OMG ! ପ୍ରଥମ ଥର ଶାଢ଼ୀ ପିନ୍ଧି ଓଡ଼ିଶାର ବୋହୂ ଏମିତି Nonstop ଚଢିଲେ ବୁଲେଟ ( Bullet ) ଆପଣ ଦେଖିଲେ ହୋସ ଉଡିଯିବ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ଆମେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଭାଇରାଲ ହେଉଥିବା ଭିଡ଼ିଓ ଆଦି ଦେଖି ଥାଉ ଯାହାକି ବେଳେ ବେଳେ ଏମିତି କିଛି ଭିଡ଼ିଓ ସାମ୍ନାକୁ ଆସିଥାଏ ଆମକୁ ଖୁବ ପସନ୍ଦ ଆସିଥାଏ ଆଉ ଆମେ ସେହି ଦୃଶ୍ୟ ରୁ ନଜର ମଧ୍ୟ ଫେରାଇ ନେଇ ପାରୁ ନାହୁଁ | ବେଳେ ବେଳେ ପୁଣି ଏମିତି କିଛି ଦେଖିବାକୁ ମିଳେ ଯାହାକୁ ଦେଖିଲେ କେବଳ ପ୍ରଶଂସା ହିଁ କରାଯାଏ | ତେବେ ଆଜିକାଲି ର ନାରୀ ମାନେ କେତେ ଯେ ଆଗକୁ ଗଲେଣି ତାଙ୍କର କାର୍ଯ୍ୟ ଦେଖିଲେ ଯିଏ କେହି ନା ନିହାତି ଭାବରେ ସାବାସୀ ହିଁ ଜଣାଇବ |


ଆଗ କାଳରେ ନାରୀ ଅବଳା ଦୁର୍ବଳା ଥିଲେ ଆଉ ତାଙ୍କୁ ଅନେକ ନିର୍ଯ୍ୟାତନା ମଧ୍ୟ ଦିଆଯାଉ ଥିଲା କିନ୍ତୁ ଆଜିକା କ୍ଷେତ୍ରରେ ଉଭୟ ନାରୀ ଓ ପୁରୁଷ ସମାନ ଅଟନ୍ତି, ବେଳେ ବେଳେ ଏମିତି କିଛି କାର୍ଯ୍ୟ ନାରୀ ମାନେ କରି ଦେଖାଇ ଥାଆନ୍ତି ଯାହାକୁ ଏକ ପୁରୁଷ କରିବାରେ ଅସଫଳ ହୋଇଯିବ | ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ, ଯେଉଁଥିରେ ଦେଖିବା ପାଇଁ ମିଳିଛି କି ସେ ତାଙ୍କ ଛୁଆ ମାନଙ୍କର ଦାୟିତ୍ୱ ନେଇ ଥିବା ବେଳେ ମାଙ୍କଡ଼ ମାନଙ୍କ ସେବାରେ ମଧ୍ୟ ନିୟୋଜିତ ହୋଇଛନ୍ତି ଏବଂ ବୁଲେଟ ଚଲାଇ ରାସ୍ତାରେ ଯାଉଛନ୍ତି |

ଆଜିକା ଦୁନିଆ ରେ ବହୁତ ଲୋକ ଅଛନ୍ତି ଯେଉଁ ମାନେ ମାଙ୍କଡ଼ ପାଖରେ ଦେଖିଲେ ଡରି ଯାଆନ୍ତି କିନ୍ତୁ ଏହି ମହିଳା ଜଣଙ୍କ ମାଙ୍କଡ଼ କୁ ନ ଡରି ସେମାନଙ୍କ ନିକଟକୁ ଯାଉଛନ୍ତି ଆଉ ତାଙ୍କୁ ଖାଇବା ପାଇଁ ଦେଉଛନ୍ତି | କେବଳ ସେତିକି ନୁହେଁ ଖାଇବା ଦେବା ସହିତ ମାଙ୍କଡ଼ କୁ ନିଜ ବୁଲେଟ ରେ ବସାଇ ନିଜେ ଗାଡ଼ି ଚଲାଇ ବୁଲାଉଛନ୍ତି ମଧ୍ୟ | ଏହା ସହିତ ମହିଳା ଜଣଙ୍କ ବୁଲେଟ ଚଲାଇ ତାଙ୍କ ପିଲା ମାନଙ୍କୁ ସ୍କୁଲ ରୁ ଘରକୁ ଆଣୁଛନ୍ତି ଏକ ମାଙ୍କଡ଼ ମଧ୍ୟ ତାଙ୍କ କାନ୍ଧରେ ବସି ଥିବାର ଦେଖିବା ପାଇଁ ମିଳୁଛି |

ଏହାପରେ ମହିଳା ଜଣଙ୍କ ଘର କାମ ମଧ୍ୟ ବେସ ସୁରୁଖୁରୁରେ କରି ଦେଉଛନ୍ତି ଆଉ ଘରେ ଏକ ଦୋଳି ଅଛି ସେଠାରେ ମଧ୍ୟ ଏକ ମାଙ୍କଡ଼ ଟି ଝୁଲୁଛି | ତେବେ ଏଭଳି ଏକ ଭିଡ଼ିଓ ମାଧ୍ୟମ ରେ ମହିଳା ଓ ମାଙ୍କଡ଼ ମଧ୍ୟରେ ଥିବା ଭଲ ପାଇବା କୁ ସ୍ପଷ୍ଟ ଜାଣି ହେଉଛି ଯାହାକି ଦେଖିବା ପାଇଁ ଖୁବ ନିଆଁରା ଲାଗୁଛି | ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖି ଅନେକ ଲୋକ ମହିଳା ଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି | ଏମିତିକା ମନଲୋଭା ଦୃଶ୍ୟ ବହୁତ କମ ଦେଖିବା ପାଇଁ ମିଳେ ଯାହାକି ମନରେ ଏକ ପ୍ରକାରର ଖୁସି ପ୍ରଦାନ କରିଥାଏ |

Leave A Reply

Your email address will not be published.