କେମିତି ହୁଏ ଓଡ଼ିଆ Amlan ଫିଲ୍ମ ସୁଟିଂ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….

ତେବେ ସୋସିଆଲ ମିଡ଼ିଆ ଆମେ ଅନେକ ଭିଡ଼ିଓ ମାନ ସବୁ ଆଦି ଦେଖିବାକୁ ପାଇଥାଉ ଯାହା ବେଳେ ବେଳେ ଆମର ଖୁବ ମନରଞ୍ଜନ କରାଇ ଥାଏ | ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯାହାଙ୍କର ଅଭିନୟ ଦେଖିବା ପାଇଁ ଆମେ ଖୁବ ପସନ୍ଦ କରିଥାଉ | ଏହି ସେଲିବ୍ରେଟି ମାନେ ପ୍ରାୟ ସମୟରେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହିଥାନ୍ତି ଅର୍ଥାତ ତାଙ୍କର କିଛି ନା କିଛି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଥାଏ |

ଆପଣ ତ ବେସ ଭଲ ଜାଣିଛନ୍ତି, ତେବେ ଏହି କରୋନା ପରଠାରୁ ଓଲିଓଡ଼ ଜଗତ ରେ ଯେପରି ଭଲ ଫିଲ୍ମ ଆଉ ଦେଖିବାକୁ ମିଳୁ ନଥିଲା ଯାହାକି ଫିଲ୍ମ ଜଗତ ରେ ଯେପରି ମରୁଡି ପଡ଼ି ଯାଇଥିଲା | ତେବେ ବର୍ତ୍ତମାନ ସମୟରେ ବାବୁସାନ ଙ୍କ ଫିଲ୍ମ ଦମନ ପରେ ପୁଣି ଓଲିଓଡ଼ ଜଗତ ଯେପରି ଚେଇଁ ଉଠିଛି |

 

ଅନେକ ସମୟରେ ସୋସିଆଲ ମିଡ଼ିଆ ରେ ଆମେ ଫିଲ୍ମ ରେ ହୋଇ ଥିବା ସୁଟିଂ ର କିଛି ଝଲକ ଦେଖିବା ପାଇଁ ପାଇ ଥାଉ ଯାହା ଖୁବ ମଜାଦାର ହୋଇଥାଏ | ତେବେ ବର୍ତ୍ତମାନ ସମୟରେ ଏକ ଫିଲ୍ମ ର ଫାଇଟିଙ୍ଗ ସୁଟିଂ କିପରି ହେଉଛି ତାହା ଦେଖିବା ପାଇଁ ମିଳିଛି |

ଆପଣ ମାନେ ତ ଓଲିଓଡ଼ ଇଣ୍ଡଷ୍ଟ୍ରି ର ହ୍ୟାଣ୍ଡସମ ହିରୋ ଅମ୍ଳାନ ଦାସ ଙ୍କୁ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି ନିଜ ଅଭିନୟ ମାଧ୍ୟମ ରେ ସାରା ଓଡ଼ିଶା ରେ ନିଜର ସ୍ୱତନ୍ତ୍ର ନାଁ ସୃଷ୍ଟି କରି ପାରିଛନ୍ତି | ସେ ଏକ କଳାକାର ପରିବାର ରୁ ହିଁ ଜନ୍ମ ନେଇ ଥିଲେ ଆଉ ପରେ ପରେ ସେ ଅନେକ ଫିଲ୍ମ ରେ କାମ କରି ଲୋକ ପ୍ରିୟତା ହାସଲ କରି ପାରି ଥିଲେ |

 

ତେବେ ଯେଉଁ ସୁଟିଂ ର ଭିଡ଼ିଓ ଭାଇରାଲ ହେଉଛି ତାହା ହେଉଛି ଅମ୍ଳାନ ଙ୍କର ଏକ ସୁଟିଂ ର ସିନ ଅଟେ ଆଉ ଯାହାକି ଆଗାମୀ ସମୟରେ ତାଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ଆଉ ଯାହାର ସୁଟିଂ ର ଝଲକ ଏବେ ଭାଇରାଲ ହେବାରେ ଲାଗିଛି |

ଏଠାରେ ଅମ୍ଳାନ ଙ୍କୁ ଦମଦାର ଫାଇଟ ସୁଟିଂ ପାଇଁ ଆକ୍ସନ ଚାଲି ଥାଏ ଯାହାକି, ସୁଧାଂଶୁ ମହନ ସାର ଅମ୍ଳାନ ଙ୍କୁ ଫାଇଟ କେମିତି କରିବେ ତାହା ଶିଖାଉଥାନ୍ତି | ଏହାପରେ ଅମ୍ଳାନ ଙ୍କୁ ଉପରକୁ ଉଠାଇବା ପାଇଁ ତାଙ୍କ ଅଣ୍ଟା ରେ ଏକ ଦୌଡ଼ି ବନ୍ଧା ଯାଉଛି ଯାହାକି ଦେଖିବା ପାଇଁ ଖୁବ ସୁନ୍ଦର ଲାଗୁଛି | ତେବେ ଏଠାରେ ଅମ୍ଳାନ ଏକ ସାର୍ଟ ଓ ଲୁଙ୍ଗି ପିନ୍ଧିଛନ୍ତି ଅର୍ଥାତ ଏହା ଏକ ଗାଁ ର ଦୃଶ୍ୟ ଭଳି ଲାଗୁଛି | ତେବେ ଅମ୍ଳାନ ଙ୍କର ନୂଆ ଫିଲ୍ମ ପାଇଁ ଏବେ ପର୍ଯ୍ୟନ୍ତ ମଧ୍ୟ ସୁଟିଂ ଜାରି ରହିଛି ଆଉ ଏହାର କିଛି ଝଲକ ମଧ୍ୟ ଦର୍ଶକ ଙ୍କୁ ଖୁବ ପସନ୍ଦ ଆସିଛି |

Leave A Reply

Your email address will not be published.