ଓଃ କି ଡ୍ୟାନ୍ସ ! ବାଙ୍ଗାଲୋର ରେ ଧଉଳି ଗଣନାଟ୍ୟ କଲା କମାଲ… ୧୦ ହଜାର ରୁ ଅଧିକ ଟଙ୍କା ଗିଫ୍ଟ ଦେଲେ ଦର୍ଶକ…

ଅଭିନୟର ଏକର ଏକ ନିଆରା ମଞ୍ଚ ହେଉଛି ଯାତ୍ରା ମଞ୍ଚ। ଯେଉଁଠି ନିଜ ନିଜର ପ୍ରିୟ କଳାକାର ମାନଙ୍କ ଅଭିନୟ କୁ ଦର୍ଶକ ମାନେ ଜୀବନ୍ତ ଦେଖିବାର ସୁଯୋଗ ପାଇଥାନ୍ତି। ଆଉ ଦର୍ଶକ ମାନଙ୍କ ଭଲ ପାଇବାକୁ କଳାକାର ମାନେ ସିଧା ସଳଖ ପାଇ ପାରନ୍ତି। ଅନେକ ଦର୍ଶକ ରହିଛନ୍ତି ଯେଉଁମାନେ ସିନେମା ଏବଂ ଧାରାବାହିକ ଅପେକ୍ଷା ଯାତ୍ରା ଦେଖିବା ପାଇଁ ଅଧିକ ପସନ୍ଦ କରନ୍ତି। ବିଶେଷ କରି ଆମେ ଯଦି ଆମ ଓଡ଼ିଶା କଥା ଦେଖିବା ଅନେକ ଓଡ଼ିଆ ଦର୍ଶକ ରହିଛନ୍ତି ଯେଉଁମାନେ କି ଯାତ୍ରା ଦେଖିବା ପାଇଁ ପାଗଳ ହୋଇ ଉଠିନ୍ତି। ଓଡ଼ିଶାର ଅଗଣିତ ଦର୍ଶକ ରହିଛନ୍ତି ଯେଉଁ ମାନେ ସିନେମା ଅପେକ୍ଷା ଯାତ୍ରା ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି।

ତେବେ ଯାତ୍ରା ଜଗତରେ ଏମିତି କିଛି କଳାକାର ରହିଛନ୍ତି ଯେଉଁ ମାନେ କି ନିଜ ଅଭିନୟର ଯାଦୁ ଦ୍ୱାରା ଦର୍ଶକ ମାନଙ୍କ ହୃଦୟରେ ରାଜ୍ କରୁଛନ୍ତି। ଆଉ ଦର୍ଶକ ମାନେ ତାଙ୍କର ଦମଦାର ଅଭିନୟକୁ ଦେଖିବା ପାଇଁ ଭିଡ ଜମାଇ ଥାନ୍ତି। ତେବେ ଆପଣ ମାନେ ଯାତ୍ରା ଜଗତର ଅନେକ କଳାକାର ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।

ଆଉ ସେମାନଙ୍କ ଦମଦାର ଅଭିନୟକୁ ପେଣ୍ଡାଲ ଉପରେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଉଥିବେ। ଯାତ୍ରା ଜଗତର ଅନେକ କଳାକାର ରହିଛନ୍ତି ଯେଉଁ ମାନଙ୍କ ବାବଦରେ ଜାଣିବା ପାଇଁ ଦର୍ଶକ ମାନେ ବେଶ୍ ଆଗ୍ରହ ପ୍ରକାଶ କରିଥାନ୍ତି। ଏବଂ ନିଜ ନିଜର ପ୍ରିୟ କଳାକାର ମାନଙ୍କୁ ଫଲୋ ମଧ୍ୟ କରି ଥାଆନ୍ତି।

ତେବେ ଯାତ୍ରା ଦେଖିବାକୁ ଓଡ଼ିଶାର ଅଗଣିତ ଦର୍ଶକ ମାନେ ପସନ୍ଦ କରନ୍ତି। ବିଶେଷ କରି ଯାତ୍ରା ରେ ଦେଖା ଯାଉଥିବା କମେଡି ସିନ୍ ସବୁ ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଥାଏ। ଦର୍ଶକ ମାନେ ଯାତ୍ରା ର ଏହି ସବୁ କମେଡି ସିନ୍ ଦେଖି ହସି ହସି ଗଡି ଯାଆନ୍ତି। ଯାତ୍ରା କମେଡ଼ିଆନ ମାନଙ୍କ ସୁନ୍ଦର୍ ଅଭିନୟକୁ ଖୁବ୍ ଏଞ୍ଜୟ୍ କରନ୍ତି ଦର୍ଶକ। ଆଉ ଏହା ସହିତ ମେଲୋଡି ଦେଖିବା ପାଇଁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଥାନ୍ତି । ତେବେ ବର୍ତ୍ତମାନ ମଧ୍ୟ ସେହିପରି ଗୋଟିଏ ଭିଡ଼ିଓ ଦେଖିବାକୁ ମିଳିଛି ।

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ବେଙ୍ଗଲୋର ରେ ଧଉଳି ଗଣନାଟ୍ୟ ର ଅଭିନୟ ର ଯାଦୁ ଦେଖିବାକୁ ମିଳିଛି | ଭିଡିଓରେ ଯାତ୍ରାର ଝଲକ ସହିତ ମେଲୋଡି ମଧ୍ୟ ଦେଖିବା କଥା ମଧ୍ୟ କହିଛନ୍ତି | ତେବେ ମାନସ ଜେନା ତାଙ୍କର ଜବରଦସ୍ତ ପୋରଫୋମେନ୍ସ ଦେଖାଇବାକୁ ଲାଗିଛନ୍ତି ଧଉଳି ଗଣନାଟ୍ୟର ଯାତ୍ରା ମଞ୍ଚରେ ଏବଂ ଜବରଦସ୍ତ ଏକ ଓଡ଼ିଆ ଗୀତ ଗାଇବାକୁ ଲାଗିଛନ୍ତି ଯାତ୍ରା। ତାହା ସହିତ ଦେଖୁବାକୁ ମିଳିଛି କି କେଉଁ ଭଳି ଭାବରେ ଯାତ୍ରା ମଞ୍ଚରେ ତାଙ୍କର ପୋରଫୋମେନ୍ସ କୁ ଦେଖିବା ପରେ ଦର୍ଶକ ମାନେ ବେଶ ଖୁସି ହେବା ସହିତ ତାଙ୍କୁ ପ୍ରାୟ 10 ହଜାର ଟଙ୍କା ରୁ ଅଧିକ ଗିଫ୍ଟ ଦେଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି ।

Leave A Reply

Your email address will not be published.