ଦେଖନ୍ତୁ Shocking ଭିଡ଼ିଓ ରାତି ଅଧରେ ଟୋକା ଡାକି କରୁଥିଲେ ରାସକେଳି ଶଶୂର ଦେଖି ଅସମ୍ଭାଳ…ଆଉ ତା ପରେ

ଆପଣ ମାନେ ତ ଜାଣିଛନ୍ତି ସ୍ୱାମୀ ସ୍ତ୍ରୀ କେତେ ଯେ ପବିତ୍ର ବନ୍ଧନ ବା ସମ୍ପର୍କ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହିଥାଏ | କିନ୍ତୁ ଆଜିକାଲି ଯୁଗରେ ପରକୀୟା ପ୍ରୀତି ଅନେକ ସମୟରେ ଦେଖିବା ପାଇଁ ମିଳୁଛି | କେତେ ବେଳେ ସ୍ୱାମୀ ଅନ୍ୟ କେଉଁଠି ଖରାପ ସମ୍ପର୍କ ରଖୁଛି ତ ପୁଣି କେଉଁଠି ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କ ରଖୁଛି | ଶାରୀରିକ ସମ୍ପର୍କ ରଖିବା ପାଇଁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ବିବେକ ବୁଦ୍ଧି ମଧ୍ୟ ହରାଇ ବସନ୍ତି, ଆଉ ଏବେ ସେଭଳି ଏକ ଘଟଣା ପୁଣି ଦେଖିବା ପାଇଁ ମିଳିଛି |

ରାତି ଅଧରେ ପଇସା ନେଇ ଜଣେ ଯୁବକ ଦେହର ସୁଖ ମେଣ୍ଟାଉ ଥିଲେ କିନ୍ତୁ ବେଳା ଖରାପ ପଡିବାରୁ ଘର ଲୋକ ଙ୍କ ହାବୁଡ଼ା ରେ ପଡ଼ି ଗଲେ | ଏହାପରେ ଶଶୁର ଘର ଲୋକ ଙ୍କୁ ଡାକି ତାଙ୍କ ବୋହୁ ଆଉ ସେ ଯୁବକ ଉପରେ କେମିତି ଚଢୁଛନ୍ତି ତାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ବାହା ହୋଇ ସାରିଲା ପରେ ମଧ୍ୟ ସ୍ୱାମୀ ନଥିବା ବେଳେ ସ୍ତ୍ରୀ ତାଙ୍କ ପ୍ରେମିକ ସହିତ କାମନା ବାସନା ମେଣ୍ଟାଇବା ତାଙ୍କୁ ଘରକୁ ଡାକି ଥିଲେ | କିନ୍ତୁ ଯାହାକି ଶଶୁର ବୋହୁ ଆଉ ତାଙ୍କ ପ୍ରେମିକ କୁ ରେଡ଼ ହ୍ୟାଣ୍ଡ ରେ ଧରି ଥିଲେ ଯାହାକି ଖୁବ ଲଜ୍ୟା ଜନକ କଥା ଅଟେ |

ତେବେ ଘଟଣା ଟି ହେଉଛି ସ୍ୱାମୀ ବାହାରେ ଚାକିରୀ କରନ୍ତି ଆଉ ଏପଟେ ସ୍ତ୍ରୀ ଘରେ ରହି ପ୍ରେମିକ ସହ ପ୍ରେମ କରନ୍ତି | ରାତି ସମୟରେ ଘରେ କେହି ନଥିବା ବେଳେ ସୁଯୋଗ ଦେଖି ମହିଳା ଜଣଙ୍କ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କ ପ୍ରେମିକ କୁ ଡାକି ଥିଲେ | କିନ୍ତୁ ଭାଗ୍ୟ ଖରାପ ରୁ ମହିଳା ଙ୍କର ଶଶୁର ପ୍ରେମିକ ଓ ବୋହୁ ଙ୍କୁ ଧରି ଦେଇ ଥିଲେ ଏହାପରେ ଯାହା ଘଟିଲା ତାହା ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି | ଶଶୁର ରାଗି ଯାଇ ବୋହୁ ଆଉ ସେହି ଯୁବକ ଙ୍କୁ ଖୁବ ପାଟିତୁଣ୍ଡ କରି ଥିଲେ ଏବଂ ଖରାପ ଭାଷାରେ ଗାଳି ଗୁଲଜ ମଧ୍ୟ କରି ଥିଲେ |

ପଚାରିବାରୁ ଜଣା ପଡିଥିଲା କି ମହିଳା ଜଣଙ୍କ ତାଙ୍କ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିବା ସହିତ ପାଞ୍ଚ ହଜାର ଟଙ୍କା ମଧ୍ୟ ଦେଇ ଥିଲେ | ତେବେ କେହି ଜଣେ ଏହାର ପୁରା ଦୃଶ୍ୟ ମୋବାଇଲ ରେ ରେକର୍ଡ କରି ଥିଲେ ଯାହାକି ଏବେ ଏହା ଭାଇରାଲ ହେବାରେ ଲାଗିଛି ଆଉ ଏଭଳି ଭିଡ଼ିଓ ଦେଖି ଲୋକେ ମଧ୍ୟ ଖୁବ ନିନ୍ଦା କରିଛନ୍ତି | ଏଭଳି ଘଟଣା ସମାଜ ଉପରେ ଖୁବ ଖରାପ ପ୍ରଭାବ ପକାଉଛି ଯାହାଦ୍ୱାରା ଯୁବପିଢ଼ି ମାନେ ମଧ୍ୟ ଖରାପ ହୋଇ ଯାଉଛନ୍ତି |

Leave A Reply

Your email address will not be published.