦୦ ହଜାର ଦିଆସିଲି କାଠି ଏବଂ ଗୋଟିଏ ଗୋଟା ଚିକେନ୍ ର ମୁକାବିଲା କୁ ନେଇ ହୋଇଛି। ତେବେ ଏହାକୁ ଜଣେ ୟୁ ଟ୍ୟୁବର ଭାଇ କରି ଦେଖାଇ ଛନ୍ତି ଯାହାକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହି ଏକ୍ସପେରିମେଣ୍ଟ ରେ ବ୍ୟବହାର କରାଯାଇଛି , ଶହେ କିମ୍ବା ହଜାର ନୁହେଁ ବରଂ ପାଞ୍ଚ ଶହ ହଜାର ଦିଆସିଲି କାଠି ଏବଂ ଗୋଟିଏ ବଡ଼ କୁକୁଡ଼ା।

ତେବେ ପ୍ରଥମେ ସେହି ପାଞ୍ଚ ଶହ ହଜାର ଦିଆସିଲି କାଠି କୁ ଏକ ସୁନ୍ଦର ଛୋଟ ଘର ଆକୃତି ରେ ସେଜେଇ ରଖା ଯାଇଛି।ତେବେ ଘର ଟିକୁ ଏହିପରି ତିଆରି କରାଯାଇଛି ଯାହା ଭିତରେ ଗୋଟିଏ ଗୋଟା କୁକୁଡ଼ା ରହି ପାରିବ। ତେବେ ଏହାର ପ୍ରସ୍ତୁତି ପରେ କୁକୁଡ଼ା ଟିକୁ ଭଲ ଭାବରେ ସଫେଇ କରି ଚିକେନ୍ ତରକାରୀ ପାଇଁ ପ୍ରସ୍ତୁତି କରାଯାଇଛି।

 

ଯେଉଁ ଥିରେ ଚିକେନ୍ ରେ ମସଲା ସବୁ ପକାଇ ବଜାର ରେ ମିଳୁଥିବା ରୋସ୍ଟ ଚିକେନ୍ ଭଳି ପୁରା ଚିକେନ୍ ପରି ରେଡି କରି ରଖା ଯାଇଛି। ଏହାପରେ ତା ମଧ୍ୟରେ ଗୋଟିଏ ଅଣ୍ଡା କୁ ମଧ୍ୟ ରଖାଯାଇଛି। ତେବେ ଆମର ଚିକେନ୍ ଟି ରେଡି ହେବା ପରେ ଏହାକୁ ନେଇ ପୂର୍ବରୁ ପ୍ରସ୍ତୁତ ଥିବା ଦିଆସିଲି କାଠି ଘର ମଧ୍ୟରେ ରଖା ଯାଇଛି।ଚିକେନ୍ ଟିକୁ ସେହି ଦିଆସିଲି କାଠି ଘର ଭିତରେ ରଖିବା ପରେ ତାର ଗୋଟେ ସାଇଟ ରୁ ନିଆଁ ଲଗାଇ ଦିଆଯାଇଛି।

ତେବେ ସବୁ ଦିଆସିଲି କାଠି ପ୍ରାୟ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ହୁ ହୁ କରି ଜଳିବାରେ ଲାଗିଛି। ତେବେ ସବୁ ଦିଆସିଲି କାଠି ଜଳିଯିବା ପରେ ଚିକେନ୍ ଟିକୁ ବାହାର କରାଯାଇଛି। ତେବେ ଏହା ପରେ ଆପଣ ମାନେ ଦେଖିବେ କି ଆମର ପୁରା ରୋସ୍ଟ ଚିକେନ୍ ରେଡି ହୋଇ ଯାଇଛି ଯାହାକୁ ଖାଇବା ପାଇଁ ମଧ୍ୟ ପୁରା ରେଡି ଅଛି। ଏବଂ ତା ଭିତରେ ଥିବା ଅଣ୍ଡା ଟି ମଧ୍ୟ ସିଝି ଯାଇଛି ଯାହାକୁ ଆପଣ ଖାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.