OMG ! ପ୍ରଥମ ଥର ଶାଢ଼ୀ ପିନ୍ଧି ଓଡ଼ିଶାର ବୋହୂ ଚାଷ ଜମିରେ କମାଲ୍ ଆପଣ ଦେଖିଲେ ହୋସ ଉଡିଯିବ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ଆଜିର ସମାଜ ବହୁତ ଉନ୍ନତି ଦିଗରେ ଗତି କଲାଣି ଏବଂ ବିଜ୍ଞାନର ମଧ୍ୟ ବହୁତ ଆଗକୁ ଗଲାଣି । ଲୋକମାନଙ୍କର ସମସ୍ତ କାର୍ଯ୍ୟକୁ ସହଜ ଓ ସୁନ୍ଦର କରିବା ପାଇଁ ବିଜ୍ଞାନ ଅନେକ ପ୍ରକାର ଯନ୍ତ୍ରପାତିର ଉଦ୍ଭାବନ କରିଛନ୍ତି । ବୈଜ୍ଞାନିକ ମାନେ ସମସ୍ତ ସମସ୍ୟାର ସମାଧନ ବହୁତ ଭଲ ଭବାରେ କରି ପାରୁଛନ୍ତି ଏବଂ ଟେକ୍ନୋଲୋଜି ଦ୍ୱାରା ସମସ୍ତ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇ ପାରୁଛି । ସମାଜ ଯେପରି ନୂଆ ନୂଆ ଦିଗରେ ଗତି କରିବାକୁ ଲାଗୁଛି ।

ଆଜିର ଯୁବପିଢି ସୋସିଆଲ ମିଡ଼ିଆ ସହ ଖୁବ୍ ଜଡ଼ିତ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସମୟ ବିତାଇବାକୁ ଖୁବ୍ ପସନ୍ଦ କରୁଛନ୍ତି।ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାରର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ।

 

ସୋସିଆଲ ମିଡ଼ିଆରେ ବେଳେବେଳେ ଖୁବ୍ ଅଜବ ଅଜବ ଦୃଶ୍ୟ ଦେଖିବାକୁ ମିଳିଥାଏ। ଆଉ ବେଳେବେଳେ ଖୁବ୍ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ। ଆଉ ବେଳେବେଳେ କିଛି ଭିଡିଓ ଲୋକଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଥାଏ ଯାହା ଖୁବ୍ କମ୍ ସମୟରେ ମଧ୍ୟରେ ଭାଇରାଲ ହୋଇଥାଏ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ହୁଏତ ଆପଣ ଏ ଭଳି ଦୃଶ୍ୟ ବହୁତ କମ୍ ଦେଖିବାକୁ ପାଇଥିବେ।ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।ତେବେ ଏହି ଭିଡିଓ ଦେଖିବାକୁ ମିଳିଛି ଜଣେ ମହିଳାଙ୍କୁ ଯିଏକି ଏକ ଭିନ୍ନ ଧରଣର କାର୍ଯ୍ୟ କରୁଛନ୍ତି। ଭିଡିଓରେ ଦେଖିବା ଏହି ମହିଳା ଜଣଙ୍କ ବସ୍ ଡ୍ରାଇଭ କରୁଥିବାର ଦେଖିବାକୁ ମିଳିଛି, ଯାହା ଏବେ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସେହିପରି ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ଦେଖିବାକୁ ମିଳିଛି ଜଣେ ମହିଳା volvo ବସ୍ ଚଲାଉ ଥିବାର ଦେଖିଲି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଉ ଏହି ଘଟଣାଟିକୁ ଦେଖିଲେ ଜାଣିପାରିବେ ଯେ ମନରେ ଯଦି ଇଚ୍ଛା ଶକ୍ତି ଥାଏ ତେବେ କୌଣସି କାମ ଅସମ୍ଭଵ ହୋଇନଥାଏ । ଆଉ ଏମିତିରେ ଆଜିର ସମାଜରେ ତ ପୁଅ ଝିଅ ର ଭେଦଭାବ ନାହିଁ ବୋଲି ଏଥିରୁ ପ୍ରମାଣିତ ହୋଇଯାଉଛି । ତେବେ ଏହି ଭିଡ଼ିଓଟି ବର୍ତ୍ତମାନ ସେସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ତେବେ ବର୍ତ୍ତମାନ ସମସ୍ତଙ୍କ ପାଇଁ ସୋସିଆଲ ମିଡ଼ିଆ ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇ ପାରିଛି। ଲୋକେ ଦେଶ ବିଦେଶର ଘଟି ଚାଲିଥିବା ପ୍ରତ୍ୟେକଟି ଖବର ର ଅପଡେଟ ପାଇ ପାରୁଛନ୍ତି। ସାମାଜିକ ଗଣ ମାଧ୍ୟମ ଅନେକ ଲୋକଙ୍କ ଜୀବନର ମୋଡ ବଦଳାଇଛି ଯାହା ପାଇଁ ଆଜିର ଦିନରେ ଲୋକେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ସାମାଜିକ ଗଣ ମାଧ୍ୟମ ଯୋଗୁଁ ଆଜିର ଦିନରେ ବଣର ମଲ୍ଲୀ ଏବେ ବଣରେ ଫୁଟି ମଉଳି ନଯାଇ ଲୋକ ଲୋଚନ କୁ ଆସି ପାରୁଛି ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜି ସାମ୍ନା କୁ ଆଣି ପାରୁଛି ଆଜିର ସୋସିଆଲ ମିଡିଆ।

Leave A Reply

Your email address will not be published.