VIRAL VIDEO – ପ୍ରଥମ ଥର ପାଇଁ ଦୁଃଖ ପ୍ରକାଶ କରି ହିରୋ ବାବୁସାନ ମହାନ୍ତି , ମିଡ଼ିଆ ଆଗରେ କହିଲେ ଏମିତି ! ଦେଖନ୍ତୁ ଏହାର LIVE ଭିଡ଼ିଓ…

ଆପଣ ମାନେ ତ ଜାଣିଛନ୍ତି ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ବାବୁସାନ ମହାନ୍ତି ଙ୍କର ଦମନ ଫିଲ୍ମ ଟି କିପରି ନାଁ କମାଇଛି | ଯାହାକି ଓଡ଼ିଆ ରେ ରିଲିଜ ହେବା ପରେ ପରେ ଏହି ଫିଲ୍ମ ଟିକୁ ଏତେ ମାତ୍ରା ରେ ଭଲ ପାଇବା ମିଳି ଥିଲା ଯେ ଆଗକୁ ଏବେ ହିନ୍ଦୀ ଓ ଏମିତି କେତୋଟି ଭାଷାରେ ରିଲିଜ ହେବା ପାଇଁ ଯାଉଛି |

କେବଳ ଓଡ଼ିଶା ରେ ନୁହେଁ ବରଂ ଏହି ଦମନ ଫିଲ୍ମ ଟି ଭାରତ ସାରା ଏବେ ଖୁବ ଚର୍ଚ୍ଚା ରେ ରହିଛି | ତେବେ ଆଜି ଦମନ ଫିଲ୍ମ ର ଟେଲର ସାମ୍ନାକୁ ଆସିଛି ଆଉ ଯାହାକୁ ଫେବୃଆରୀ 3 ତାରିଖ ଦିନ ଦମନ ଫିଲ୍ମ ର ହିନ୍ଦୀ ରିଲିଜ ହେବା ପାଇଁ ଯାଉଛି ଯାହାକୁ ନେଇ ଦର୍ଶକ ଖୁବ ଉତ୍ସାହ ର ସହ ଅପେକ୍ଷା କରି ରହିଛନ୍ତି |

ତେବେ ଏହି ଦମନ ଫିଲ୍ମ କୁ ନେଇ ଏକ ଇଭେଣ୍ଟ ସୋ ଦେଖିବା ପାଇଁ ମିଳିଛି ଯାହାକି ଏହି ସୋ ରେ ଦେଖିବା ପାଇଁ ମିଳି ଥିଲା କି ମନୀଷ ମଲହୋତ୍ରା ଙ୍କ ହାତରୁ ବାବୁସାନ ମହାନ୍ତି ଏକ ଆୱାର୍ଡ ଗ୍ରହଣ କରିଛନ୍ତି ଆଉ ଏହାପରେ ପରେ ଷ୍ଟେଜ ରେ ମନୀଷ ମଲହୋତ୍ରା ଙ୍କ ସହିତ ବାବୁସାନ ରାମ୍ପ ରେ ମଧ୍ୟ ଚାଲିଛନ୍ତି | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

 ତେବେ ଏହି ସୋ ରେ ବାବୁସାନ ମିଡ଼ିଆ ରେ କହିଛନ୍ତି କି ମୁଁ ଗଭର୍ଣ୍ଣର ଙ୍କ ଉପସ୍ଥିତ ରେ ଏହି ଆୱାର୍ଡ ଟି ନେଲି, ମୋର ଫ୍ୟାସନ ସୋ କିଛି ନାହିଁ କିନ୍ତୁ ଏହି ଷ୍ଟେଜ ରେ ଏହି ଜାଗାରେ ପ୍ରେଜେନ ରହିକି ବହୁତ କିଛି ଭଲ ଲାଗିଲା | ଆଉ ମନୀଷ ମୋଲହୋତ୍ରା ଙ୍କ ସହିତ ରାମ୍ପରେ ଚାଲିକି ବହୁତ ଖୁସି ଲାଗିଲା ଆଉ ତାଙ୍କ ସହିତ ଫଟୋ ଉଠାଇ ମଧ୍ୟ ବହୁତ ବଢିଆ ଲାଗିଲା | ଆଉ ଗଭର୍ଣ୍ଣର ଙ୍କ ସହିତ ମୁଁ ଏ ଦମନ ଫିଲ୍ମ ବିଷୟରେ କଥା ହେଉ ଥିଲି ଯାହାକି ତାଙ୍କୁ ଏହି ଫିଲ୍ମ ଟି ବହୁତ ଭଲ ଲାଗିଛି ବୋଲି ସେ କହିଛନ୍ତି କଉଠି ଦେଖିଛନ୍ତି ତ ମୁଁ ଜାଣି ନାହିଁ କିନ୍ତୁ ତାଙ୍କୁ ବହୁତ ପସନ୍ଦ ଆସିଛି |

ଏହି ସ୍ଥାନରେ ରହିକି ମୋର ସବୁ ଟିମ କୁ ଧନ୍ୟବାଦ ଦେବିକି ମତେ ସେମାନେ ନିମନ୍ତ୍ରଣ ଦେଲେ ଆଉ ମୁଁ ଏଠିକି ଆସି ପାରିଲି | ଆଉ ଏହି ଫିଲ୍ମ ଟି ଏତେ ସଫଳତା ହାସଲ କରିଛି, ଏଥିରେ ଆମେ ହିରୋ ନୁହେଁ କି ମୁଁ ହିରୋ ନୁହେଁ ସବୁଠୁ ବଡ଼ ହିରୋ ହେଉଛନ୍ତି ସମସ୍ତ ଦର୍ଶକ, ଦର୍ଶକ ଠୁ ବଡ଼ ହିରୋ ଆଉ କେହି ନାହାଁନ୍ତି | ଆଉ ଶେଷରେ କହିଛନ୍ତି କି କାଲି ଗୋଟେ ସରପ୍ରାଇଜ ଅଛି ଆପଣ ଜାଣି ପାରିବେ |

Leave A Reply

Your email address will not be published.