OMG ! ଓଡ଼ିଆ ଯୁବକଙ୍କ AUDIO CALL ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ହେବାରେ ଲାଗିଛି ।କେତେ ବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେ ବେଳେ ଏହି ଲୋକ ମାନେ ଜାଣିଶୁଣି ଏସବୁକୁ ଖରାପ୍ ରେ ନେଉଛନ୍ତି। ଆଉ କେତେବେଳେ ଏହି ଭାଇରାଲ ଭିଡ଼ିଓ ହିଁ ଲୋକ ମାନଙ୍କ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଛି।ତେବେ ଆପଣମାନେ ମନୋରଞ୍ଜନର ପାଇଁ ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ।

ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉ ଥିବେ।ତେବେ ସୋସିଆଲ ମିଡିଆ ରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଆଉ କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଲୋକେ ଦେଖି ହସି ହସି ବେଦମ ହୋଇଯିବେ।


ଆଜି କାଲି ବହୁତ୍ ଗୁଡ଼ିଏ ଅଡିଓ ଭାଇରାଲ ହେବାରେ ଲାଗିଛି।ଆଜି ଆମେ ସେହିଭଳି ଏକ ଭାଇରାଲ ଅଡିଓ ରେକର୍ଡ ବାବଦରେ ଜଣାଇବୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ଚକିତ ମଧ୍ୟ ହୋଇଯିବେ।ତାହା ହେଉଛି ଜଣେ ଓଡ଼ିଆ ଯୁବକଙ୍କ ଅଡ଼ିଓ କଲ୍ ଭାଇରାଲ୍ ହେବାରେ ଲାଗିଛି।

ତେବେ ଯୁବକ ଜଣକ ଏଭଳି ଭାଷାରେ କଥା ବାର୍ତ୍ତା କରୁଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ସୂଚନା ଅନୁସାରେ, ଜଣେ ଗ୍ରାହକ ଜଣେ କଷ୍ଟମର କେୟାରଙ୍କ ସହିତ ଏଭଳି ଭାବରେ କଥା ହେଉଛନ୍ତି ଯାହାକି ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।  ତେବେ ଭିଡ଼ିଓ ଟି ହେଉଛି ଆମ ଓଡ଼ିଆ ଟୋକା ଏବଂ ଜିଓ କଷ୍ଟମର କେୟାର ମଧ୍ୟରେ।

ତେବେ ଘଟଣା କିଛି ଏହିପରି ରହିଛି କି ଦୁଇ ଓଡ଼ିଆ ଟୋକା ଙ୍କ ର ମୋବାଇଲ ରେ ନେଟୱାର୍କ ଠିକ ଭାବରେ ଆସୁ ନାହିଁ ତେଣୁ ସେମାନେ ଜିଓ କେୟାର କୁ କଲ କରିଛନ୍ତି। ଆଉ ଭାଗ୍ୟ କୁ ତାଙ୍କର କଲ ଜଣେ ଝିଅ ଉଠାଇଛନ୍ତ।ତେବେ ଯୁବତୀ କଷ୍ଟମର କେୟାର ଜଣଙ୍କ କଲ ରିସିଭ କରିବା ପରେ ସେ ତାଙ୍କୁ ପ୍ରଥମେ ଇଂରାଜୀ ରେ କଥା ହୋଇଥିଲେ ମାତ୍ର ଯୁବକ ଜଣଙ୍କ ତାଙ୍କୁ କହିଥିଲେ କି ମାଡାମ ତୁମ ଇଂରାଜୀ ଭାଷା ରଖ ଆମେ ଓଡ଼ିଆ ଟୋକା ଆମ ଭାଷା ରେ କଥା ହେବୁ।

ତା ପରେ ଯୁବତୀ ଜଣଙ୍କ ଓଡ଼ିଆ ଭାଷା ରେ କଥା ହେବା ଆରମ୍ଭ କରିଥିଲେ। ତେବେ ଯୁବକ ଜଣଙ୍କ କହିଥିଲେ କି ତାଙ୍କର କଲ କଲେ ଠିକ ସେ କଥା ଶୁଣା ଯାଉ ନାହିଁ କିମ୍ବା ମୋବାଇଲ ର ନେଟୱାର୍କ ଠିକ ଭାବରେ ରହୁ ନାହିଁ କଣ ଅସୁବିଧା କୁହ ଟିକେ।ତା ପରେ ଦୁଇ ଓଡ଼ିଆ ଯୁବକ ତାଙ୍କର ଖାଣ୍ଟି ଓଡ଼ିଆ ଭାଷା ରେ କଥା ହେବା ଆରମ୍ଭ କରିଦେଲେ ଆଉ କଷ୍ଟମର କେୟାର ର ସୁଦ୍ଧ ଓଡ଼ିଆ ଭାଷା କୁ ବୁଝି ପାରିଲେ ନାହିଁ ।

ଆଉ ଯୁବତୀ ଜଣଙ୍କ ଯେତେବେଳେ ତାଙ୍କୁ ଅଟୋ ମୋଡ଼ କରିବା ପାଇଁ ନେଟୱାର୍କ ସେଟିଂ କୁ କହିଥିଲେ ସେତେବେଳେ ଯୁବକ ଜଣଙ୍କ କହିଥିଲେ ଆମ ଗାଁ ରେ ଅଟୋ ଟେଂପୁ କିଛି ନାହିଁ ଆଉ କଣ କହୁଛ କୁହ। ତା ପରେ ଯୁବତୀ ଜଣଙ୍କ କହିଥିଲେ କି ସାର ମୁଁ ସେ ଅଟୋ କଥା କହୁ ନାହିଁ , ଆଉ ସଙ୍ଗେ ସଙ୍ଗେ ଅନ୍ୟ ଜଣେ ଯୁବକ ସେହି କଲ କୁ ଧରି ତାଙ୍କ ସହ ମଜା କରିବାକୁ ଲାଗିଲେ। ତେବେ ସମ୍ପୂର୍ଣ୍ଣ ଭିଡ଼ିଓ ଟି ଏହିପରି ମଜକିଆ ଭାବରେ ହୋଇଛି ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ। ତେବେ ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

Leave A Reply

Your email address will not be published.