ମକର ସଂକ୍ରାନ୍ତି (15 January)ଏହି ୩ ଜିନିଷ ଦାନ କରନ୍ତୁ,ଧନର ବର୍ଷା ହେବ, ମାଲକ୍ଷ୍ମୀ

ପ୍ରତିବର୍ଷ ସୂର୍ଯ୍ୟ ଙ୍କର ମକର ରାଶିକୁ ଗୋଚର କରିବାର ଦିନକୁ ମକର ସଂକ୍ରାନ୍ତି ର ପର୍ବ ବୋଲି ମାନା ଯାଇଥାଏ | ହିନ୍ଦୁ ଧର୍ମ ରେ ମକର ସଂକ୍ରାନ୍ତିର ବହୁତ ମହତ୍ୱ ଅଛି, ଧାର୍ମିକ ମାନ୍ୟତା ଅନୁସାରେ ଏହି ଶୁଭ ଦିନରେ ପବିତ୍ର ନଦୀରେ ସ୍ନାନ ଏବଂ ଦାନ ପୁର୍ଣ୍ୟ କରିବା ଦ୍ୱାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ |

ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ସମ୍ପର୍କ ରେ ଜଣାଇବୁ ଯାହାକୁ ମକର ସଂକ୍ରାନ୍ତି ଦିନ କରିବା ଦ୍ୱାରା ଆପଣଙ୍କୁ ଧନ ସମ୍ପତ୍ତି ସୁଖ ସମୃଦ୍ଧି ପ୍ରାପ୍ତି ହେବ ଏବଂ ମା ଲକ୍ଷ୍ମୀ ଙ୍କର କୃପା ଆପଣଙ୍କୁ ମିଳିବ | ଏହି ବର୍ଷ ସୂର୍ଯ୍ୟଦେବ 14 ଜାନୁଆରୀ ରାତ୍ରି 8ଟା ବାଜି 21 ମିନିଟ ରେ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ | ତେବେ ଆଜି ଆମେ ଜାଣିବା କଣ ଦାନ କରିବା ଉଚିତ ଏବଂ କଣ ସବୁ ଦାନ କରିବା ଅନୁଚିତ ଅଟେ |

ପ୍ରଥମ ଜିନିଷ ହେଉଛି ଲୁଣ, ସୋମବାର ଦିନ ଲୁଣର ଦାନ କରିବା ଦ୍ୱାରା ଆପଣଙ୍କର ଦୁର୍ଭାଗ୍ୟ ବା ଗରିବୀ ଯାହାବି ସମସ୍ୟା ଅଛି ତାହା ଦୂର ହୋଇ ଯାଇଥାଏ | ଲୁଣର ଦାନ କରିବା ସମୟରେ ଆପଣଙ୍କୁ ଗୋଟିଏ କଥା ଧ୍ୟାନ ରଖିବାକୁ ହେବ କି ସେ ଲୁଣ ମୁଣ୍ଡା ହୋଇଥିବା ଦରକାର ଅର୍ଥାତ ଗୋଲ ହୋଇଥିବା ଦରକାର |

ଦ୍ୱିତୀୟ ରେ ହେଉଛି ଗୁଡ଼, ଯଦି ଆପଣ ଗୁଡ଼ର ଦାନ କରିବେ ତେବେ ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଭଲ ରହିଥାଏ ଏବଂ ଘର ପରିବାର ରେ ହସଖୁସିର ବାତାବରଣ ଦେଖା ଯାଇଥାଏ | ଯଦି ଆପଣଙ୍କ ସମ୍ପର୍କରେ ଫାଟ ଆସି ଯାଇଛି ତେବେ ସୋମବାର ଦିନ ମହାଦେବ ଙ୍କ ଶରଣକୁ ଯାଆନ୍ତୁ ଆଉ ଗୁଡ଼ ଅର୍ପଣ କରନ୍ତୁ | ଗୁଡ଼ ଆଉ ରୁଟି ଗାଈ କୁ ଖୁଆଇବା ଦ୍ୱାରା ମଧ୍ୟ ଆପଣଙ୍କ ସମ୍ପର୍କ ମଧୁର ହୋଇଥାଏ |

 

ଆପଣ ଦେଖି ଥିବେ କି ମନୁଷ୍ୟ ବହୁତ ଅଧିକ ଜ୍ଞାନୀ ହୋଇ ଥିଲେ ମଧ୍ୟ ତାର ଆତ୍ମ ବିଶ୍ୱାସ ତାକୁ ସାଥ ଦେଇ ନଥାଏ ଯାହାଦ୍ୱାରା ସେମାନେ ହାର ମାନି ଯାଇଥାନ୍ତି | ଏମିତି ସ୍ଥିତିରେ ସୋମବାର ଦିନ ଆପଣ ରାଶିର ଦାନ କରିବା ଉଚିତ ଆଉ ଯଦି କଳା ରାଶି ଦାନ କରୁଛନ୍ତି ତେବେ ଶନିବାର ଦିନ କରି ପାରିବେ ଏହି ଦିନକୁ ମଧ୍ୟ ବହୁତ ଶୁଭ ମାନା ଯାଇଥାଏ | ଚାଉଳ ଓ ଗହମର ଦାନ କରିବା ଦ୍ୱାରା ମା ଅନପୂର୍ଣ୍ଣା ଆପଣଙ୍କ ଭଣ୍ଡାର କେବେ ବି ଖାଲି ରଖି ନଥାନ୍ତି | ଯେଉଁ ବ୍ୟକ୍ତି ଗରିବ କୁ କପଡ଼ା ଦାନ କରିଥାଏ ତାହା ବହୁତ ଶୁଭ ବୋଲି ମାନା ଯାଇଥାଏ ଏବଂ ମନୁଷ୍ୟର ଆୟୁ ବୃଦ୍ଧି ପାଇଥାଏ |

ଚିରାଫଟା କପଡ଼ା କେବେ କାହାକୁ ଦାନ କରିବା ଉଚିତ ନୁହେଁ, ଗନ୍ଧିଆ ଖାଦ୍ୟ କାହାକୁ କେବେ ଦାନ କରନ୍ତୁ ନାହିଁ | ଯଦି ଘରେ ଛିଣ୍ଡା ଚପଲ ପଡ଼ିଅଛି ତାହେଲେ ତାହାକୁ ବି ଦାନ କରିବା ଅନୁଚିତ ଅଟେ, ଏହା ଦ୍ୱାରା ଆପଣଙ୍କର ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ି ନଥାଏ | ନିଜ ଘରର ଝାଡୁ କାହାକୁ ଦାନ କରିବା ଅନୁଚିତ ହୋଉଥାଏ ଏହାଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କର ସାଥ ଛାଡ଼ି ଦେଇଥାନ୍ତି | ଘରେ ବ୍ୟବହାର ହେଉଥିବା ତେଲ ଦାନ କରିବା ଅନୁଚିତ, ଏହା ସହିତ ଛୁରୀ, ଚାକୁ, ବ୍ଲେଡ଼ ଆଦି ଦାନ କରିବା ଅନୁଚିତ ଅଟେ |

Leave A Reply

Your email address will not be published.