ଅଭିନେତାରୁ ଆର୍ମି ଅଫିସର ବନିଲେ ଆପଣଙ୍କ ପ୍ରିୟ Olywod ହିରୋ ସିଦ୍ଧାନ୍ତ ମହାପାତ୍ର। ( Sidhanta Mohapatra ) – ଦେଖନ୍ତୁ video …

ତେବେ ଟିଭି ମାଧ୍ୟମ ରେ ଆମେ ଅନେକ ସିନେମା ଦେଖି ଥାଉ ଯାହା ଆମର ମନରଞ୍ଜନ ପାଇଁ ହୋଇ ଥାଏ ଆଉ ଏହି ଫିଲ୍ମ ଜଗତ ରେ ଅନେକ ସେଲିବ୍ରେଟି ଭରି ହୋଇକି ରହିଛନ୍ତି | ତେବେ ସମସ୍ତ ଙ୍କର ପ୍ରିୟ କଳାକାର ମଧ୍ୟ ରହିଥାନ୍ତି ଆଉ ଏହି ଫିଲ୍ମ ଜଗତ ର ସେଲିବ୍ରେଟି ଙ୍କ ରିୟଲ ଲାଇଫ ରେ କଣ ଘଟୁଛି ନ ଘଟୁଛି ତାହା ଜାଣିବା ପାଇଁ ଲୋକେ ଖୁବ ଆଗ୍ରହ ପ୍ରକାଶ ମଧ୍ୟ କରି ଥାଆନ୍ତି | କାରଣ ସେମାନଙ୍କ ଦୁନିଆଁ ଟିକେ ଭିନ୍ନ ଧରଣ ର ହୋଇ ଥାଏ ଆଉ ପ୍ରାୟତଃ ସେମାନେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି |

ଏହି ସେଲିବ୍ରେଟି ମାନେ ବିଭିନ୍ନ ଫଟୋ ଭିଡ଼ିଓ ରେ ମଜାମସ୍ତି କରି ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି ଯାହାକୁ ଦେଖି ଖୁବ ଖୁସି ଅନୁଭବ ହୋଇ ଥାଏ | ଏମିତି କି ସେଲିବ୍ରେଟି ଙ୍କର ପରିବାର କଥା ହେଉ କି ଅନ୍ୟ କିଛି ବି ହେଉ ତାହା ଜାଣିବା ପାଇଁ ବେସ ଇଚ୍ଛା ପ୍ରକାଶ ହୋଇ ଥାଏ | ତେବେ ଆଜି ଓଲିଓଡ଼ ର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକି ଏବେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଏବଂ ଆପଣ ଦେଖିଲେ ତାଙ୍କୁ ସାବାସୀ ଦେବେ |


ଆପଣ ତଃ ଜାଣିଛନ୍ତି ସିଦ୍ଧାନ୍ତ ମହାପାତ୍ର ଜଣେ ହେଉଛନ୍ତି ଗ୍ରୀନ କଳାକାର ସେ ତାଙ୍କର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କୁ ପ୍ରଭାବିତ କରି ଥାଆନ୍ତି, ସେଭଳି ଭାବେ ସେ ତାଙ୍କ ସୁନ୍ଦର ବ୍ୟକ୍ତିତ୍ୱ ପାଇଁ ମଧ୍ୟ ଲୋକ ମାନଙ୍କୁ ଖୁବ ପ୍ରଭାବିତ କରି ଥାଆନ୍ତି | ତେବେ ବର୍ତ୍ତମାନ ସମୟରେ ତାଙ୍କୁ ଏକ ଭିନ୍ନ ରୂପରେ ଦେଖିବା ପାଇଁ ମିଳିଛି, ଅଭିନେତା ନୁହେଁ ବରଂ ତାଙ୍କୁ ଆର୍ମି ଅଫିସର ରୂପରେ ଦେଖିବା ପାଇଁ ମିଳିଛି |

ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ ଏକ ସୋ ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଏକ ସମ୍ବାଧନା ଜଣେଇବା ପାଇଁ ଡ଼କା ଯାଇଛି ଆଉ ସେଠାରେ ତାଙ୍କୁ ଗୋଟିଏ ଫୋଟ କୁ ଦେଖାଇବା କୁ କୁହା ଯାଇଛି | ତେବେ ସେହି ଫୋଟ ରେ ଆପଣ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଏକ ଫ୍ଲାଇଙ୍ଗ ଅଫିସର ଭାବରେ ଦେଖିବା କୁ ପାଇବେ ଯିଏକି ୟୁନିଫର୍ମ ପିନ୍ଧି ସାଲ୍ୟୁଟ ମାରୁଥିବାର ଦେଖା ଯାଇଛି |


ଏଠାରେ କହି ରଖିବାକୁ ଚାହୁଁଛୁ କି ପ୍ରକୃତ ରେ ସିଦ୍ଧାନ୍ତ ମହାପାତ୍ର ଆର୍ମି ରେ ଜଏନ କରି ନାହାଁନ୍ତି ବରଂ ଆଗାମୀ ସମୟରେ ତାଙ୍କର ଏକ ସିନେମା ଆସିବାକୁ ଯାଉଛି ଯେଉଁଥିରେ ସେ ଫ୍ଲାଇଙ୍ଗ ଡିଫେନ୍ସ ଅଫିସର ଭାବରେ ଅଭିନୟ କରିଛନ୍ତି | ଆପଣ ତାଙ୍କୁ ପୋଲିସ ଠାରୁ ଆରମ୍ଭ କରି ସରପଞ୍ଚ ରୂପରେ ଏଭଳି ଭିନ୍ନ ଭିନ୍ନ ରୂପରେ ଅଭିନୟ କରୁ ଥିବାର ଦେଖିବାକୁ ପାଇଛନ୍ତି | ଆଉ ଏବେ ତାଙ୍କୁ ଏକ ନୂଆ ରୂପରେ ଦେଖିବା ପାଇଁ ପାଇବେ ଯାହାକୁ ଦେଖି ଦର୍ଶକ ମଧ୍ୟ ଏହି କ୍ୟାରେଟର ଟିକୁ ଖୁବ ପସନ୍ଦ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.