ରକ୍ତ ବନେଇବାର ମେସିନ ଅଟେ ଏହି ଜୁସ, କେବଳ ୧ ଗ୍ଲାସ ପିଅନ୍ତୁ, ରକ୍ତ ଦାନ କରିବାକୁ ପଡିବ | IMMUNITY BOOSTER DRINK
ତେବେ ଆଜି ଏଭଳି ଏକ ଉପଚାର କଥା କହିବୁ ଯାହାଦ୍ୱାରା ଏହା ଆପଣଙ୍କ ରକ୍ତ ବନେଇବାରେ ସାହାଯ୍ୟ କରିବ, କେବଳ ଏକ ଗ୍ଲାସ ଖାଲି ପେଟରେ ଏହାକୁ ସେବନ କରନ୍ତୁ ରକ୍ତ ବନିବା ସହ ଦୁର୍ବଳତା ଦୂର ହୋଇଯିବ | ଯଦି ଆପଣଙ୍କର ୟୁମିନିଟି ପାୱାର କମ ଅଛି ତେବେ ତାହା ମଧ୍ୟ ଷ୍ଟ୍ରଙ୍ଗ ହେବ, ଏହା ସହିତ କେଶ ଲମ୍ବା ଏବଂ ଘନ ହେବ, ସ୍କିନ ଗ୍ଲୋ ହେବ, କ୍ୟାନ୍ସର ଭଳି ରୋଗରୁ ବଞ୍ଚି ରହିବେ ଏବଂ ଡାଇବେଟିସ ରୋଗ ପାଇଁ ମଧ୍ୟ ଏହା ଚମତ୍କାରୀ ଅଟେ |
ଆବଶ୍ୟକ ସାମଗ୍ରୀ :-
ଗାଜର, ବିଟ, ଆମଲା, ଅଦା, ଟମାଟୋ ଏବଂ କଳା ଲୁଣ |
ପ୍ରସ୍ତୁତି ପ୍ରଣାଳୀ :-
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗାଜର ର ଆବଶ୍ୟକତା ପଡ଼ିବ ଯାହାକି ଅଧା କିଲୋ ଗାଜରର ଦରକାର ହେବ, ପ୍ରଥମେ ଆପଣ ଗାଜର କୁ ଛେଲି ତାର ଚୋପା କାଢି ଦିଅନ୍ତୁ | ଗାଜର ଆଖି ପାଇଁ ବହୁତ ଭଲ ହୋଇ ଥାଏ, କଲେଷ୍ଟ୍ରଲ ଲେବୁଲ କୁ କମ କରିଥାଏ ଏବଂ କ୍ୟାନ୍ସର ରୁ ବଞ୍ଚାଇ ଥାଏ ଏହା ସହିତ ସ୍କିନ ରେ ମଧ୍ୟ ଗ୍ଲୋ ଆଣିଥାଏ | ତେବେ ଗାଜରର ଚୋପା ଛେଲିବା ପରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଆଉ ତାକୁ ଛୋଟ ଛୋଟ ପିସ ରେ କାଟି ଦିଅନ୍ତୁ | ଦ୍ୱିତୀୟ ସାମଗ୍ରୀ ହେଉଛି ବିଟ ଯାହାକି ଗୋଟିଏ ବିଟ ଏଥିପାଇଁ ଆବଶ୍ୟକ ପଡ଼ିବ |
ପ୍ରଥମେ ବିଟ ର ଚୋପା ଛେଲି ଦିଅନ୍ତୁ ଆଉ ତାକୁ ଭଲ ଭାବରେ ଧୋଇ ଏହାର ଛୋଟ ଛୋଟ ପିସ କରି କାଟି ଦିଅନ୍ତୁ | ଏହାପରେ ଏକ ଆମଲା ନିଅନ୍ତୁ ଯେଉଁଥିରେ ଭିଟାମିନ ସି ପ୍ରଚୁର ପରିମାଣ ରେ ରହିଥାଏ ଯାହାକି ୟୁମିନିଟି କୁ ଷ୍ଟ୍ରଙ୍ଗ କରିବା ପାଇଁ ସାହାଯ୍ୟ କରିଥାଏ | ତେବେ ଆମଲା କୁ ଛୋଟ ଛୋଟ ପିସ ରେ କାଟି ଏଥିରେ ପକାନ୍ତୁ ଏବଂ ଏହାପରେ ଏକ ଇଞ୍ଚର ଅଦା ନେଇ ସେଥିରେ ପିସ କରି ପ୍ରୟୋଗ କରନ୍ତୁ | ଶେଷରେ ଏକ ଟମାଟୋ ନିଅନ୍ତୁ ଏବଂ ଏହି ଟମାଟୋ କୁ ଛୋଟ ଛୋଟ ପିସ କରି ପକାନ୍ତୁ | ତେବେ ଏହି ସବୁ ସାମଗ୍ରୀ କୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ଏବଂ ଏକ ସୂତା କପଡ଼ା ସାହାଯ୍ୟ ରେ ଏହାକୁ ରଖି ଏକ ପାତ୍ର ରେ ଏହାର ରସ କାଢି ଦିଅନ୍ତୁ |
ତେବେ ଜୁସ ପ୍ରସ୍ତୁତ ହୋଇ ସାରିବା ପରେ ସେଥିରେ ଅଧା ଚାମଚ କଳା ଲୁଣ ମିଶାନ୍ତୁ | ତେବେ ପ୍ରତିଦିନ ସକାଳୁ ଏକ ଗ୍ଲାସ ଆପଣ ଏହି ଜୁସର ସେବନ କରନ୍ତୁ ଦେଖିବେ ଅନେକ ରୋଗ ରୁ ଆପଣ ବଞ୍ଚିକି ରହିବେ | ଏହି ଜୁସ ଦେଖିବା ପାଇଁ ଯେମିତି ଲାଲ ଅଟେ ସେହିଭଳି ଭାବେ ଏହା ଆପଣଙ୍କ ରକ୍ତ ମଧ୍ୟ ବନେଇ ଥାଏ ରକ୍ତ ର ଅଭାବ କାରଣ ରୁ ଆପଣ ଙ୍କୁ ଅନେକ ସାରା ରୋଗ ହୋଇ ପାରେ ସେଥିପାଇଁ ଆପଣ ଏହି ଜୁସ ର ପ୍ରୟୋଗ କରନ୍ତୁ | ଏହି ଜୁସ ଆପଣ ଙ୍କର ଖରାପ ରକ୍ତ କୁ ସଫା କରି ନୂଆ ରକ୍ତ କୁ ବନେଇ ଥାଏ |