Big Breaking – bollywood ଷ୍ଟାର ସୁନୀଲ ସେଠୀଙ୍କ ଝିଅ ଆଥିଆ ସେଠୀଙ୍କୁ ବିବାହ କରିବେ indian କ୍ରିକେଟର କେଲ ରାହୁଲ… ଦେଖନ୍ତୁ video

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ସେଲିବ୍ରେଟିଙ୍କ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।

କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଖୁସି ଅନୁଭବ କରିଥାଉ । ତେବେ ଏଠାରେ ଜଣେ ସୁନାମଧନ୍ୟ କ୍ରିକେଟର ଭାବେ ଖ୍ୟାତି ଅର୍ଜନ କରିଥିବା କେ. ଏଲ୍. ରାହୁଲ ଙ୍କ ବିଷୟରେ କହିବାକୁ ଯାଉଛୁ।

ତେବେ ଆପଣ ମାନେ କ୍ରିକେଟ ର କେ. ଏଲ .ରାହୁଲ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ଜଣେ ଉନ୍ନତ କ୍ରିକେଟର ଅଟନ୍ତି ଯିଏକି ଭାରତୀୟ କ୍ରିକେଟ ଦଳ କୁ ବିଜୟ ଆଭିମୁଖେ ନେବା ରେ ସାହାଯ୍ୟ କରିଥାନ୍ତି।ତେବେ ଖୁବଶୀଘ୍ର ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ସହ ବିବାହ କରିବା ନେଇ ସୂଚନା ରହିଛି।

 

ତେବେ ଏହି ଘଟଣାଟି ବର୍ତ୍ତମାନ ଚର୍ଚ୍ଚା ରେ ରହିଛି। ତେବେ ବର୍ତ୍ତମାନ ଯାହା ସୂଚନା ରହିଛି କି କ୍ରିକେଟର କେ. ଏଲ .ରାହୁଲ ତାଙ୍କର ପ୍ରେମିକା ତଥା ବଲିଉଡ ର ଏଭର ଗ୍ରୀନ ଅଭିନେତା ସୁନୀଲ ସେଠୀ ଙ୍କ ଏକ ମାତ୍ର ଝିଅ ଆଥିୟା ସେଠୀ ଙ୍କୁ ବିବାହ କରିବା କୁ ଯାଉଛନ୍ତି। ତେବେ ଆସନ୍ତା ୨୩ ଜାନୁଆରୀ ରେ ଏହି ରାହୁଲ ଏବଂ ଆଥିୟା ଙ୍କ ର ବିବାହ ଧୂମ ଧାମ ରେ ସୁନୀଲ ସେଠୀ ଙ୍କ ମୁମ୍ବାଇ ସ୍ଥିତ ରାଜକୀୟ ବଙ୍ଗଳା ରେ ଆୟୋଜିତ ହେବା କୁ ଯାଉଛି।

ତେବେ ଏନେଇ ବର୍ତ୍ତମାନ ସୂଚନା ରହିଛି ଯାହା ଜାଣିବା ପରେ ତାଙ୍କର ଫ୍ୟାନ ମାନେ ଖୁବ ଆଶାୟୀ ରହିଥିବା ଜଣା ପଡ଼ିଛି ତାଙ୍କର ବାହାଘର କୁ ନେଇ।ତେବେ ଅନେକ ଦିନ ରୁ ଉଭୟ କେ. ଏଲ .ରାହୁଲ ଏବଂ ଆଥିୟା ପରସ୍ପର କୁ ଡେଟ କରୁଥିଲେ ଏବଂ ଭଲ ପାଉଥିଲେ।

ମାତ୍ର ୨୦୧୯ ମସିହା ରେ ସେମାନେ ଅଫିସିଆଲ ଭାବରେ ନିଜର ପ୍ରେମ ସମ୍ପର୍କ କୁ ଗ୍ରହଣ କରିଥିଲେ। ତେବେ ବର୍ତ୍ତମାନ ଆସନ୍ତା ୨୩ ତାରିଖ ରେ ଦୁହେଁ ବିବାହ କରିବା କୁ ଯାଉଛନ୍ତି। ତେବେ କେ. ଏଲ .ରାହୁଲ ଏବଂ ଆଥିୟା ଙ୍କ ର ବିବାହ ରେ ଦୁହିଁଙ୍କ ପରିବାର ମଧ୍ୟ ବହୁତ ଖୁସି ଏବଂ ବାହାଘର କୁ ନେଇ ଏକ୍ସସାଇଟେଡ଼ ଥିବା ଜଣା ପଡ଼ିଛି। ତେବେ ଏହାକୁ ନେଇ ଏବେ ଠାରୁ ଧୂମ ଧାମ ରେ ଚର୍ଚ୍ଚା ଚାଲିଛି।

ତେବେ ଆସନ୍ତା ୨୧ ଓ ୨୨ ତାରିଖ ରେ ଉଭୟ ଙ୍କ ର ମେହେନ୍ଦୀ ଏବଂ ହଳଦୀ ସେରିମନୀ ର ସେଲିବ୍ରେସନ ମଧ୍ୟ ରହିଛି। ତେବେ ଉଭୟ ଙ୍କ ର ବିବାହ ରେ ଉଭୟ ବଲିଉଡ ଏବଂ କ୍ରିକେଟ ଜଗତ ର ବଡ଼ ନାମକରା ବଲିଉଡ ଷ୍ଟାର ତଥା ସଲମନ ଖାନ , ଅମିତାଭ ବଚନ ଏବଂ କ୍ରିକେଟ ଦୁନିଆଁ ର ଷ୍ଟାର ଧନୀ , ବିରାଟ ଆଦି ସମସ୍ତେ ଯୋଗ ଦେବାକୁ ଯାଉଛନ୍ତି। ତେବେ ରାହୁଲ ଏବଂ ଆଥିୟା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ନୂଆ ଜୀବନ ଆରମ୍ଭ କରିବା କୁ ଯାଉଛନ୍ତି ତେବେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆମେ ଆଶା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.