IAS ପ୍ରଶ୍ନ :- ତାହା କ’ଣ ଅଟେ, ଯାହାର ଚାରିପଟେ ବାଳ ଥାଏ, ତା’ ମଝିରେ ସ୍ବାମୀ ଥରେ ପୂରାଏ,ତା’ ପରେ ସ୍ତ୍ରୀ ନିଜେ ନିଏ ? 2 ସେକେଣ୍ଟ ର ଉତ୍ତର ଦେଇ ଦେଖ…..
ଆଗ କାଳରେ ଜ୍ଞାନ ଆହରଣ ପାଇଁ ପୁସ୍ତକ ଟିଏ ଦରକାର ହେଉ ଥିଲା କିନ୍ତୁ ଏବେକା ସମୟରେ ପୁସ୍ତକ ସହିତ ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଅନେକ ଶିକ୍ଷା ପାଇ ପାରୁଛୁ | ତେବେ ଯେତେ ବେଳେ ଗୋଟେ ବ୍ୟକ୍ତି ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ |
1.ଓଡ଼ିଶାର ସବୁଠାରୁ ବଡ଼ ବସ ଷ୍ଟାଣ୍ଡ ର ନାମ କଣ ଅଟେ ?
ଉତ୍ତର- ସରକାରୀ ବସ ଷ୍ଟାଣ୍ଡ
2.ଓଡ଼ିଶାର ସବୁଠାରୁ ବଡ଼ ସହର ର ନାମ କଣ ଅଟେ ?
ଉତ୍ତର- କଟକ
3. ଆୟତନ ଅନୁସାରେ ଓଡ଼ିଶା ର ସବୁଠାରୁ ବଡ଼ ଜିଲ୍ଲା ର ନାମ କଣ ?
ଉତ୍ତର- ମୟୁରଭଞ୍ଜ
4. ଓଡ଼ିଶା ର ସବୁଠାରୁ ବଡ଼ ଠାକୁର ଙ୍କ ର ନାମ କଣ ?
ଉତ୍ତର- ଶ୍ରୀ ଜଗନ୍ନାଥ
୫-ଏମିତି କେଉଁ ଜିନିଷ ଅଛି ଯାହାର ଚାରି କଡରେ ଚୁଟି ରହିଛି, ଯାହାକି ସ୍ୱାମୀ ଥରେ ପୁରାଇ ଦିଏ କିନ୍ତୁ ସ୍ତ୍ରୀ ତାକୁ ସବୁଦିନ ଲଗାଏ ?
ଉତ୍ତର :-ସିନ୍ଦୁର
6-ଏମିତି କେଉଁ ଟେବୁଲ ରହିଛି ଯାହାକୁ ଆମେ ଖାଇ ଥାଉ ?
ଉତ୍ତର :-ଭେଜି ଟେବୁଲ
୭ -ତାହା କେଉଁ ଜିନିଷ ତାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରହିଥାଏ ?
ଉତ୍ତର :-ଗରମ ମସଲା
୮-ତାହା କେଉଁ ଜିନିଷ ଯାହାକୁ ଝିଅ ମନେ ବର୍ଷରେ ଥରେ ମାତ୍ର କିଣିଥାନ୍ତି?
ଉତ୍ତର :-ରାକ୍ଷୀ
୯-ଅଇଲାଲ ମା ଟକଲି ଦିଅଁକୁ ଖାଇଲା, ଦେବତା ଖାଇଲା ଆହୁରି ଖାଇବ ଖଟୁଲି ?
ଉତ୍ତର :-ନିଆଁ
୧୦ -ଗଛଟି ଲଣ୍ଡା ତା ଉପରେ ବସିଛନ୍ତି ଫକୀର ପଣ୍ଡା?
ଉତ୍ତର :-ଚୁଲି ଉପରେ ହାଣ୍ଡି
୧୧-ଏମିତି ଏକ ନାମ କୁହ ଯେଉଁ ଥିରେ ତାଲା ଚାବି ଦୁଇଟି ଯାକ ରହି ଅଛି ?
ଉତ୍ତର :-ଲକି
୧୨ -ଗାଇ କ୍ଷୀର ଦିଏ କୁକୁଡ଼ା ଅଣ୍ଡା ଦିଏ କିନ୍ତୁ କିଏ ଅଛି ଯିଏ ଦୁଇଟି ଯାକ ଦେଇ ଥାଏ?
ଉତ୍ତର :-ଦୋକାନୀ
୧୩ -ଦୁନିଆରେ ଏମିତି କେଉଁ ଜିନିଷ ରହିଛି ଯାହା ଯେତେ ଖାଇଲେ ମଧ୍ୟ ପେଟ ପୁରୀ ନଥାଏ ?
ଉତ୍ତର :-ରାଣ
୧୪ -ତାହା କଣ ଯାହା କେବଳ ବଢ଼ି ଥାଏ ମାତ୍ର ବଢ଼ି ନଥାଏ ?
ଉତ୍ତର :-ବୟସ
୧୫ -ଏମିତି କିଏ ରହିଛି ଯିଏ ଆଲୋକ ଦ୍ଵାରା ବଞ୍ଚିଥାଏ ଏବଂ ଆଲୋକ ଦ୍ଵାରା ହିଁ ମରିଯାଏ, ସେ କିଏ ଅଟେ ?
ଉତ୍ତର :-ଛାଇ